Movie prime

ଆଜି ଯଦି ଓଡ଼ିଶା ର ସ୍ତ୍ରୀ ଲୋକ ମାନେ ସମାଜ ର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ତାହା କେବଳ ନବୀନ ବାବୁ ଙ୍କ ପାଇଁ ...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମହିଳା ମାନେ କୌଣସି କାମ ରେ ପଛରେ ନାହାନ୍ତି।ସେମାନେ ନିଜକୁ ସ୍ବାବଲମ୍ବୀ କରୁଛନ୍ତି।ଏଥିପାଇଁ ସରକାର ମଧ୍ୟ ସେମାନଙ୍କୁ ବହୁତ ସାହାର୍ଯ୍ୟ କରୁଛନ୍ତି।
Special Report
ନିକଟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ଆଉ ଗୋଟିଏ ଯୋଜନା ପ୍ରଣୟନ କରିଛନ୍ତି।ଏହି ଯୋଜନା ମାଧ୍ୟମ ରେ ମହିଳା ମାନେ ବାହାରେ କାମ କରିବା ସହିତ ଘର କାମ ବି କରି ପାରିବେ।ତେବେ ରାଜ୍ୟ ସରକାର ଙ୍କ ଏଭଳି କାମ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ ଲକ୍ଷ୍ମୀ ବସ୍ ସେବା ଆମ ରାଜ୍ୟ ସରକାର ଗରିବ ଲୋକ ମାନଙ୍କୁ ଯୋଗାଇ ଦେଇଛନ୍ତି।ଏଥିରେ ଖୁବ୍ କମ୍ ଟଙ୍କା ରେ ଆପଣ ମାନେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଇ ପାରିବେ।ଏବେ ପୁଣି ଥରେ ନିଜ ଜିଲ୍ଲା ରୁ ଭୁବନେଶ୍ୱର ଦେଇ ଆପଣ ମାନେ ପୁରୀ କୁ ଯାଇ ପାରିବେ।
ଏହି ବସ୍ ର ନାମ ଜଗନ୍ନାଥ ଏକ୍ସପ୍ରେସ ରଖା ଯାଇଛି।ଏହି ବସ୍ ରେ ମହିଳା ମାନେ ମଧ୍ୟ କାମ କରି ପାରିବେ।ଯେଉଁ ଗରିବ ମହିଳା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ଏଠାରେ କାମ ଯୋଗାଇ ଦିଆ ଯିବ।ହେଲେ ଏହା ପୂର୍ବ ରୁ ସେମାନଙ୍କୁ ଟ୍ରେନିଂ ଦିଆ ଯିବ।ଏଥିରେ ଅନେକ ମହିଳା ଉପକୃତ ହେବେ।
Special Report
ମହିଳା ସଶକ୍ତିକରଣ ମାଧ୍ୟମ ରେ ଏବେ ସରକାର ମହିଳା ମାନଙ୍କୁ ଅନେକ ସାହାର୍ଯ୍ୟ କରୁଛନ୍ତି।ସ୍ଵଂୟ ସହାୟିକା ଗୋଷ୍ଠୀ ମାନଙ୍କୁ କାମ ଯୋଗାଇ ଦେଉଛନ୍ତି।ମହିଳା ମାନଙ୍କୁ ଏବେ ଗାଁ ଗାଁ ରେ ସହାୟକ ହେବ ଲକ୍ଷ୍ମୀ ବସ୍।ଏବେ ଲକ୍ଷ୍ମୀ ବସ୍ ମିଶନ ଶକ୍ତି ର ମହିଳା ମାନଙ୍କ ପାଇଁ ଏକ ବଡ ସଫଳତା କହିଲେ ଭୁଲ ହେବ ନାହିଁ।
ଏହା ଦ୍ବାରା ଅନେକ ମହିଳା ସ୍ବାବଲମ୍ବୀ ହୋଇ ପାରିବେ।ଏହା ରାଜ୍ୟ ର ସାମାଜିକ ଓ ଆର୍ଥିକ ପ୍ରଗତି ରେ ସାହାର୍ଯ୍ୟ କରିବ।ମହିଳା ମାନଙ୍କ ଦ୍ଵାରା ସରକାର ଆମ ରାଜ୍ୟ ର ବିକାଶ କରିବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଥିରେ ସବୁ ଠାରୁ ଗରିବ ଶ୍ରେଣୀ ର ଲୋକ ମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।ଏହି ଲକ୍ଷ୍ମୀ ବସ୍ ସେବା ସମସ୍ତେ ଜିଲ୍ଲା ଗ୍ରାମ ପଞ୍ଚାୟତ ଓ ରାଜଧାନୀ କୁ ସଂଯୋଗ କରା ଯିବ।ଏଥିରେ ଲୋକ ମାନେ ବହୁତ ଖୁସି ଅଛନ୍ତି।
ଏହା ସହିତ ମହିଳା ମାନେ ଏହା ଦ୍ବାରା ବେଶୀ ପ୍ରଭାବିତ ହୋଇ ପାରନ୍ତି।ଏଥିରେ ତିନି ବର୍ଷ ପାଇଁ ୧୭୮ କୋଟି ଟଙ୍କା ର ବଜେଟ ଧାର୍ଯ୍ୟ କରା ଯାଇଛି।ମିଶନ ଶକ୍ତି ର ମହିଳା ମାନେ ଏଥିରେ ଲାଭ ବାନ ହୋଇ ପାରିବେ।