Movie prime

ଓଡ଼ିଶା ରେ ହୋଇପାରେ ପ୍ରବଳ ବର୍ଷା ପରେ ପ୍ରବଳ ଶୀତ : ହେବ ବରଫ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ଓଡ଼ିଶା ର କିଛି ସ୍ଥାନ ରେ ବର୍ଷା ହେବାର ଦେଖା ଯାଉଛି।ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏହି ବର୍ଷା ର ପରିମାଣ ବଢିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
Special report
ସେମାନେ କହିଛନ୍ତି କି ଭୁବନେଶ୍ୱର ଅଞ୍ଚଳ ରେ ପାଗ ଅଳ୍ପ ପରିମାଣ ରେ କୋହଲା ରହିବ।ତାପମାତ୍ରା କମିବ।କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏହାକୁ ନେଇ ଏତେ ଭୟବୀତ ହେବାର କାରଣ ନାହିଁ।
ସୂଚନା ଅନୁସାରେ ଗତ ଦୁଇ ଦିନ ହେଲାଣି ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷା ହେଉଥିବାର ଦେଖା ଯାଉଛି।ଏହି ବର୍ଷା ହେବା ଯୋଗୁଁ ଚାଷୀ ମାନେ ବହୁ ସମସ୍ୟା ର ସମୁଖୀନ ହେବେ।ଭୁବନେଶ୍ୱର ଅଞ୍ଚଳ ରେ ତାପମାତ୍ରା କମିବ।ସବୁଠାରୁ ଅଧିକ ବର୍ଷା ମାଲକାନଗିରି ର ଗୋଲକୁଣ୍ଡା ଠାରେ ହୋଇଥିବା ସୂଚନା ରହିଛି।
ଏହା ଛଡା ରାୟଗଡ଼ା ବଲାଙ୍ଗୀର ମଧ୍ୟ ବର୍ଷା ର ପରିମାଣ ବଢ଼ିଛି।ଆସନ୍ତା ତିନି ଦିନ ମଧ୍ୟ ରେ ବର୍ଷା ଜୋର୍ ରେ ହେବ।ଓ ବର୍ଷା ର ପରିମାଣ ବଢିବା ପରେ ଧିରେ ଧିରେ ଶୀତ ଅନୁଭୂତ ହେବ।
Special report
ଏବେ ପ୍ରତିଦିନ ସନ୍ଧ୍ୟା ରେ ଶୀତ ହେଉଥିବାର ଦେଖା ଯାଉଛି।କୋରାପୁଟ ରେ ୨୩.୦ ମିଲି ମିଟର ବର୍ଷା ହେଉଥିବାର ପ୍ରକାଶ କରା ଯାଇଚି।ଭୁବନେଶ୍ୱର ରେ ତାପମାତ୍ରା ୨୩.୫ ସେଲସୀୟସ ବୋଲି କୁହା ଯାଇଛି।
ଏହା ଛଡା ପୁରୀ ର କିଛି ଜିଲା ରେ ଗତ କାଲି ଜୋର୍ ରେ ବର୍ଷା ହୋଇଚି।୫,୬,୭ ରାଜ୍ୟ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ମାଲକାନଗିରି, କୋରାପୁଟ, ବଲାଙ୍ଗୀରଜଗତସିଂହପୁର, ପୁରୀ, କଟକ,ଯାଜପୁର ଭଳି କେତେକ ଜିଲ୍ଲାରେ ଗତ କାଲି ଠାରୁ ଜୋର୍ ରେ ବର୍ଷା ହେବ।
ଆସନ୍ତା ତିନି ଦିନ ଯାଏଁ ବର୍ଷା ଏପରି ଲାଗି ରହିବ।ଓ ସନ୍ଧ୍ୟା ବେଳେ ଶୀତ ଧୀରେ ଧୀରେ ବଢିବାରେ ଲାଗିବ।ଏହାକୁ ନେଇ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.