Movie prime

ଓଡ଼ିଆ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ହିରୋ ମାନଙ୍କ ମଧ୍ୟରେ ପ୍ରଥମେ ଆସେ କାହା ନାଁ ଆଜି ଜାଣି ନିଅନ୍ତୁ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ସବୁ ଖବର ଆପଣମାନେ ପାଇ ପାରୁଛନ୍ତି ।
ଏବେ ଏଭଳି କିଛି ଖବର ଆସିଛି ଓଲିଉଡ ଜଗତର ଅଭିନେତାମାନଙ୍କୁ ନେଇ । ଓଲିଉଡ ଜଗତର ଅଭିନେତାମାନଙ୍କର ରୋଜଗାର ବିଷୟରେ ଆପଣ ଜାଣିଛନ୍ତି କି ?
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ପାଇପାରିବେ । ଓଲିଉଡ ଜଗତର ଅଭିନେତାମାନଙ୍କ ଭିତରୁ ସବୁଠାରୁ ଧନୀ କିଏ? ଆଉ କେଉଁ ଅଭିନେତା ଫିଲ୍ମ୍ କରିବାକୁ କେତେ ଟଙ୍କା ନିଅନ୍ତି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
୧) ଅଭିନେତା ସିଦ୍ଧାନ୍ତ ମହାପାତ୍ର - ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତ୍ୟେକ ଶ୍ରଦ୍ଧାଞ୍ଜଳି ଫିଲ୍ମରେ ଅଭିନୟ କରି ଓଲିଉଡ ଜଗତରେ ପାଦ ଦେଇଥିଲେ । ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଲୋକସଭାର ସଭ୍ୟ ଥିଲେ ।
Special report
ସିଦ୍ଧାନ୍ତ ମହାପାତ୍ର ୧୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଗୋଟିଏ ଫିଲ୍ମ୍ ପାଇଁ ୧୪ ରୁ ୧୬ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି । ସେ ପ୍ରତ୍ୟେକ ଫିଲ୍ମରୁ ମଧ୍ୟ କମିଶନ ନିଅନ୍ତି ।
୨) ଅଭିନେତା ସବ୍ୟସାଚୀ ମିଶ୍ର - ସେ ପାଗଳ ପ୍ରେମୀ ଚଳଚ୍ଚିତ୍ରରେ କାମ କରି ଓଲିଉଡ ଜଗତରେ ପାଦ ଥାପିଥିଲେ । ତାଙ୍କର ଗୋଟିଏ ଫିଲ୍ମ୍ ପାଇଁ ସେ ୧୨ ରୁ ୧୪ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ସେ ଅନେକ ବ୍ରାଣ୍ଡରୁ ମଧ୍ୟ ଟଙ୍କା ରୋଜଗାର କରିଥାନ୍ତି । 
Special report
୩) ଅଭିନେତା ଅରିନ୍ଦମ ରାଏ - ସେ ଆସିଲାରେ ପ୍ରେମଋତୁ ଫିଲ୍ମରୁ ଓଲିଉଡ ଜଗତକୁ ଆସିଥିଲେ । ସେ ଓଡ଼ିଆ ସହିତ ବେଙ୍ଗୋଲି ଫିଲ୍ମରେ ମଧ୍ୟ କାମ କରନ୍ତି । ସେ ତାଙ୍କର ଗୋଟିଏ ଫିଲ୍ମ୍ ପାଇଁ ୧୩ ରୁ ୧୬ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । 
୪) ଅଭିନେତା ଅନୁଭବ ମହାନ୍ତି - ଅଭିନେତା ଅନୁଭବ ମହାନ୍ତି ଆଇ ଲଭ୍ ୟୁ ଫିଲ୍ମରୁ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ । ସେ ଅଭିନେତା ସହ ରାଜନେତା ମଧ୍ୟ ଅଟନ୍ତି । ସେ ପୂର୍ବରୁ ଗୋଟିଏ ଫିଲ୍ମ୍ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ଆଉ ଏବେ ସେ ୧୦ ରୁ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି । 
Special report
୫) ଅଭିନେତା ବାବୁଶାନ୍ ମହାନ୍ତି - ଓଲିଉଡ ଜଗତର ଚକୋଲେଟ୍ ହିରୋ ହେଉଛନ୍ତି ବାବୁଶାନ୍ ମହାନ୍ତି । ବାବୁଶାନ୍ ମହାନ୍ତି ୨୦୧୦ ମସିହାରେ ଗୋଟିଏ ଫିଲ୍ମ୍ ପାଇଁ ୫ ରୁ ୮ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି
ଆଉ ଏହାପରେ ସେ ୧୦ ରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ । ଆଉ ଦମନ ଫିଲ୍ମ୍ ପରେ ସେ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିବେ ବୋଲି ସୂଚନା ମିଳିଛି । କିନ୍ତୁ ଏନେଇ କିଛି ସ୍ପଷ୍ଟୀକରଣ ହୋଇନାହିଁ ।