Movie prime

ଓଡ଼ିଶା ଭୋଟର ମାନେ ବୋକା 1000 ନେଇ ଭୋଟ ବିକିବେ... ଏମିତି କିଛି କହି ଭୋଟର କୁ ଆପେକ୍ଷ କଲେ ସୁର ଙ୍କ ପୁଅ

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କଂଗ୍ରେସ ଦଳ ର ପୂର୍ବତନ ନେତା ସୁର ରାଉତରାୟ ଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ।ଏବେ ତାଙ୍କୁ ନେଇ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଗୋଟିଏ ପଟେ ଭାଇ ମନ୍ମଥ ରାଉତରାୟ ବିଜେଡି ଦଳ ରେ ମିଶି ଥିବା ବେଳେ ଅନ୍ୟ ପଟେ ଗତ କାଲି ତାଙ୍କୁ କଂଗ୍ରେସ ଦଳ ରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ରୁ ଟିକେଟ ମିଳିଚି।ଯାହାକୁ ନେଇ ସେ ଖୁବ୍ ଖୁସି ଜଣା ପଡି ଛନ୍ତି।ତାଙ୍କ କଠିନ ପରିଶ୍ରମ ଯୋଗୁଁ ସେ ତାଙ୍କ ସ୍ବପ୍ନ ପୁରଣ କରିବାକୁ ଯାଉଛନ୍ତି।
Hj
ତେବେ ଗତ କାଲି ସେ ଗଣ ମାଧ୍ୟମ କୁ ଏକ ସାକ୍ଷାତକାର ଦେଇ ଥିଲେ।ଯେଉଁଥିରେ ସେ ଅନେକ କଥା କହିଛନ୍ତି।ଓଡ଼ିଶା ର ଆଜି ଯାଏଁ ଉନ୍ନତି ହୋଇ ପାରି ନାହିଁ।ଦୀର୍ଘ ୨୫ ବର୍ଷ ଧରି ଆମ ସରକାର ପରିବର୍ତ୍ତନ ହୋଇ ପାରୁ ନାହାଁନ୍ତି।ସମସ୍ତେ କେବଳ ନବୀନ ନବୀନ ହେଉଛନ୍ତି।
କେହି ନିଜ ରାଜ୍ୟ ର ଉନ୍ନତି କଥା ଚିନ୍ତା କରି ନାହାନ୍ତି।କେବଳ ଭୋଟ ବେଳେ ହଜାରେ ଟଙ୍କା ପାଇ ଗଲେ ଲୋକେ କହୁଛନ୍ତି ଆମ ନବୀନ ସରକାର ଆମକୁ ଦେଉଛନ୍ତି।ତେବେ ଆମ ଓଡ଼ିଆ ଲୋକ ମାନେ ହେଉଛନ୍ତି ବୋକା।
ସରକାର ତାଙ୍କ ଠାରୁ ବହୁତ ଟଙ୍କା ଲୁଟି ଚାଲିଛନ୍ତି।ଆଜିର ସରକାରୀ ବିଦ୍ୟାଳୟ ରେ ଆପଣ ମାନେ ଦେଖିବେ ଛୋଟ ପିଲା ମାନଙ୍କୁ ହରଣ କରି ଆସୁନି।ଇଂରାଜୀ ରେ ଗୋଟିଏ ଦରଖାସ୍ତ ଲେଖି ଆସୁନି।ଏସବୁ ଦୋଷ କାହାର ବୋଲି ସେ ପ୍ରଶ୍ନ କରିଛନ୍ତି।
Hh
ତେବେ ଆମ ସରକାର ଙ୍କୁ ପରିବର୍ତ୍ତନ କରିବାରେ ସମୟ ଆସିଚି।ନିଜେ ଜାଗ୍ରତ ହୁଅନ୍ତୁ।ଅନ୍ୟକୁ ଜାଗ୍ରତ କରନ୍ତୁ।କେବଳ ଜଣେ ଭଲ ପ୍ରାର୍ଥୀ ଦେଖି ଭୋଟ ଦିଅନ୍ତୁ।
ଯିଏ ଭବିଷ୍ୟତ ରେ ଆପଣଙ୍କର ର ସାହାର୍ଯ୍ୟ କରିବ।କିଛି ଟା ଟଙ୍କା ପାଇଁ ନିଜ ଭୋଟ କୁ ବିକ୍ରୀ କରନ୍ତୁ ନାହିଁ।ତେବେ ସିଦ୍ଧାର୍ଥ ରାଉତରାୟ ଙ୍କ ଏଭଳି କଥା ଶୁଣି ସମସ୍ତେ ବହୁତ ଖୁସି ହୋଇ ଯାଉଛନ୍ତି।
କମେଣ୍ଟ ମାଧ୍ୟମ ରେ ନିଜ ମତ ପ୍ରକାଶ କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରୁ କେଉଁ ଦଳ ବିଜୟ ହାସଲ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.