Movie prime

ଉପକୂଳ ରେ ଆସି ଘଷି ହେଲାଣି ବାତ୍ୟା ତେଜ୍, ଓଡ଼ିଶା ବାତ୍ୟା ବ୍ୟବସ୍ଥା କୁ ନେଇ ନବୀନ ଙ୍କ ଚିନ୍ତା ବଢ଼ିଗଲା..

 
Special report
ନମସ୍କାର ପାଠକ ବନ୍ଧୁ। ଏବେ ବାତ୍ୟା ହାମୁନ କୁ ନେଇ ସମସ୍ତଙ୍କ ମନ ରେ ଭୟ ରହିଛି।ବଙ୍ଗୋପ ସାଗର ରେ ଏକ ବାତ୍ୟା କେନ୍ଦ୍ର ସୃଷ୍ଟି ହୋଇଛି।ଆପଣ ମାନେ ଜାଣି ଥିବେ ପ୍ରତି ବର୍ଷ ଅକ୍ଟୋବର ମାସ ରେ ବଙ୍ଗୋପ ସାଗର ରେ ବାତ୍ୟା ସୃଷ୍ଟି ହୋଇ ଥାଏ।
Special report
ଏହି ବାତ୍ୟା ପ୍ରଭାବ ରେ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୁଅନ୍ତି।କେତେ ଲୋକ ଙ୍କ ଘରେ ଦ୍ଵାର ଭାଙ୍ଗି ଯାଏ।ଏବେ ଯେଉଁ ବାତ୍ୟା ହାମୁନ ସୃଷ୍ଟି ହୋଇଛି ତାହା ଦିନ କୁ ଦିନ ଅଧିକ ଶକ୍ତି ଶାଳୀ ହେଉଛି।ଆଜି ତାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି।
ବାତ୍ୟା ହାମୁନ ଅନେକ କିଛି ନଷ୍ଟ କରି ଦେବ ବୋଲି ଆଶଙ୍କା କରା ଯାଇଛି।ଏହା ୨୬ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ।ଯାହାର ପ୍ରଭାବ ରେ ରାଜ୍ୟ ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ ଲୋକ ମାନଙ୍କୁ ଏବେ ଠାରୁ ସଚେତନ କରି ଦେଇଛନ୍ତି।ମତ୍ସଜୀବୀ ଙ୍କୁ ସମୁଦ୍ର କୁ ନ ଯିବା ପାଇଁ ଏବେ ଠାରୁ ବାରଣ କରିଛନ୍ତି।ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ।ଏହା ପ୍ରଭାବ ରେ ଅନେକ ସ୍ଥାନ ରେ କ୍ଷୟ କ୍ଷତି ର ମଧ୍ୟ ସମ୍ଭାବନା ରହିଛି।
Special report
ଭୟଙ୍କର ବାତ୍ୟା ର ରୂପ ନେଇ ଥିବା ହାମୁନ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ରେ ଘନୀଭୂତ ହୋଇ ଥିଲା।ପାଣିପାଗ ବିଭାଗ ର ସୂଚନା ଅନୁସାରେ ବାତ୍ୟା ପୂର୍ବ ଓ ଉତ୍ତର ଦିଗ କୁ ମୁହାଁ ଇଛି।ଓ ଯିବା ବେଳେ ଏହାର ଗତି ଘଣ୍ଟା ପ୍ରତି ୨୩ କିଲୋ ମିଟର ଥିଲା।
କିଛି ଘଣ୍ଟା ପରେ ଏହା ଭୟଙ୍କର ବାତ୍ୟା ର ରୂପ ନେବ।ଏହା ପରେ ଧିରେ ଧିରେ ଏହି ବାତ୍ୟା ଦୁର୍ବଳ ହୋଇ ଉତ୍ତର ପୂର୍ବ ଆଡ଼କୁ ମୁହାଁଇବ।ଏହାକୁ ଶୁଣିଲା ପରେ ଲୋକ ଙ୍କ ମନ ରେ ଅନେକ ଭୟ ଆଶଙ୍କା ସୃଷ୍ଟି ହୋଇଛି।
ଏହା ବାଂଲାଦେଶ ଦେଇ ଅକ୍ଟୋବର ୨୫ ତାରିଖ ଆଡ଼କୁ ସ୍ଥଳ ଭାଗ ଅତିକ୍ରମ କରିବ।ଏହି ସମୟ ରେ ପବନ ର ବେଗ ସର୍ବାଧିକ ୮୦ କିଲୋ ମିଟର ପର୍ଯ୍ୟନ୍ତ ରହିବ।
ଏହା ରପ୍ରଭାବ ରେ ଓଡ଼ିଶା ର ଉପକୂଳ ଜିଲ୍ଲା ଯଥା ସୁନ୍ଦରଗଡ ,ନୟାଗଡ଼ ,କେଉଁଝର ,ବଲାଙ୍ଗୀର, ଦେବଗଡ,ଅନୁଗୁଳ ଢେଙ୍କାନାଳ, କନ୍ଧମାଳ,ବୌଦ୍ଧ,ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.