Movie prime

ସକାଳ ୫ ଟା ରୁ ଓଲଟିଗଲା ଯାତ୍ରା ପାର୍ଟି ଟ୍ରକ୍ , ଦେଖୁ ଦେଖୁ ମଲେ ୬ ଜଣ କଳାକାର... ଆଉ ଅନେକ ଆହତ..

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଟ୍ରକ୍ ଖସି ପଡ଼ି ପୁଣି ଅକାଳ ରେ ଚାଲି ଯାଇଛି କେତେ ଲୋକ ଙ୍କ ଜୀବନ।ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିବା ସମୟ ରେ କେହି ହେଲେ ତାଙ୍କ କଥା କୁ ଶୁଣି ନ ଥିଲେ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରେ।
Special
ସେଠାରେ ସେଠାରେ ଯାତ୍ରା କରିବା ପାଇଁ ଧଉଳି ଗଣନାଟ୍ୟ ର ଅଭିନେତା ଓ ଅଭିନେତ୍ରୀ ମାନେ ଟ୍ରକ୍ ରେ ସେ ଗାଁ କୁ ଯାଉଥିଲେ।ଏହି ସମୟ ରେ ହଟାତ ଘାଟି ତଳକୁ ଓଲଟି ପଡ଼ି ଥିଲା ଟ୍ରକ୍।ଏଥିରେ ବହୁତ ଲୋକ ଙ୍କ ମୃତ୍ୟୁ ହୋଇ ଯାଇଚି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଧଉଳି ଗଣନାଟ୍ୟ ର ଟ୍ରକ୍ ଟି ଓଲଟି ପଡିଚି।ଆସନ୍ତା କାଲି ସେଠାରେ ଯାତ୍ରା ହେବାର ଥିଲା।ସେଥିପାଇଁ କଳାକାର ମାନେ ସେହି ଟ୍ରକ୍ ରେ ସେହି ଗାଁ କୁ ଯାଉଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ।
ହଟାତ ଗୋଟିଏ ବଡ ଘାଟି ସେଠାରେ ଥିଲା।ତାହାକୁ ଡ୍ରାଇଭର ଠିକ୍ ସେ ଦେଖି ନ ଥିଲା।ଏହା ପରେ ଟ୍ରକ୍ ଟି ସେହି ଘାଟି ରେ ଓଲଟି ଯାଇଥିଲା।ଘଟଣା ସ୍ଥଳ ରେ କିଛି ଯାତ୍ରୀ ଙ୍କ ର ମୃତ୍ୟୁ ଘଟି ଥିବା ବେଳେ କିଛି ଯାତ୍ରୀ ମାନେ ଗୁରୁତର ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଛି।
Special report
ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଆହତ ବ୍ୟକ୍ତି ଙ୍କ ପରିବାର ଲୋକ ଙ୍କ କଲ୍ ବାରମ୍ବାର ଆସୁଛି।ସେମାନେ ଏ ବିଷୟ ରେ ଜାଣିବା ପରେ ନିଜକୁ ସମ୍ଭାଳି ରଖି ପାରୁ ନାହାଁନ୍ତି।ଏ କଥା କୁ ଶୁଣିଲେ ଆଖିରୁ ଲୁହ ଆସି ଯାଉଛି।
ଟିଭି ରେ ପ୍ରଥମେ ମୃତକ ଙ୍କ ପରିବାର ଲୋକେ ଦେଖି ଥିଲେ କି ଘାଟି ରେ ଧଉଳି ଗଣନାଟ୍ୟ ର ଟ୍ରକ୍ ଓଲଟି ପଡିଚି।ଏହା ପରେ ସେମାନେ ନିଜକୁ ସମ୍ଭାଳି ପାରି ନ ଥିଲେ।ସଙ୍ଗେ ସଙ୍ଗେ ନିଜ ସମ୍ପର୍କୀୟ ଙ୍କ ପାଖକୁ ଫୋନ୍ କରିଥିଲେ।ହେଲେ ତାଙ୍କ ଫୋନ୍ କଲ କୁ କେହି ଉଠାଉ ନ ଥିଲେ।
ସାରା ଓଡ଼ିଶା ରେ ଧଉଳି ଗଣନାଟ୍ୟ ନାଆଁ ରଖିଛି।ହେଲେ ଆଜି ହଟାତ ତାର କଳାକାର ମାନଙ୍କୁ ସେ ହରେଇ ଦେଇଚି।ଏହି ଦୁଃଖଦ ଘଟଣା କୁ ଯେ କେହି ଦେଖୁଛି ଆଖିରୁ ଲୁହ ଆସି ଯାଉଛି।
କେତେ ଆଶା ନେଇ ସେମାନେ ଯାତ୍ରା କରିବା ପାଇଁ ଯାଇ ଥିଲେ।ହେଲେ ସେମାନଙ୍କ ଯାତ୍ରା କରିବାର ଆଶା ସ୍ଵପ୍ନ ରେ ରହି ଗଲା।ସେମାନେ ତାଙ୍କ ସବୁ କିଛି ହରାଇ ଦେଇଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।