Movie prime

ଓଡ଼ିଆ ଙ୍କ ପାଇଁ ଗର୍ବ ର କଥା, ମୋଦୀ କରିଦେଲେ ଏମିତି.. ନମିତା ଅଗ୍ରୱାଲ ଙ୍କ ଗୀତ କୁ ସେୟାର କଲେ ମୋଦୀ

 
Special Report
ନମସ୍କାର ପାଠକ ବନ୍ଧୁ।ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।ଏହାକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖରେ।ସମସ୍ତେ ଅପେକ୍ଷା କରି ରହିଛନ୍ତି କେବେ ଶ୍ରୀରାମ ଚନ୍ଦ୍ର ଙ୍କ ମନ୍ଦିର ପ୍ରତିଷ୍ଠା ହେବ।
Special Report
ଶହ ଶହ ବର୍ଷ ର ଅପେକ୍ଷା ପରେ ଶେଷ ରେ ଭାରତୀୟ ମାନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି।ଏହାର ସମସ୍ତ ଶ୍ରେୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦିଆ ଯାଇଛି।ଏବେ ସାରା ଭାରତ ରେ ଯେଉଁଠି ଦେଖିବେ ରାମ ଙ୍କ ଭଜନ ଗାନ କରା ଯାଉଛି।
ଏବେ ଆମ ଓଡ଼ିଶା ରେ ନମିତା ଅଗ୍ରୱାଲ ଙ୍କ ଏକ ରାମ ଭଜନ ଏବେ ଖୁବ୍ ଭାଇରାଲ ହେଉଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିବା ସହିତ ଲେଖିଛନ୍ତି କି ଆମ ଦେଶ ର ଲୋକ ମାନଙ୍କ ଠାରେ ରାମ ଙ୍କ ପ୍ରତି ଭକ୍ତି କୁ ଦେଖି ମୋତେ ବହୁତ ଖୁସି ଲାଗୁଛି।
ପ୍ରତିଟି ଭାଷା ରେ ଏବେ ରାମ ଭଜନ ଶୁଣିବାକୁ ମିଳୁଛି।ଓଡ଼ିଆ ଭାଷା ରେ ଏହି ଭଜନ ଟି ମୋତେ ଖୁବ୍ ସୁନ୍ଦର ଲାଗିଛି।ତାଙ୍କର ଏହି ଭିଡିଓ ଟି ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ନମିତା ଅଗ୍ରୱାଲ ଖୁବ୍ ସୁନ୍ଦର ଭାବେ ଏହି ଗୀତ ଟି କୁ ଗାନ କରିଛନ୍ତି।
Spe
ଆପଣ ମାନେ ସମସ୍ତେ ଜାଣି ଥିବେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏଠାକୁ ଆସିବେ।ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ହେବ।ଅଯୋଧ୍ୟା ନଗରୀ ରେ ଖୁସି ର ଲହରୀ ଖେଳି ଯାଉଛି।ସାରା ବିଶ୍ବ ର ଲୋକ ମାନଙ୍କୁ ନିୟନ୍ତ୍ରଣ କରା ଯାଇଛି।
ବିଭିନ୍ନ ଦେଶ ର ସାଧୁ ସନ୍ଥ ମାନେ ଏଠାକୁ ଆସିବେ।ଏବେ ସମସ୍ତ ଙ୍କ ର ନଜର ରହିଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ।କାରଣ ତାଙ୍କରି ପାଇଁ ଆଜି ଆମ ଦେଶ ରେ ରାମ ମନ୍ଦିର ପ୍ରତିଷ୍ଠା ହୋଇ ପାରିଛି।
ଜାନୁଆରୀ ୨୨ ରେ ସ୍ଥାପିତ ହେବ ପ୍ରଭୁ ଙ୍କ ବିଗ୍ରହ।ସବୁଠାରେ ଏବେ ମର୍ଯ୍ୟାଦା ପୁରୁଷୋତ୍ତମ ଙ୍କ ଗୁଣ ଗାନ କରା ଯାଉଛି।ରାମ ଧ୍ଵନି ରେ ଅଯୋଧ୍ୟା ପ୍ରକମ୍ପିତ ହେଉଛି।
ରାମ ଲାଲା ଙ୍କ ଆସନ ୩.୪ ଫୁଟ ଉଚ୍ଚତା ରହିଛି।ମନ୍ଦିର ରେ ମୂର୍ତ୍ତି ପ୍ରବେଶ ପୂର୍ବ ରୁ ମନ୍ଦିର କୁ ଫୁଲ ରେ ସଜା ଯାଇ ଥିଲା।ଏହା ପରେ ପ୍ରଭୁ ଙ୍କ ମୂର୍ତ୍ତି କୁ ମନ୍ଦିର ଭିତର କୁ ପ୍ରବେଶ କରା ଯାଇ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.