Movie prime

ଆରେ ଓଡ଼ିଶା ବାସୀ ବ୍ୟସ୍ତ ହୁଅନି, ଦିପାଞ୍ଜଳୀ କୁ ନେଇ ମୁଁ କରିବି ଫିଲ୍ମ, ସିନେମା ହଲ ରେ ସିଟ ପାଇବେନି ଲୋକେ ଯଦି ଏହି ଦୁଇ ଜଣ ଙ୍କ ଫିଲ୍ମ ରିଲିଜ ହେବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦିପାଞ୍ଜଳୀ ଓ ରାଜେନ୍ଦ୍ର ଙ୍କ ସମ୍ପର୍ଜରେ ବେଶ ଭଲ ଭାବରେ ଜାଣିଥିବେ। କାରଣ ବର୍ତ୍ତମାନ ସମୟରେ ସେ ଦୁହେଁ ହେଉଛନ୍ତି ସୋସିଆଲ ମିଡିଆର ଏକ ଚର୍ଚ୍ଚିତ ଚେହେରା।
Special report
ଏବେ ଦୁହିଁକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଯେଉଁ ଦିନ ଠାରୁ ତାଙ୍କ ବିବାହ ସମୟରେ ଦୀପାଞ୍ଜଳୀଙ୍କ ଘର ଲୋକ ପିଣ୍ଡ ଦାନ କରିଥିଲେ ସେଦିନ ଠାରୁ ହିଁ ଦୁହେଁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।
ଏବେ ଚାରିଆଡ଼େ କେବଳ ତାଙ୍କରି ସମ୍ପର୍କରେ ହିଁ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଖବର ମଧ୍ୟ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଆଉ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ ଏବେ ଘରେ ଘରେ ଚର୍ଚ୍ଚା ମଧ୍ୟ ହେଉଛି।
ତେବେ ଆପଣ ମାନେ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଙ୍କ ଖୁବ୍ ଶୀଘ୍ର ମ୍ୟୁଜିକ ଆଲବମ ଆସିବାକୁ ଯାଉଛି। ଏଥିପାଇଁ ନିର୍ଦ୍ଦେଶକ ବାବୁ ଓ ସୁବାଷ ଦୁହେଁ ତାଙ୍କ ଘରକୁ ଯାଇଛନ୍ତି।
Special report
ନିର୍ଦ୍ଦେଶକ ବାବୁ କହିଥିଲେ କି ସେମାନେ ଯାହା କରିଛନ୍ତି ତାହା କୌଣସି ଭୁଲ୍ କାମ କରି ନାହାଁନ୍ତି।କାରଣ ଜଣକୁ ଭଲ ପାଇବା ଆଉ ସେଠାରେ ହିଁ ବାହା ହେବା ଏକ ଖରାପ୍ କାମ ନୁହେଁ କି ପାପ ନୁହେଁ।
ସବୁ ଠାରୁ ବଡ କଥା ହେଲା କି ଦୀପାଞ୍ଜଳୀ କୌଣସି ଅଜାତି ରେ ମଧ୍ୟ ଯାଇ ନାହାଁନ୍ତି। ସେ କହିଥିଲେ କି ତାଙ୍କ ପାଇଁ ତାଙ୍କର ବାପା ମାଆ ଯାହା କରିଛନ୍ତି ତାହା ଏକ ନିଶ୍ଚିତ ଭାବରେ ଖୁବ୍ ଦୁଃଖ ଦାୟକ କଥା ଅଟେ।
ବାପା ମାଆ ଙ୍କ ଆଶୀର୍ବାଦ ନିହାତି ଦରକାର। ଆଉ ବାପା ମାଆ ଙ୍କ ଗାଳି ମଧ୍ୟ ପିଲା ମାନଙ୍କ ପାଇଁ ସବୁବେଳେ ଆଶୀର୍ବାଦ ହୋଇଥାଏ। ଆଉ ତାଙ୍କୁ ଏକ ଆଲବମ ଅଫର୍ କରାଯାଇଛି।
ଖୁବ୍ ଶୀଘ୍ର ମଧ୍ଯ ସେମାନେ ଏଥିରେ କାମ କରିବାକୁ ଯାଉଛନ୍ତି। ଏଥିପାଇଁ ଦର୍ଶକ ମାନଙ୍କ ସହ ସେମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ତେବେ ଆପଣ ମାନେ କେତେ ଉତ୍ସାହିତ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.