Movie prime

ଓଡ଼ିଶା ରେ ମାଉସୀ କରିଦେଲେ ବିଶ୍ଵ ରେକର୍ଡ, ଡାଏରି ରେ ଲେଖିଲେ ୮ ଲକ୍ଷ ଥର ରାମ ନାମ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଠ ଲକ୍ଷ ଥର ପ୍ରଭୁ ଶ୍ରୀ ରାମ ଙ୍କ ନାମ ଲେଖି ଏବେ ଚର୍ଚ୍ଚାରେ ରହିଛନ୍ତି ଜଣେ ମହିଳା। ଅଯୋଧ୍ୟାରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଛି। ସାରା ବିଶ୍ଵ ମଧ୍ୟ ଏବେ ଏଥିପାଇଁ ଉତ୍ସବ ମୁଖର ହୋଇ ଯାଇଛି।
Special report
ଏହି ସମୟରେ ଜୟପୁର ରେ ରହୁଥିବା ରାମ ଭକ୍ତ ପ୍ରଦେଶ୍ୱରି ସାହୁ ଏବେ ଚର୍ଚ୍ଚାର ରହିଛନ୍ତି। ଗତ ୨୦ ବର୍ଷ ଧରି ୧୪୦ ଥର ରାମ ନାମ ଲେଖୁଛନ୍ତି। ସେ ପ୍ରାୟ ୪୩ ଲକ୍ଷ ଥର ଲେଖି ମଧ୍ୟ ସାରିଛନ୍ତି।
ସେ ୩୫ ଲକ୍ଷ ଥର ଲେଖା ଅଛି ବୋଲି କହି ରାମକୋଟି ରାମ ବଂଶ ରେ ଦାଖଲ କରିଥିଲେ। ଭାଦ୍ରଚଳ ଗ୍ରାମରେ ୩୫ ଲକ୍ଷ ରାମ ନାମ ଦାଖଲ କରିବା ପରେ ଆହୁରି ୮ ଲକ୍ଷ ଥର ସେ ଲେଖୀ ମଧ୍ୟ ସାରିଲେଣି।
ତାଙ୍କର ଅଯୋଧ୍ୟା ରାମ ଯିବା ପାଇଁ ଇଛା ରହିଛି। ସେ ଅଯୋଧ୍ୟା ଯିବା ପୂର୍ବରୁ ଯେତେ ପାରିବେ ରାମ ନାମ ବହି ଗୁଡିକରେ ଲେଖି ଦାଖଲ କରିବେ ବୋଲି ମଧ୍ୟ କହିଥିଲେ। ତାଙ୍କର ବାପା କେଶବ ସାହୁ ମଧ୍ୟ ଏଭଳି ଲେଖି ଆସୁଥିଲେ।
Special report
ବାପାଙ୍କ ଠାରୁ ସେହି ପ୍ରେରଣା ପାଇ ଦଶ ବର୍ଷ ହେବ ସେ ଲେଖି ଆସିବା କଥା ମଧ୍ୟ କହିଛନ୍ତି। ଆଉ ତାଙ୍କର ଅଯୋଧ୍ୟା ଯିବାକୁ ଖୁବ ଇଚ୍ଛା ରହିଛି ଆଉ ଅଯୋଧ୍ୟା ଯିବା ନଯିବା ଭଗବାନ ଙ୍କ ଇଚ୍ଛା ବୋଲି ମଧ୍ୟ କହିଥିଲେ।
ଅଯୋଧ୍ୟା ଖବର ଶୁଣି ମଧ୍ୟ ସେ ବହୁତ୍ ଖୁସି ଅଛନ୍ତି। କାରଣ ଅନେକ ବର୍ଷ ପରେ ସେଠାରେ ରାମ ମନ୍ଦୀର ନିର୍ମାଣ ହୋଇଛି ଯାହାକି ଭାରତ ବର୍ଷ ପାଇଁ ଖୁବ୍ ଅନ୍ଦନର କଥା ଅଟେ। ଅଯୋଧ୍ୟା ଗଲେ ତାଙ୍କର ମନକୁ ବେଶୀ ଖୁସୀ ଲାଗିବ ବୋଲି ମଧ୍ୟ କହିଲେ।
ଯଦି ତାଙ୍କୁ ଅଯୋଧ୍ୟା ଯିବାକୁ ସୁଯୋଗ ମିଳେ ତାଙ୍କର ଜୀବନ ଧନ୍ୟ ହୋଇ ଯିବ। ଏଥିରୁ ଜଣା ପଡ଼ିଛି କି ଭଗବାନ ଶ୍ରୀ ରାମ ଙ୍କ ସେ କେତେ ମାତ୍ରାରେ ଭଲ ପାଉଛନ୍ତି। ଯାହାକି ଖୁବ ଚର୍ଚ୍ଚାର ବିଷୟ ଅଟେ।
ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ଏହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଏହି ଅଯୋଧ୍ୟା ଯିବାକୁ ଆପଣ ଆପଣଙ୍କର ମତାମତ ରଖିବାକୁ ମଧ୍ୟ ଆପଣ ଆଦୌ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.