Movie prime

୨୦ ମହଲ ରୁ ଖସି ପଡ଼ି ଜୀବନ ଚାଲିଗଲା OYO ମାଲିକ ଙ୍କ ବାପା, ଶରୀର ହୋଇଗଲା ଛିନ୍ ଛତର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ OYO ପ୍ରତିଷ୍ଠାତା ରିତେଶ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଗତ ଦୁଇଦିନ ତଳେ ସେମାନେ ବିବାହ କରିଥିଲେ ହେଲେ ଏହାପରେ ଏହି ଖୁସୀ ମାତ୍ର କିଛି କ୍ଷଣ ପାଇଁ ହିଁ ଥିଲା।
କାରଣ ଘରକୁ ଆସିଲେ ସ୍ତ୍ରୀ ହେଲେ ସବୁ ଦିନ ପାଇଁ ଚାଲିଗଲେ ବାପା। ଆଜ୍ଞା ହଁ OYO ମାଲିକ ରିତେଶ ଅଗ୍ରୱାଲ ଙ୍କ ବାପା ଏବେ ମୃ-ତ୍ୟୁ ବରଣ କରିଛନ୍ତି। କୁହା ଯାଉଛି କି ରିତେଶ ଙ୍କ ବାପା ଙ୍କ ମୃ-ତ୍ୟୁଗୁରୁଗ୍ରାମ ର ଏକ ଉଚ୍ଚା ବିଲ୍ଡିଂ ରୁ ଖସିଯିବା କାରଣରୁ ହୋଇଛି।
DLF ରେ ପ୍ରାୟ ରେ ୨୦ ମହଲା ରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ଆଜ୍ଞା ହଁ ଦୁଇ ଦିନ ପୁର୍ବରୁ ମଧ୍ୟ ରିତେଶ ଙ୍କ ବାହାଘର ସରିଛି।
ଏକଥା ମଧ୍ୟ ସାରା ଭାରତ ଜାଣିଛି ଆଉ ଏବେ ଏଭଳି ପୁନର୍ବାର ଦୁଃଖର ଦିନ ମଧ୍ୟ ଦେଖିବାକୁ ପଡିଛି ରିତେଶ ଙ୍କୁ।
Special Report
ତେବେ ଆପଣ ମାନେ ଜାଣିଥିବେ କି ରିତେଶ ଅଗ୍ରୱାଲ କିଭଳି ଭାବରେ OYO ପ୍ରତିଷ୍ଠା କରି ଚର୍ଚ୍ଚାରେ ରହିଥିଲେ। ଆଉ ତାଙ୍କର ଏଭଳି ସଫଳତା କୁ ନେଇ ସବୁବେଳେ ଆଲୋଚନା କରା ଯାଉଥିଲା।
ଏବଂ ତାଙ୍କ ବାହାଘର ମଧ୍ୟ ଯେତେବେଳେ ଆସିଥିଲା ସେତେବେଳେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଥିଲା। ହେଲେ ଏବେ ତାଙ୍କର ବାହାଘର ପରେ ତାଙ୍କ ବାପା ଙ୍କ ଏହି ଭଳି ଭାବରେ ଜୀବନ ଚାଲି ଯାଇଛି।
ଯାହା ଶୁଣିବାକୁ ମିଳିଛି କି ସେ ଘରର ବାଲକୋନି ରେ ଥିଲେ। ଏବଂ ସେତିକି ବେଳେ ସେ ତାଙ୍କର ବାଲକୋନୀରୁ ଖସି ପଡ଼ିଥିଲେ। ଯାହା ଫଳରେ କି ତାଙ୍କର ମୃ-ତ୍ୟୁ ହୋଇ ଯାଇଛି। ଏହା ମଧ୍ଯ କୁହା ଯାଉଛି କି ଯେତେବେଳେ ଏହି ଘଟଣା ଘଟି ଥିଲା ସେତେବେଳେ ଘରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଏବେ ପୋଲିସ ମଧ୍ଯ ସେହି ଘଟଣା ସ୍ଥଳ ରେ ପହଞ୍ଚି ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଛି। କିଛି ଦିନ ତଳେ ବାହାଘର ହୋଇଥିବା ବେଳେ ଏବେ ତାଙ୍କ ଘରେ ଯାହା ଘଟିଛି ସେଥିପାଇଁ ତାଙ୍କର ଘରେ ଥିବା ଖୁସିର ମାହୋଲ ଏବେ ଦୁଃଖରେ ପରିଣତ ହୋଇ ଯାଇଛି।
ଆପଣ ମାନେ ଜାଣିଥିବେ କି ରିତେଶ ଅଗ୍ରୱାଲ ହେଉଛନ୍ତି ଖୁବ୍ କମ୍ ବୟସରେ ହୋଇଥିବା ଦେଶର କୋଟିପତି ମାନଙ୍କ ମଧ୍ୟରୁ ଜଣେ। ହେଲେ ଏବେ ତାଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.