Movie prime

ଓଡ଼ିଶା ଆସି ଓଡ଼ିଆ ରେ ଲୋକ ଙ୍କୁ ଡାକିଲେ ରାମଦେବ, ବେଜୟନ୍ତ୍ ପଣ୍ଡା ଆଉ ସମ୍ବିତ ପାତ୍ର ଙ୍କୁ ବି ଜବରଦସ୍ତି କରେଇଲେ ଯୋଗ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାବା ରାମଦେବ ସର୍ବଦା ଖୁବ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ସମ୍ପର୍କରେ ପ୍ରାୟତଃ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ।
Special Report
ଏଭଳି କି ସୋସିଆଲ ମିଡ଼ିଆରେ ତାଙ୍କର ଅନେକ ଗୁଡ଼ିଏ ଭିଡିଓ ମଧ୍ୟ ଖୁବ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ୍ ଏଭଳି କିଛି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ୟ୍ଯ ହୋଇ ଯିବେ।
ନିକଟରେ ବାବା ରାମଦେବ ଓଡ଼ିଶା ଆସିଥିଲେ ଆଉ ସେ ଓଡ଼ିଶା ଆସି ଓଡିଆ କହୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ ଓଡ଼ିଶା ବାସୀ ଙ୍କୁ ଓଡିଆ ରେ ଜୟ ଜଗନ୍ନାଥ କହିବା ସହ ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ।
ସେ କହିଥିଲେ କି ସଂସ୍କୃତ ରୁ ବାହାରି ଥିବାରୁ ତାଙ୍କୁ ଓଡିଆ ଖୁବ ସହଜ ଲାଗିଥାଏ ଆଉ ସେ ବୁଝି ମଧ୍ଯ ପାରନ୍ତି। ଆଉ ଭାରତ ତାଙ୍କର ଆତ୍ମା ବୋଲି କହିଥିଲେ। ଆଉ ଏହାପରେ ସେ ତାଙ୍କର ପତଞ୍ଜଳି ସଂମ୍ପର୍କରେ କହିଥିଲେ।
Special Report
ସେ ଏହା କହିଥିଲେ କି ତାଙ୍କର ପତଞ୍ଜଳି ଦିନକୁ ଦିନ କିଭଳି ଭାବରେ ଆଗେଇ ଚାଲୁଛି। ଏହାପରେ କହିଥିଲେ କି ଆସାମ ରେ କୌଣସି ବଡ଼ ପ୍ରୋଜେକ୍ଟ ଯାଇ ନଥିଲା ଏହା ପରେ ରାମଦେବ ବାବା ସେଠାରେ ଏକ ଖୁବ ବଡ ପ୍ରୋଜେକ୍ଟ ମଧ୍ୟ କରିଥିଲେ।
ଆଉ ଏବେ ତାଙ୍କ ନିକଟରେ ଆର୍ଥିକ ବଳ ଆସି ଯାଇଛି ବୋଲି ମଧ୍ୟ ସେ କହିଥିଲେ। ଏହାପରେ କହିଥିଲେ କି ହରିଦ୍ଵାର ପରେ ଆଚାର୍ଯ୍ୟ କୁଲମ୍ ଏବେ ଆସାମ ରେ ହିଁ ହେବ।
ଏହାପରେ ସେ ଓଡ଼ିଶାକୁ ମଧ୍ୟ ଆସିବାକୁ ଚାହୁଁଛନ୍ତି। ଏଭଳି ସେ ଅନେକ କଥା କହିଥିଲେ। ଏହି ସଭା ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗଦାନ କରିଥିଲେ।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଓଡ଼ିଶା ବାସୀ ତାଙ୍କ କଥା ଶୁଣି ବେଶ ଖୁସୀ ମଧ୍ୟ ଅଛନ୍ତି ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।