Movie prime

କାମ କରୁ କରୁ ଓଲଟିଲା ଟ୍ରାକ୍ଟର ଦେଖନ୍ତୁ ଘଟିଗଲା କେତେ ବଡ଼ ଅଘଟଣ - Exclusive

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ କାହା ସହିତ କେତେବେଳେ ଦୁ-ର୍ଘ-ଟ-ଣା ଘଟିବ ଏ କଥା କେହି ବି ଜାଣି ନାହାନ୍ତି।ବର୍ତ୍ତମାନ ସମୟ ରେ ଦେଖା ଯାଉଚି ଅଳ୍ପ ବୟସ ର ଯୁବକ ମାନେ ମୃତ୍ୟୁ ବରଣ କରୁଥିବା ବେଳେ ବୟସ୍କ ଲୋକ ମାନେ ଜୀବିତ ରହୁଛନ୍ତି।
Special report
ଆମେ ଆଜି ଆପଣ ମାନଙ୍କୁ ଚାଷୀ ମାନଙ୍କ ବିଷୟ ରେ କହିବାକୁ ଯାଉଛୁ।ବର୍ତ୍ତମାନ ବର୍ଷା ହେଉଥିବାରୁ ଚାଷୀ ମାନେ ବିଲ ରେ ତଳି ପକାଉଛନ୍ତି। ହଟାତ ଚାଷ କାମ କରୁଥିବା ବେଳେ ଦୁଇ ଜଣ ଲୋକ ଙ୍କ ଉପରେ ଏକ ଟ୍ରାକ୍ଟର ଓଲଟି ପଡିଚି।
ଗୁରୁତର ଅବସ୍ଥା ରେ ଦୁଇ ଜଣ ଚାଷୀ ଓ ଡ୍ରାଇଭର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଚି।ସୂଚନା ଅନୁସାରେ ଏହି ଘଟଣା ଟି ବଲାଙ୍ଗୀର ଦେଓଗାଁ ବ୍ଲକ ବହଲି ଗାଁ ରେ ଘଟିଛି।ସକାଳୁ କାମ ସାରି ଦୁଇ ଜଣ ଚାଷୀ ବାହାରି ପଡ଼ି ଥିଲେ ବିଲ କୁ କାମ କରିବାକୁ।
Special report
କିଏ ବା ଜାଣି ଥିଲା ତାଙ୍କ ସହିତ ଏପରି କିଛି ଅଘଟଣ ଘଟିବ।ସେମାନେ କାମ କରୁଥିବା ବେଳେ ହଟାତ ଏକ ଟ୍ରାକ୍ଟର ତାଙ୍କ ଆଡ଼କୁ ମାଡ଼ି ଆସି ଥିଲା।ଓ ପରେ ତାଙ୍କ ଉପରେ ଓଲଟି ପଡ଼ି ଗଲା।ଯାହା ଦ୍ଵାରା କି ଦୁଇ ଜଣ ଚାଷୀ ଙ୍କ ସହିତ ଡ୍ରାଇଭର ମଧ୍ୟ ଦୁ-ର୍ଘ-ଟ-ଣା ଗ୍ରସ୍ତ ହେଲେ।
ସେଠାକାର ଲୋକ ମାନେ ସାଙ୍ଗେ ସଙ୍ଗେ ସହାୟତା ର ହାତ ବଢ଼ାଇ ଥିଲେ।ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ନେଇ ଗଲେ।ଏବେ ସେଠାରେ ତାଙ୍କର ଚିକିତ୍ସା କରା ଯାଉଚି।ଖୁବ୍ ଶୀଘ୍ର ସେମାନେ ସୁସ୍ଥ ହୋଇ ଘର କୁ ଫେରିବେ ବୋଲି ଆଶା କରା ଯାଉଚି।
Special Report
ତାଙ୍କ ପରିବାର ଲୋକ ମାନେ ସରକାର ଙ୍କ ପାଖରେ ସାହାର୍ଯ୍ୟ ର ହାତ ବଢାଇଛନ୍ତି।ଯଦି ସରକାର କିଛି ସାହାଯ୍ୟ କରନ୍ତେ ତେବେ ତାଙ୍କ ପରିବାର ବିପଦ ମୁହଁ ରୁ ବଞ୍ଚି ଯାଆନ୍ତା ବୋଲି କୁହା ଯାଉଚି।
ସବୁଦିନ ପରି ଦୁଇ ଜଣା ଚାଷୀ ଚାଷ ଜମି କୁ ଯାଆନ୍ତି ଚାଷ କରିବା ପାଇଁ।ହେଲେ କିଏ ଜାଣି ଥିଲା ଏପରି କିଛି ଘଟିବ।ଏହି ସମୟ ରେ ସେମାନେ ଦୁର୍ଘଟଣା ର ଶିକାର ହେଲେ।ଏଥିରେ ତିନି ଜଣ ଗୁରୁତର ସହିତ ଆହତ ହୋଇ ଛନ୍ତି।ଏବେ ସେମାନଙ୍କ ଚିକିତ୍ସା କରା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.