Movie prime

ଅପରେସନ ପରେ ସାମି ଙ୍କ ଅବସ୍ଥା ହୋଇଗଲା ଗୁରୁତର...ଦେହରେ କାମ ଦେଉନି ଔଷଧ, ତଥାପି ସେ କହିଲେ ମୁଁ ହାର ମାନିବିନି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହସ୍ପିଟାଲ ରେ ଏବେ ମହମ୍ମଦ ଶାମି। ଆହତ ଯୋଗୁଁ ଶାମି ଙ୍କ ସର୍ଜରୀ ହୋଇଛି। ସୋସିଆଲ ମିଡିଆରେ ଏହି କ୍ରିକେଟର ଜଣକ ପୋଷ୍ଟ କରିଛନ୍ତି।
Special report
ସୋସିଆଲ ମିଡିଆରେ ତାଙ୍କରଏହି ପୋଷ୍ଟ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ତାଙ୍କର ଫ୍ୟାନ ମାନେ ତାଙ୍କୁ ହସ୍ପିଟାଲ ବେଡ ରେ ଦେଖିବା ପରେ ଖୁବ ବ୍ୟସ୍ତ ମଧ୍ୟ ହୋଇ ପଡିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
ଦୀର୍ଘ ଦିନର ଯନ୍ତ୍ରଣା ପରେ ଶେଷରେ ତାଙ୍କର ଅପରେସନ ହୋଇଛି। ଦିନିକିଆ ବିଶ୍ଵ କପ୍ ସମୟରେ ସେ ଆହତ ହୋଇଥିବା ବେଳେ ବର୍ତ୍ତମାନ୍ ସମୟରେ ସେ ନିଜର ଚିକିତ୍ସା କରାଇଛନ୍ତି।
ବର୍ତ୍ତମାନ୍ ପର୍ଯ୍ୟନ୍ତ ତାଙ୍କର ଏହି ସମସ୍ୟା କାରଣରୁ ସେ ଦଳରୁ ବାଦ୍ ମଧ୍ୟ ପଡିଛନ୍ତି। ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଶାମି ଙ୍କୁ ଆଘାତ ଲାଗିଥିଲା। ବର୍ତ୍ତମାନ୍ ତାଙ୍କର ଗୋଇଠି ସର୍ଜରୀ ସଫଳ ହୋଇଥିବା ଜଣା ପଡିଛି। ଏହାପରେ ସୋସିଆଲ ମିଡିଆରେ,
Special report
ସେ ଏକ ଇମୋଷନାଲ ପୋଷ୍ଟ ଲେଖି ସେୟାର କରିଛନ୍ତି। ଏଥି ସହ ମେଡିକାଲ ରୁ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରାଯାଇଛି। ସେ ଲେଖିଥିଲେ କି ନିଜ ଗୋଡ଼ରେ ସେ ଛିଡ଼ା ହେବା ପାଇଁ ଖୁବ୍ ଉତ୍ସୁକ ରହିଛନ୍ତି।
ଏହି ପୋଷ୍ଟ ରେ ସେ ମେଡିକାଲ ରୁ ୪ ଟି ଫଟୋ ପୋଷ୍ଟ କରିଛନ୍ତି। ମେଡିକାଲ ବେଡ ରେ ତାଙ୍କୁ ଚିକିତ୍ସିତ ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ସର୍ଜରୀ ପାଇଁ ସେ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛନ୍ତି।
ଶାମି ଙ୍କ ଅନୁପସ୍ଥିତି ଗୁଜୁରାଟ ଟାଇଟନ୍ସ କୁ ଏକ ଶକ୍ତ ଝଟକା ଦେଇଛି। ଏହା ବ୍ୟତିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ରୁ ମଧ୍ୟ ମହମ୍ମଦ ଶାମି ବାଦ୍ ପଡିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷରେ ହେଉଥିବା ଦିନିକିଆ ବିଶ୍ଵ କପ୍ ରେ ଶାମି ଶେଷ ଥର ପାଇଁ ଖେକୁ ଥିବାର ନଜର ଆସୁଥିଲେ। ତେବେ ଭଗବାନ ଙ୍କ ନିକଟରେ ଆମେ ଏହା ପ୍ରାର୍ଥନା କରୁଛୁ କି ମହମ୍ମଦ ଶାମି ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.