Movie prime

ଓଡ଼ିଶା ରେ ହେଲାଣି ଭୀଷଣ ଥଣ୍ଡା ଆଉ ଶୀତ, ଆଉ କିଛି ଦିନ ପରେ ଭୁବନେଶ୍ବର ରେ ବି ପଡ଼ିବ ବରଫ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କୁହୁଡି ସହ ଥଣ୍ଡା ବଢ଼ିବାରେ ଲାଗିଛି। ଲୋକମାନେ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ ଓ ଯୋଗ କରୁଛନ୍ତି। ଥଣ୍ଡାରେ ମଜା ନେବା ପାଇଁ ସେମାନେ ଚାହା ଖଟି ରେ ମଧ୍ଯ ଯୋଗ ଦେଉଛନ୍ତି।
Special Report
ଚାହା ଦୋକାନ ରେ ଲୋକ ମାନଙ୍କ ଭିଡ଼ ଦେଖିବାକୁ ଲାଗୁଛି। କନ୍ଧମାଳ ଜିଲ୍ଲାରେ ଲଗାତାର ଶିତର ପ୍ରଭାବ ମଧ୍ଯ ଜାରୀ ରହିଥିବା ଦେଖିବାକୁ ମଧ୍ୟ ମିଳିଛି।
ଗତ ତିନିଦିନ ହେବ ସେଠାରେ ଜାଡ ଶୀତର ଅନୁଭବ ହେବାରେ ଲାଗିଛି। ଗ୍ରାମ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠାରେ ଶୀତର ପ୍ରଭାବ ଜାରୀ ରହିଛି। ଏହି ଶୀତ ଦିନକୁ ସମସ୍ତେ ନିଆରା ଭାବରେ ପାଳନ କରିବାକୁ ଚାହାଁନ୍ତି।
କନ୍ଧମାଳ ଜିଲ୍ଲା କୁ ଶୀତ ର ଅନୁଭୂତି ନେବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରରୁ ଅନେକ ଲୋକ ମାନେ ମଧ୍ଯ ଆସୁଛନ୍ତି। ଅନେକ ଲୋକମାନେ ମଧ୍ଯ ଏହାକୁ ଉପଭୋଗ କରନ୍ତି। ସେହି ଅଞ୍ଚଳର ଲୋକ ମାନେ ମଧ୍ୟ,
Special Report
ଏହି ଶୀତ ଦିନକୁ ବର୍ଷ ଧରି ଅପେକ୍ଷା କରି ଥାଆନ୍ତି। ହେଲେ ଏବେ ଚାରି ପାଞ୍ଚ ଦିନ ହେବ ସେଠାରେ ଖୁବ୍ ଜୋରେ ଶୀତ ହେବାରେ ଲାଗିଛି। ଏହାକୁ ସେମାନେ ଖୁବ ଉପଭୋଗ କରିବା ସହ ତାଙ୍କର ପରିବାର ଲୋକମାନେ ମଧ୍ୟ ଶୀତ କୁ ଉପଭୋଗ କରୁଛନ୍ତି।
ଲୋକମାନେ ମର୍ଣିଗ ୱାକ ଯାଉଥିବା ବେଳେ ପଡିଆକୁ ଯାଇ ସେଠାରେ ଖେଳିବା ସହ ଦୌଡା ଦୌଡି କରୁଛନ୍ତି। ଶୀତ ଆସିବା ମାତ୍ରେ କନ୍ଧମାଳରେ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିଥାଏ।
ସେଠାରେ ଦାରିଙ୍ଗବାଡି କୁ ଅନେକ ପର୍ଯ୍ୟଟକ ମାନେ ଶୀତର ମଜା ନେବା ପାଇଁ ଯାଇ ଥାଆନ୍ତି। କନ୍ଧମାଳ ରେ ଶୀତର ଅନୁଭୂତି ଖୁବ୍ ନିଆରା ହୋଇଥାଏ। ଏହାକୁ ନେଇ ସେଠାକାର ଅଞ୍ଚଳବାସୀ ମଧ୍ୟ ଖୁବ୍ ଖୁସୀ ରେ ଥାଆନ୍ତି।
ତେବେ ଏହି ଶୀତ କୁ ନେଇ ଭିନ୍ନ ଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଅନୁଭୂତି ରହିଥାଏ। ତେବେ ଏହାକୁ ନେଇ ଆପଣଙ୍କ ମନରେ କଣ ଅନୁଭୂତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।