Movie prime

ଓଡ଼ିଶାରେ ହେଲା ପ୍ରଥମ ଦେଖନ୍ତୁ ଶଶୁରଙ୍କ ମୁହଁରେ ନିଆଁ ଦେଲେ ବୋହୂ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇ ପାରୁଛନ୍ତି ।
Special report
ଏବେ ଏଭଳି କିଛି ଖବର ଆସୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ଏବେ ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । 
ଏହି ଘଟଣା ଦେଖିଲେ ଆପଣଙ୍କ ମନ ଆଶ୍ଚର୍ଯ୍ୟ ହୋଇଯିବ । ଆଉ ଏହି ଘଟଣା ଆପଣ ଦେଖିଲେ ବି କହିବେ ଏମିତି ବୋହୂ ଜଗତେ ନାହିଁ । ଏହି ବୋହୂ ଜଣକ ଝିଅର କାମ କରିଛନ୍ତି । ବୋହୂ ଜଣକ ଶଶୁରକୁ ମୁଖାଗ୍ନି ଦେଇଛି ।
Special report
ଏହି ବୋହୂ ବୋହୂ ନୁହେଁ ଏହି ବୋହୂ ହେଉଛି ଝିଅ । ଏଭଳି ଘଟଣା ଦେଖିଲେ ସମସ୍ତେ କହିବେ ଏମିତି ବୋହୂ ସମସ୍ତଙ୍କୁ ଦରକାର । ଏହି ବୋହୂ ଜଣକ ଶଶୁରକୁ ମୁଖାଗ୍ନି ଦେଇଛି । ଆମ ସମାଜରେ ଝିଅ ଶ୍ମଶାନକୁ ଯିବା ବାରଣ ହୋଇଥାଏ । 
କିନ୍ତୁ ଏଠାରେ ଗୋଟିଏ ବୋହୂ ଶଶୁରକୁ ମୁଖାଗ୍ନି ଦେଇଛି । ବାପାକୁ ପୁଅ ପର କରିଦେଲା ପରେ ଏହି ବୋହୂ ଜଣକ ଶଶୁରର ସବୁ କାମ ତୁଲାଇଛି । ଶଶୁରର ଅନ୍ତିମ ସଂସ୍କାର କରିଛି ବୋହୂ । ଏହି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ୧୨ ନମ୍ୱର ୱାର୍ଡରେ ।
Special report
ଏହି ୱାର୍ଡରେ ବୋହୂ ଟିଏ ସବୁକିଛି ସମ୍ଭାଳି ନେଇଛି । ଏହି ସବୁ ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଶଶୁର ଜଣଙ୍କର ନାମ ହେଉଛି ନିରଞ୍ଜନ ବେହେରା ଆଉ ବୋହୂ ଜଣକ ହେଉଛନ୍ତି ଜୟନ୍ତୀ ।
Special report
ଶଶୁର ନିରଞ୍ଜନ ବେହେରା ସବୁଦିନ ପାଇଁ ଶୋଇ ରହିଛନ୍ତି ଆଉ ବ୍ରାହ୍ମଣ କହିବା ଅନୁସାରେ ବୋହୂ ଜୟନ୍ତୀ ଶଶୁରକୁ ମୁଖାଗ୍ନି ଦେଇଛନ୍ତି । ଏହି ବୋହୂକୁ ଦେଖି ସମସ୍ତେ କହିବେ କି ଏମିତି ବୋହୂ ସବୁଦିନେ ମିଳୁ । ଏହି ବ୍ୟକ୍ତିଙ୍କର ପୁଅ ବିବାହ କରିବା ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା ।
ଏହି ବ୍ୟକ୍ତି ଜଣଙ୍କର ପୁଅ ଶାନ୍ତନୁ ପୁଅ ହେବା ପରେ ସେ ଅନ୍ୟ ଝିଅ ସହିତ ରହିଲା । ଏବେ ଏହି ବୋହୂ ଆଉ ତାଙ୍କ ନାତି ସହ ରହୁଥିଲେ ବ୍ୟକ୍ତି ଜଣକ । ଏବେ ବ୍ୟକ୍ତି ଜଣଙ୍କର ଦେହାନ୍ତ ଘଟିଛି । ଆଉ ତାଙ୍କୁ ମୁଖାଗ୍ନି ଦେଉଛନ୍ତି ବୋହୂ ଆଉ ତାଙ୍କ ପାଖରେ ତାଙ୍କ ନାତି ଅଛନ୍ତି ।