Movie prime

ଓଡ଼ିଶା ଆସି ଓଡ଼ିଆ ଲୋକ ଙ୍କୁ ଖୁସି କରିଦେଲେ ରାହୁଲ, ଓଡ଼ିଶାବାସୀ ଙ୍କ ସାହାଯ୍ୟ ପାଇଁ ମୁ ସବୁ ବେଳେ ପ୍ରସ୍ତୁତ ଅଛି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ୍ ସେତେ ମାତ୍ରାରେ ସରଗରମ ହେବାରେ ଲାଗିଛି।
Special report
ଲୋକ ମାନଙ୍କ ନଜର ଏବେ ନେତା ଓ ରାଜନେତା ଙ୍କ କାର୍ଯ୍ୟ କଳାପ ଉପରେ ରହିଛି। ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କିଛି ମାସ ଧରି କଂଗେସ ନେତା ରାହୁଲ୍ ଗାନ୍ଧୀ ରାଜ୍ୟରେ ବିଭିନ୍ନ ସ୍ଥାନରେ ପଦ ଯାତ୍ରା କରୁଥିଲେ।
ଏବେ ରାହୁଲ ଗାନ୍ଧୀ ଆସି ଓଡ଼ିଶାରେ ପହଞ୍ଚି ଯାଇଛନ୍ତି ସେ କିଛି ବାଟ ବସ୍ ମାଧ୍ୟମରେ ଆସିଥିବା ବେଳେ ଆଉ କିଛି ବାଟ ସେ ଚାଲି ଚାଲି ଆସିଥିଲେ। ଏବେ ଆମେ ଆପଣଙ୍କୁ ସେ ଯେଉଁ ଭାଷଣ ଦେଇଛନ୍ତି ସେହି ସମ୍ପର୍କରେ କହିବାକୁ ଯାଉଛୁ।
ସେ କହିଥିଲେ କି ଓଡ଼ିଶାରେ ମଧ୍ୟ ଲୋକ ମାନଙ୍କୁ ଖୁବ ଅବହେଳିତ କରା ଯାଉଛି ଆଉ ଏଠାରେ ମଧ୍ୟ ଲୋକ ମାନେ ଖୁବ ଦୁଃଖ ଓ କଷ୍ଟରେ ରହିଛନ୍ତି। ଏଠାରେ ମଧ୍ୟ ଲୋକ ମାନଙ୍କ ପ୍ରତି ଖୁବ ଅନ୍ୟାୟ ହେଉଛି।
Special report
ଏହି ଯାତ୍ରାର ଏକ ମାତ୍ର ଲକ୍ଷ୍ୟ ହେଉଛି ଭାରତକୁ ଯୋଡ଼ି ରଖିବାର। ବିଭିନ୍ନ ପ୍ରକାରର ଅନ୍ୟାୟ ହିନ୍ଦୁସ୍ଥାନ ରେ ଗରୀବ ଲୋକ ମାନଙ୍କ ପ୍ରତି କରାଯାଉଥିବା କଥା ସେ କହିଥିଲେ। ସେ କହିଥିଲେ କି ସାତ ରୁ ଆଠ ଘଣ୍ଟା ପାଇଁ ସେ ଓଡ଼ିଶାର ଜନତା ଙ୍କ କଥା ଶୁଣିବାକୁ ଆସିଛନ୍ତି।
ଯେ କେହି ମଧ୍ଯ ତାଙ୍କ ସହ କଥା ହେବା ପାଇଁ ଚାହିଁବ ସେ କଥା ହେଇ ପାରିବ ବୋଲି କହିଥିଲେ। ଏଭଳି ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ଖୁବ୍ ଅବହେଳିତ ହେଉଛନ୍ତି।
ତାଙ୍କ ନିକଟରେ ଖୁବ ଅଭିଯୋଗ ମଧ୍ୟ ରହିଛି। ଆଗରୁ ମଧ୍ୟ ରାହୁଲ ଗାନ୍ଧୀ ଙ୍କ ସହ ଅନେକ ଲୋକ ତାଙ୍କର ଅଭିଯୋଗ ନେଇ ଅଭିଯୋଗ କରି ଆସିଛନ୍ତି। ଏହାକୁ ନେଇ ପ୍ରାୟତଃ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ।
ତେବେ ରାହୁଲ୍ ଗାନ୍ଧୀ ଙ୍କ ଏଭଳି ଓଡ଼ିଶା ଆସିବା କୁ ନେଇ ଆପଣ ମାନଙ୍କ ମତାମତ କଣ ଓ ଆପଣ ମାନଙ୍କୁ କିପରି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।