Movie prime

ନିଜ କନେଷ୍ଟବଳ ପତ୍ନୀ କୁ ଆଉ ଜଣେ ଓକିଲ ସହ ସମ୍ପର୍କ ରଖୁଥିବା ବେଳେ ଭିଡିଓ କଲା ସ୍ଵାମୀ, ଆଉ ତାପରେ ଯାହା ହେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ସୋସିଆଲ ମିଡିଆରେ କିଛି ଖବର ଭାଇରାଲ ହେଉଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ଆସିଛି ଯାହାର ଭିଡିଓ ଭାଇରାଲ ହେଉଛି । ଏହି ଖବର ଏବେ ଆମେ ଜାଣିପାରିବା ।
ଆଜିକାଲି ଦୁନିଆରେ ଆପଣମାନେ ଜାଣିଥିବେ କି ପରକୀୟା ପ୍ରୀତିକୁ ବହୁତ ପରିମାଣରେ ବଢି ଗଲାଣି । ଆଜିକା ଦୁନିଆରେ ଲୋକମାନେ ଏଭଳି କାମ କରିବାକୁ ଟିକେ ବି ପଛାନ୍ତି ନାହିଁ । ଲୋକମାନେ ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବନ୍ତି ନାହିଁ ।
Special Report
ଏହି ଭିଡିଓରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ କି ଜଣେ ମହିଳା କନେଷ୍ଟବଳ । ତାଙ୍କର ସ୍ବାମୀ ମଧ୍ୟ ଅଛନ୍ତି । ଆଉ ସ୍ବାମୀ ଥାଉ ଥାଉ ଏହି ଯୁବତୀ ଜଣକ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ ।
ଏହି ଯୁବତୀ ଜଣକ ଅର୍ଥାତ୍ ମହିଳା କନେଷ୍ଟବଳ ଜଣକ ତାଙ୍କ ସ୍ବାମୀଙ୍କର ସାଙ୍ଗ ଜଣେ ଓକିଲଙ୍କ ସହିତ ଏଭଳି ରାସଲୀଳା କରୁଥିଲେ । ଆଉ ସେ ଏଭଳି ସବୁ କାମ କରିବା ସମୟରେ ସେଠାରେ ତାଙ୍କ ସ୍ଵାମୀ ପହଞ୍ଚି ଯାଇଥିଲେ ।
ଆଉ ସ୍ବାମୀ ଜଣକ ଦେଖିବା ପରେ ଏଭଳି କାମ କରିଥିଲେ ଯାହାର ଭିଡିଓ ଆପଣମାନେ ଦେଖିପାରିବେ । ଏହି ମହିଳା ଜଣଙ୍କୁ ନେଇ ତାଙ୍କ ସ୍ଵାମୀ ନିଜେ ଏଭଳି କରୁଥିବାର ଦେଖିଥିଲେ । ଆଉ ତାଙ୍କୁ ସେତେବେଳେ ଧରିଥିଲେ ।
ଏହି ମହିଳା ଜଣଙ୍କର ଏଭଳି ନିର୍ଲଜ୍ଜ କାମ ଦେଖିବାକୁ ମିଳିଛି କାନପୁର ସହରରେ । ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି । ତାଙ୍କ ସ୍ବାମୀଙ୍କ ସାଙ୍ଗ ଓକିଲ ଏଭଳି କାମ କରିବା ପୂର୍ବରୁ ଟିକେ ଭାବିବା କଥା।
ସ୍ବାମୀଙ୍କ ସାଙ୍ଗ ହୋଇ ତାଙ୍କ ସହ ଏଭଳି ନିର୍ଲଜ୍ଜ କାମ କରିବା ପୂର୍ବରୁ ସ୍ତ୍ରୀ ଜଣକ ଭାବିଲେ ନାହିଁ କି ସେହି ସାଙ୍ଗ ଜଣକ ଭାବିଲେ ନାହିଁ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ।