Movie prime

Oyo ରେ ପ୍ରେମ କରୁ କରୁ ପ୍ରେମିକା ସହ ଘଟିଗଲା ଏମିତି, ସଂପର୍କ ରଖିଲା ବେଳେ ଗଲା ଜୀବନ..

 
Special report
ନମସ୍କାର ପାଠକ ବନ୍ଧୁ।ସନ୍ଦେହ ଯୋଗୁଁ ଦଶ ବର୍ଷ ର ପ୍ରେମ କୁ ଭୁଲି ଗଲେ ଯୁବକ।ହୋଟେଲ ଭିତରକୁ ନେଇ ଶେଷ ରେ ପ୍ରେମିକା ର ଜୀବନ ନେଇ ଗଲା ପ୍ରେମିକ।ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳ ରେ।
Special report
ସେଠାରେ ଥିବା ଓୟୋ ରୁମ୍ ଭିତରୁ ପ୍ରେମିକା ର ରକ୍ତ ଜୁଡୁବୁଡୁ ଶରୀର କୁ ଉଦ୍ଧାର କରିଛି ପୋଲିସ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ପ୍ରେମିକ ଜଣକ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଚି।ସାମାନ୍ୟ ସନ୍ଦେହ ରୁ ଏଭଳି କାଣ୍ଡ ଘଟାଇ ଅଛି ପ୍ରେମିକ ବୋଲି ସୂଚନା ରହିଛି।
ସୂଚନା ଅନୁସାରେ ରିଶଭ ନାମକ ଜଣେ ଯୁବକ ଗତ ଦଶ ବର୍ଷ ହେବ ବନ୍ଦନା ଙ୍କୁ ପ୍ରେମ କରୁଥିଲେ।ଉଭୟ ପରସ୍ପର ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଋଷଭ ତାଙ୍କୁ ଖୁବ୍ ଭଲ ପାଉ ଥିଲେ।ତାଙ୍କୁ ଅନେକ ଥର ହୋଟେଲ ରୁମ କୁ ନେଇ ଯାଇଛନ୍ତି।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଛନ୍ତି।
ହେଲେ ହଟାତ ଏଭଳି କିଛି ଘଟଣା ଘଟିଲା।ଶେଷ ରେ ଯାହାକୁ ଏତେ ଭଲ ପାଉ ଥିଲେ ତାଙ୍କୁ ଗୁଳି କରି ହ-ତ୍ୟା କଲେ।ଯେ କେହି ଏହି ଘଟଣା ବିଷୟ ରେ ପ୍ରଥମେ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଚି।ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
Special report
ବନ୍ଦନା ଆଇଟି ସେକ୍ଟର ରେ କାମ କରୁଥିଲେ।ସେଥିପାଇଁ ସେ ଘର ଠାରୁ ଦୂର ରେ ଚାକିରି କରିଥିଲେ।ଏହି ସମୟ ରେ ରିଶଭ୍ ଙ୍କ ର ବନ୍ଦନା ଉପରେ ସନ୍ଦେହ ହୋଇ ଥିଲା।ତାଙ୍କୁ ଲାଗି ଥିଲା କି ବନ୍ଦନା ତାଙ୍କ ଅଫିସ ର ଜଣେ ବ୍ୟକ୍ତି ଙ୍କୁ ପ୍ରେମ କରୁ ଛନ୍ତି।
ଏହାକୁ ସେ ସହି ପାରୁ ନ ଥିଲେ।ସେଥିପାଇଁ ସେ ବନ୍ଦନା ଙ୍କ ସହିତ ସବୁବେଳେ ଝଗଡ଼ା କରୁଥିଲେ।ଘଟଣା ଦିନ ସେ ବନ୍ଦନା ଙ୍କୁ ହୋଟେଲ ରୁମ୍ କୁ ଡକାଇ ଥିଲେ।ତିନି ଦିନ ସେମାନେ ଏକାଠି ରହି ଥିଲେ।ଏହା ପରେ ଉଭୟ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ହୋଇ ଥିଲା।
ରିଷଭ ତାଙ୍କ ନିଜ ବନ୍ଧୁକ ରେ ବନ୍ଦନା ଙ୍କୁ ଗୁଳି କରି ହ-ତ୍ୟା କରି ଥିଲା।ଏହା ପରେ ନିଜେ ଫେରାର ହୋଇ ଯାଇଥିଲା।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଜଣା ପଡି ଥିଲା କି
ବନ୍ଦନା ଙ୍କ ପୁରୁଷ ବନ୍ଧୁ ରିଷଭ୍ ହିଁ ତାଙ୍କୁ ହ-ତ୍ୟା କରିଛନ୍ତି।ଏବେ ପୋଲିସ ଋଷଭ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଯାହାକୁ ଏତେ ଦିନ ଧରି ଭଲ ପାଉଥିଲେ ଶେଷ ରେ ତାହାର ମୃ-ତ୍ୟୁ ର କାରଣ ସାଜିଲେ।