Movie prime

ଓଡ଼ିଶା କୋରାପୁଟରେ ଚାଲିଛି ପ୍ରଭାସ ଅନୁଷ୍କାଙ୍କ ସୁଟିଂ ଦେଖନ୍ତୁ ଆଗକୁ ଆସୁଛି ବାହୁବଳୀ - ୩ !!!

 
Special report
ନମସ୍କାର ପଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆରେ ସିନେମା ଜଗତକୁ ନେଇ ଆନେକ ପ୍ରକାର ଖବର ଜାଣିବାକୁ ପାଇପାରୁଥିବେ।
Special report
ତେବେ ବନ୍ଧୁଗଣ ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଜୟପୁର ସହରରେ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ କିଛି ଦିନ ହେଲା ରହୁଛନ୍ତି। ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼ ଜମୁଛି।
କୋରାପୁଟର ଦେଓମାଳି ପର୍ବତ ସହ ଜୟପୁର ସହରରେ ଚାଲିଛି ସୁଟିଂ। ମିଳିଥିବା ସୂଚନା ଅନୁଯାୟୀ ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ କୋରାପୁଟ୍ ଜିଲ୍ଲା ଜୟପୁରରେ କିଛି ଦିନ ହେଲା ରହୁଛନ୍ତି।
Special report
ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼ ଜମୁଛି। କୋରାପୁଟର ଦେଓମାଳି ପର୍ବତ ସହ ଜୟପୁର ସହରରେ ଚାଲିଛି ସୁଟିଂ। ଗତ ସପ୍ତାହେ ହେଲା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଟିମ୍ ଜୟପୁର ସହର ସମେତ କୋଲାବ ଜଳଭଣ୍ଡାର।
ଏବଂ ଦେଓମାଳି ପର୍ବତ ଭଳି ଅନେକ ଆକର୍ଷଣୀୟ ଲୋକେସନରେ ଫିଲ୍ମ ସୁଟିଂ ଚାଲିଥିବା ଜଣାପଡିଛି। ଦୁଇ ଦିନ ହେଲା ଜୟପୁର ସହରର ମୁଖ୍ୟ ରାସ୍ତା, ଜଗନ୍ନାଥ ମନ୍ଦିର ସହ ସହରର ନୂଆ ବସଷ୍ଟାଣ୍ଡରେ ମଧ୍ୟ ଚାଲିଛି ସୁଟିଂ।
Special report
କୋରାପୁଟ ସମେତ ଜୟପୁରର ବିଭିନ୍ନ ସ୍ଥାନରେ ସୁଟିଂକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ୍ ଉତ୍ସାହିତ ଅଛନ୍ତି। ଓ ତାଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଜମୁଛି ହଜାର ହଜାର ପ୍ରଶଂସକଙ୍କ ଭିଡ ଲାଗିଛି।
ଫିଲ୍ମ ସଂପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ନେଇ କିଛି ସିନ୍ ମଧ୍ୟ ସୁଟ୍ କରାଯାଇଥିବା ଜଣାପଡିଛି ।
ସୁଟିଂ ଲାଗି ପ୍ରଯୋଜନା ସଂସ୍ଥା ଜିଲ୍ଲା ପ୍ରଶାସନର ଅନୁମତି ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ୟ ପ୍ରକାରର ସହଯୋଗ କରାଯାଉଥିବା ପୌର କାର‌୍ୟ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।