Movie prime

ହେ ପ୍ରଭୁ ଏମିତି ସଡ଼କ ଦୁ-ର୍ଘ-ଟ-ଣା ଆପଣ କେବେ ଦେଖି ନ ଥିବେ...ରାସ୍ତା ଉପରେ ଛିଣ୍ଡି କଟି ଗଡିଗଲା ଡ୍ରାଇଭର ର ମୁଣ୍ତ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାସ୍ତାରେ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇ ୱା କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଅନୁଗୁଳ ଜିଲ୍ଲାର ୫୫ ନମ୍ବର୍ ଜାତୀୟ ରାଜପଥ ର ଜଳପଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୁଚନା ଅନୁସାରେ ଡଲଫିନ ନାମକ ଏକ ନାଇଟ କୋଚ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା।
Hh
ଆଉ ଯାଉଥିବା ସମୟରେ ହିଁ ଭୋର୍ ସମୟରେ ଏହି ବସ୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହା ପୁର୍ବରୁ ରାସ୍ତାରେ ଓଲଟି ପଡିଥିବା ଏକ ହାଇ ୱା ଧକ୍କା ମଧ୍ୟ ଦେଇଥିଲା।
ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ମଧ୍ୟ କରିଛନ୍ତି। ଆହତ ମାନଙ୍କ ମଧ୍ୟରେ ୫ ଜଣକ ଅବସ୍ଥା ଗୁରୁତର ଥିବା ମଧ୍ୟ ଏହା ଜଣାପଡି ଥିଲା।
ବସ୍ ଦୁର୍ଘଟଣାରେ ବସ୍ ର ସମ୍ମୁଖ ଭାଗଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଘଟଣା ସ୍ଥଳରେ ଅନେକ ଲୋକମାନେ ମଧ୍ୟ ଜମା ହୋଇଥିବାର ଦେଖିବାକୁ ମିଳିଥିଲା।
Bb
ଟିକିଏ ଅସାବଧାନତା ଯୋଗୁଁ ହିଁ ଏତେବଡ଼ ଅଘଟଣ ଘଟି ଯାଇଛି। ଏହି ବସ୍ ରେ ଥିବା ଯାତ୍ରୀ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବସ ଚଳାଉ ଥିବା ଡ୍ରାଇଭରର ମଧ୍ୟ ଘଟଣା ସ୍ଥଳରେ ହିଁ ପ୍ରାଣ ଚାଲି ଯାଇଛି।
ଏହାକୁ ନେଇ ସାରା ଅଞ୍ଚଳରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଖୁବ ଚିନ୍ତିତ ଥିବା ବେଳେ ଗୁରୁତର ଯାତ୍ରୀ ମାନଙ୍କ ସୁସ୍ଥ ହେବା ଲାଗି ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି।
ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏଥି ସହ ସମସ୍ତଙ୍କୁ ସାବଧାନତା ସହ ଗାଡ଼ି ଚଳାଇବାକୁ ଅନୁରୋଧ କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.