Movie prime

ହେ ଭଗବାନ : ପୁଣି ଓଡ଼ିଶା କୁ ଆସିଗଲାଣି ବାତ୍ୟା ଭୟ.. ବହୁ ଜୋର୍ ରେ ବହିବ ପବନ ଆଉ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ଓଡିଶାକୁ ଆସିବାକୁ ଯାଉଛି ଆଉଏକ ଲଘୁଚାପ। ଆଉ ବର୍ଷା ମଧ୍ୟ ବଢ଼ିବାକୁ ଯାଉଛି। ଓଡ଼ିଶାକୁ ଥାରାଇବ ଶୀତ ଦିନିଆ ବର୍ଷା ଆଉ ଥଣ୍ଡା ପବନ ମଧ୍ୟ ବହିବ।
Special report
ଶୀତ କୁ ଟକ୍କର ଦେବାକୁ ଏବେ ଆସୁଛି ବର୍ଷା ଆଉ ଖର କେଉଁଆଡେ ହଜିଯିବ ମଧ୍ୟ। ଆଜ୍ଞା ହଁ ଓଡ଼ିଶା କୁ ଆସିବାକୁ ଯାଉଛି ଆଉ ଏକ ଲଘୁଚାପ ଏହି ଲଘୁଚାପ ରେ ମଧ୍ୟ ସଂପୂର୍ଣ୍ଣ ଭାବରେ ଓଡ଼ିଶା କଲବଲ ହେବ।
ରାଜ୍ୟରେ ଥଣ୍ଡା ପବନ ବହିବା ସହିତ ଶୀତ ର ପ୍ରଭାବ ମଧ୍ୟ ବଢିବାକୁ ଲାଗିବ। ଶୀତ ଆଉ ବର୍ଷାର ଲୁଚକାଳି ଖେଳ ମଧ୍ୟରେ ସଂପୂର୍ଣ୍ଣ ଭାବରେ ଖରା ହଜି ଯିବ ବୋଲି କୁହା ଯାଇଛି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ନଭେମ୍ବର ୧୫ ତାରିଖ ରୁ ଓଡ଼ିଶାରେ ବର୍ଷାର ପ୍ରଭାବ ମଧ୍ଯ ବଢ଼ିବାକୁ ଲାଗିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରୁ ସୁଚନା ମିଳିଛି।
Special report
ବଙ୍ଗୋପସାଗର ର ଥାଇଲାଣ୍ଡ ଉପକୂଳ ରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ସକ୍ରିୟ ମଧ୍ୟ ରହିଛି। ତେବେ ଏହା କ୍ରମେ ଲଘୁଚାପରେ ପରିବର୍ତ୍ତିତ ହୋଇ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ଗତି କରିବ।
ଏହି ଲଘୁଚାପ ଅବାପାତ ରେ ପରିଣତ ହେବାରେ ମଧ୍ଯ ସମ୍ଭାବନା ରହିଛି। ଲଘୁଚାପ ପାଇଁ ଓଡ଼ିଶା ସମେତ ଭାରତର ପୂର୍ବରେ ଉପସ୍ଥିତ ଥିବା ସମସ୍ତ ରାଜ୍ୟରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ଏହା ସୁଚନା ମିଳିଛି। ତେବେ ଏନେଇ ଆଗକୁ ଆହୁରି ମଧ୍ୟ ସୁଚନା ମିଲିବ। ଅନ୍ୟପଟେ ଏବେ ଶୀତ ର ଲହରୀ ମଧ୍ୟ ବଢ଼ିବାରେ ଲାଗିଛି।
କୋରାପୁଟ ରେ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏବେ ଓଡ଼ିଶାରେ ଶୀତ ର ଲହରୀ ବ୍ୟାପିବାରେ ଲାଗିଛି ତେବେ ଏହା ସଂପର୍କରେ ଆପଣ ମାନେ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.