Movie prime

ଆଗାମୀ ଦୁଇ ଦିନ ରେ ଓଡ଼ିଶା କୁ ହେବ ପ୍ରବଳ ବର୍ଷା..ପ୍ରବଳ ଘଡଘଡି ସହ ହେବ କୁଆପଥର ମାଡ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରମ ସହ ଅସହ୍ୟ ତାତି ରେ ଲୋକମାନେ ହସ୍ତସନ୍ତ ହେବାରେ ଲାଗିଛି।
୨୨ ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ବୌଦ୍ଧ ରେ ୪୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ମଧ୍ୟ ହିଟ ୱେବ୍ ୱାର୍ନିଂ ଜାରୀ ରହିବ।
Hh
କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ , ବଲାଙ୍ଗୀର, ନୂଆପଡ଼ା ରେ କାଲି ମଧ୍ୟ ତାପମାତ୍ରା ଆହୁରି କମିଯିବ। ଏହାପରେ ଆଉ ହିଟ ୱେବ୍ ୱାର୍ନିଂ ମଧ୍ୟ ଆଉ ରହିବ ନାହିଁ। ଦୁଇ ଦିନ ମଧ୍ୟରେ ତାପମାତ୍ର ୨ ରୁ ୫ ଡ଼ିଗ୍ରୀ ମଧ୍ୟ ହ୍ରାସ ପାଇବା ର ସମ୍ଭାବନା ରହିଛି।
ଦୁଇଦିନ ପରେ ମଧ୍ୟ ବର୍ଷା ଘଡଘଡି ବିଜୁଳି ସହ ଝଡ ତୋଫାନ ହେବାର ମଧ୍ୟ ସମ୍ଭାବନା ରହିଛି। ଚାରି ପାଞ୍ଚ ତାରିଖ ପର୍ଯ୍ୟନ୍ତ ଏବଂ ଛଅ ତାରିଖ ମଧ୍ୟ ରହିଛି। ହେଲେ ୭ ତାରିଖ ରୁ ବର୍ଷାର ମାତ୍ରା ବଢିବାର ସମ୍ଭାବନା ରହିଛି।
ଆଉ ଗୋଟେ ଦୁଇଟି ସ୍ଥାନରେ ହେବି ରେନ ଫଲ୍ ହେବାର ମଧ୍ୟ ସମ୍ଭାବନା ରହିଛି। ଆଗାମୀ ପାଞ୍ଚ ଦିନ ପାଇଁ ବିଜୁଳୀ ଘଡଘଡି ଓ ଝଡ଼ ତୋଫାନ ର ୱାର୍ନିଂ ଦିଆ ଯାଇଛି। ଆଉ କେବଳ ସାତ ତାରିଖ ଦିନ ହେବି ରେନ୍ ଫଲ୍ ୱାର୍ନିଂ ଦିଆ ଯାଇଛି।
Hh
ହେବି ରେନ୍ ଫଲ୍ ୱାର୍ନିଂ ଦିଆ ଯାଇଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ଗଞ୍ଜାମ ରେ ହେବି ରେନ୍ ଫଲ୍ ର ୱାର୍ନିଂ ଦିଆ ଯାଇଛି। ହେଲେ ସାତ ଓ ଆଠ ତାରିଖ ବେଳକୁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ବିଜୁଳୀ , ଘଡଘଡି ସହ ଖୁବ ଝଡ଼ ତୋଫାନ ମଧ୍ୟ ହେବାର ସମ୍ଭାବନା ରହିଛି।୪୦ ରୁ ୫୦ କିଲୋମିଟର ବେଗରେ ମଧ୍ଯ ପବନ ବହିବାର ସମ୍ଭାବନା ରହିଛି। ଆମ ରାଜ୍ୟକୁ ଉତ୍ତର ପଶ୍ଚିମ ରୁ ଯେଉଁ ବାୟୁ
ପ୍ରବେଶ କରୁଥିଲା ତାହା ବର୍ତ୍ତମାନ୍ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହା ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏବଂ ସେଥିପାଇଁ କିଛିଦିନ ପରେ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.