Movie prime

ନବ ଦାସ୍ କୁ ଯିଏ ମାରିଚି ସେ ଠିକ୍ ସୁରକ୍ଷିତ ହେଲେ ଫସିଗଲା ଗୋପାଳ

 
Special report
ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ହ-ତ୍ୟା-କା-ଣ୍ଡ ର ମୁଖ୍ୟ ଖଳନାୟକ।କିଏ ସେ ଏହି ଚକ୍ରାନ୍ତ ରଚି ଥିଲା ତାହା ପ୍ରଶ୍ନ ସୃଷ୍ଟି ହେଉଥିଲା।ବର୍ତମାନ ଜଣାପଡିଛି ଯେ ଦୁଇ ଜଣ ଅଣ ଓଡ଼ିଆ ଅଫିସର ଷଡ଼ଯନ୍ତ୍ର କରିଥିଲେ।
ଦୁଇ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ଆଇ ଏ ଏସ ଏବଂ ଆଉ ଜଣେ ହେଉଛନ୍ତି ଆଇ ପି ଏସ।ଗୋପାଳ ଦାସ ଙ୍କୁ ମୋହରା କରି ଖସି ଯିବାକୁ ଯୋଜନା କରୁଛନ୍ତି।ନବ କିଶୋର ଦାସ ହ-ତ୍ୟା-କା-ଣ୍ଡ ର ଗୁମର ଏବେ ଖୋଲିବାକୁ ଲାଗିଛି।
ହ-ତ୍ୟା-କା-ଣ୍ଡ ର ପ୍ରକୃତ ଖଳନାୟକ କିଏ ଏବେ ସାମ୍ନାକୁ ଆସିଛି।ଯେଉଁ ଉତ୍ତର କୁ ସମସ୍ତଙ୍କର ଅପେକ୍ଷା ଥିଲା ସେହି ଉତ୍ତର ଏବେ ମିଳି ଯାଇଛି।ବର୍ତମାନ ଯାହା ଜଣାପଡିଛି ତାହା ଜାଣି ସାରିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଯାହାକୁ ନେଇ ଆଲୋଚନା ଜୋର ଧରିଛି।ନବ କିଶୋର ଦାସ ଙ୍କ ମୁଖ୍ୟ ଖଳନାୟକ କୌଣସି ଓଡ଼ିଆ ଲୋକ ନୁହଁନ୍ତି ସେ ହେଉଛନ୍ତି ଅଣ ଓଡ଼ିଆ। ପୁଣି କେବଳ ଜଣେ ଲୋକ ଷଡ଼ଯନ୍ତ୍ର କରି ନାହାଁନ୍ତି।ଷଡ଼ଯନ୍ତ୍ର କରିଛନ୍ତି ଦୁଇ ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତି।
ସେ ଦୁଇ ଜଣ ନେତା ନୁହଁନ୍ତି କି ମନ୍ତ୍ରୀ ମଧ୍ୟ ନୁହଁନ୍ତି।ଏମିତି କି ରାଜ୍ୟର ସାଧାରଣ ଲୋକ ମଧ୍ୟ ନୁହଁନ୍ତି।ସେ ଦୁଇ ଜଣ ଅଣ ଓଡ଼ିଆ ହେଉଛନ୍ତି ରାଜ୍ୟର ଦୁଇ ସରକାରୀ ଅଧିକାରୀ।ଜଣେ ଆଇ ଏ ଏସ ହେଲେ ଆଉ ଜଣେ ଆଇ ପି ଏସ।
ଏହି ଦୁଇ ଜଣ ଅଧିକାରୀ ହିଁ ନବ କିଶୋର ଦାସ ଙ୍କୁ ହ-ତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ।ଉଭୟ ମୁଖ୍ୟ ଖଳନାୟକ ସାଜି ନବ କିଶୋର ଦାସ ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଯୋଜନା କରିଥିଲେ।
ବର୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଦୁଇ ଜଣ ଅଣ ଓଡ଼ିଆ ନବ ଦାସ ଙ୍କୁ ମାରିବା ପାଇଁ କାହିଁକି ଯୋଜନା କରିଥିଲେ।ନବ ଦାସ କିଛି ଭୁଲ କରିଥିଲେ କି?ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.