Movie prime

ହେ ଭଗବାନ୍ ଏତେ ଭୟାନକ ମୋ-ବସ ଦୁ-ର୍ଘ-ଟ-ଣା..ବିକଳ ଚିତ୍କାର କରି ଆକାଶ ରୁ ପଡ଼ିଲା ଡ୍ରାଇଭର..

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ବସ୍ ଦୁ-ର୍ଘ-ଟ-ଣା ରେ ଯାତ୍ରୀ ହେଲେ ଆହତ।ଅନେକ ଯାତ୍ରୀ ମଧ୍ୟ ମୃ-ତ୍ୟୁ ବରଣ କରିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ମଣିଷ ଜୀବନ ରେ କେତେବେଳେ କଣ ହୋଇ ଯିବ ତାହା କେହି ଜାଣି ନ ଥାଆନ୍ତି।
କେତେ ଆଶା ଓ ସ୍ବପ୍ନ ନେଇ ଯାତ୍ରୀ ମାନେ ବସ୍ ରେ ବସି ଥିଲେ।ହେଲେ ତାଙ୍କର ସବୁ ଆଶା ଓ ସ୍ବପ୍ନ ଭାଙ୍ଗି ଗଲା ଆଜି ଆମେ ସେଭଳି ଏକ ବସ୍ ଦୁ-ର୍ଘ-ଟ-ଣା ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Gh
ସୂଚନା ଅନୁସାରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ରେ ଏକ ଛାତି ଥରା ବସ୍ ଦୁ-ର୍ଘ-ଟ-ଣା ଘଟିଛି।ଏଥିରେ ଅନେକ ଆ-ହ-ତ ଲୋକ ମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଚି।ଖୋର୍ଦ୍ଧା ରୋଡ଼ ରେ ଆଜି ସକାଳେ ମୋ ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ଯାଉ ଥିଲା।
ହଟାତ ଅନ୍ୟମନସ୍କ ଯୋଗୁଁ ଗାଡ଼ି କୁ ସମ୍ଭାଳି ପାରି ନ ଥିଲା ଡ୍ରାଇଭର।ସିଧାସଳଖ ଗାଡ଼ି ଟି ରାସ୍ତା ରେ ଓଲଟି ପଡି ଥିଲା।ଏହା ପରେ ସମସ୍ତଙ୍କୁ ମେଡିକାଲ ରେ ଭର୍ତି କରା ଯାଇ ଥିଲା।
ନିକଟରେ ଥିବା ଲୋକ ମାନେ ପ୍ରଥମେ ଗାଡ଼ି ଟି ଓଲଟି ପଡ଼ିବା ଦେଖି କିଛି ବି କରି ପାରି ନ ଥିଲେ।ଏହା ପରେ ସେମାନେ ଆସି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଥିଲେ।ବସ୍ ର ଝରକା କାଚ ଦେଇ ଲୋକ ମାନେ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଥିଲେ।ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇ ଥିଲା।
Yy
ସେମାନେ ଏବେ ସୁସ୍ଥ ଅଛନ୍ତି।ଡ୍ରାଇଭର ଜଣକ ଅଟୋ କୁ ବଞ୍ଚାଇବାକୁ ଯାଇ ନିଜେ ଭାରସାମ୍ୟ ହରାଇ ଦେଇଥିଲା।ଯାହା ଫଳ ରେ ଏଭଳି ଘଟଣା ଘଟିଛି ବୋଲି କୁହା ଯାଉ ଅଛି।ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା।
ଆହତ ଯାତ୍ରୀ ମାନଙ୍କ ମଧ୍ୟରେ ଜଣେ କହିଛନ୍ତି କି କେବଳ ଲୋକ ମାନଙ୍କ ପାଇଁ ଆଜି ତାଙ୍କର ଜୀବନ ବଞ୍ଚି ଯାଇଚି।ଗାଡ଼ି ଟି କୁ ଡ୍ରାଇଭର ଜଣକ ସମ୍ଭାଳି ପାରି ନ ଥିଲେ।
ଯେଉଁଥିପାଇଁ ଏତେ ବଡ ଦୁ-ର୍ଘ-ଟ-ଣା ଘଟିଛି।ଘଟଣା ସ୍ଥଳ ରେ ଏବେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଆସି ପହଂଚି ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.