Movie prime

ଚିକଣ ହେଇ OLA ବୁକ କଲେ ଟଙ୍କା ନଦେଇ ଚାଲିଗଲେ ଦେଖନ୍ତୁ ଗାଡ଼ି ଚାଳକ କଣ କହିଲେ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦୁଇ ଜଣ ସୁନ୍ଦର ଯୁବତୀ ଘରୁ ବାହାରି ଓଲା ବୁକ୍ କରିଥିଲେ।ଓଡ଼ିଶାରୁ ଦିଲ୍ଲୀ କୁ ଓଲା ବୁକ୍ କରିବ କଳିଙ୍ଗ ଷ୍ଟାଡିୟମ ରେ ଓହ୍ଲାଇ ଥିଲେ।
ଯେତେବେଳେ ଷ୍ଟାଡିୟମ ପାଖରେ ପହଞ୍ଚି ଯାଇଥିଲେ ଡ୍ରାଇଭର ଜଣଙ୍କ ଦୁଇ ଜଣ ଯୁବତୀ ଙ୍କ ସହିତ ଟଙ୍କା ପାଇଁ ଆଲୋଚନା କରିଥିଲେ।କିନ୍ତୁ ଯୁବତୀ ଦୁଇ ଜଣ କିଛି ନ ଶୁଣି ସେଠାରୁ ଚାଲି ଯାଇଥିଲେ।
ବର୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଭାଇ ରାଲ ହେବାର ଲାଗିଛି।ଏହା କିଛି ନୂଆ କଥା ନୁହେଁ।ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।ଏଥିପାଇଁ ଝଗଡ଼ା ମଧ୍ୟ ହୋଇଥାଏ।
ଥାନାରେ ଅଭିଯୋଗ ମଧ୍ୟ କରିଥାନ୍ତି।ବର୍ତମାନ ଓଲା ଡ୍ରାଇଭର ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ଯୁବତୀ ଦୁଇ ଜଣ କେଉଁଠୁ ଆସିଥିଲେ ତାହା ସେ ଠିକ୍ ସେ ଜାଣି ନାହାନ୍ତି।
୧୭୦୦ କିଲୋମିଟର ଯିବାପାଇଁ କହିଥିଲେ।ଏହାପରେ ଡ୍ରାଇଭର ଜଣଙ୍କ ଯିବାପାଇଁ ରାଜି ହୋଇଥିଲେ।କିନ୍ତୁ ଅଧିକ ଟଙ୍କା ଦେବେ ବୋଲି କହିଥିଲେ।ଯୁବତୀ ଦୁଇ ଜଣ ରାଜି ହୋଇ ନଥିଲେ।
ଏତେ ଟଙ୍କା ଦେବେ ନାହିଁ ବୋଲି ମନା କରି ଦେଇଥିଲେ।କିନ୍ତୁ ତାପରେ ଦୁହେଁ ରାଜି ହୋଇଥିଲେ।କିନ୍ତୁ ଯେତେବେଳେ ଠିକଣା ସ୍ଥଳରେ ପହଞ୍ଚି ଯାଇଥିଲେ ଆଉ ଟଙ୍କା ଦେଇ ନଥିଲେ ସେଠାରୁ ଚାଲି ଯାଇଥିଲେ।
ସେଠାରେ ଜଣେ ପୋଲିସ ମଧ୍ୟ ଛିଡ଼ା ହୋଇଥିଲେ।ଯୁବକ ଜଣଙ୍କ ଯେତେବେଳେ ତାଙ୍କୁ ଅଟକାଇବାକୁ କହିଥିଲେ ପୋଲିସ ମଧ୍ୟ ଦୁଇ ଜଣ ଯୁବତୀ ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେ ଦୁହେଁ ଚାଲି ଯାଇଥିଲେ।ଯୁବକ ଜଣଙ୍କ କହିଛନ୍ତି ଯେ ଯୁବତୀ ଦୁଇ ଜଣ ଭଲ ପିଲା ନୁହନ୍ତି ଆଉ ତାଙ୍କ ବ୍ୟବହାର ମଧ୍ୟ ଭଲ ନୁହେଁ।
କାରଣ ଯେତେବେଳେ ବୁକିଂ କରିଲେ ଯାହାର ଯେତିକି ପ୍ରାପ୍ୟ ତାଙ୍କୁ ଦେବା କଥା କିନ୍ତୁ ତାହା ସେ କରିଲେ ନାହିଁ।ଯୁବକ ଜଣଙ୍କ କହିଛନ୍ତି ଯେ ଯଦି ତାଙ୍କର ସମସ୍ୟା ସମାଧାନ ନୁହେଁ ତାହେଲେ ସେ ଥାନାକୁ ଯିବାକୁ ବାଧ୍ୟ ହେବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.