Movie prime

ମାତ୍ର ୬୦ ଟଙ୍କା ପାଇଁ ମହା ଭାରତ ସହି ନପାରି ଶେଷରେ ଜୀବନ ହାରିଦେଲେ ଦଶମ ଶ୍ରେଣୀ ଛାତ୍ର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସମସ୍ତଙ୍କ ମନରେ ଏକ ପ୍ରକାରର ଭାବନା ସୃଷ୍ଟି କରିଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଏହି ଭିଡିଓ ଜଣେ ଛୋଟ ପିଲାକୁ ନେଇ ଆସିଛି ।
ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ଏହି ଖବର ଏବେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି । ବାପା ମା ପିଲା ଭୁଲ କରିଲେ ତାଙ୍କୁ ଶାସନ କରିଥାନ୍ତି । ତାଙ୍କୁ ଗାଳି ଗୁଲଜ କରି ଅନେକ କଥା କହି ଠିକ୍ ରାସ୍ତାକୁ ଆଣିଥାନ୍ତି ।
Special report
କିନ୍ତୁ କିଛି ପିଲା ଏଭଳି କାମ କରିଥାନ୍ତି ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବା ସହିତ ଆପଣ ବି ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଜଣାପଡିଛି କି ଜଣେ ଛୋଟ ପିଲା ତାର ବାପାଙ୍କ ପକେଟରୁ ୬୦ ଟଙ୍କା ନେଇଥିଲା । 
ଆଉ ଏହି କଥା ତାର ବାପା ଜାଣିଲା ପରେ ପୁଅକୁ ଗାଳି କରିଥିଲେ । ଏହାପରେ ଏହି କୁନି ପୁଅଟି ଏଭଳି କିଛି ନିଷ୍ପତ୍ତି ନେଇଥିଲା ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ । ଏହି ଦଶମ ଶ୍ରେଣୀର ପୁଅଟି ବାପାଙ୍କ ଗାଳି ଶୁଣି ନିଜ ଜୀବନ ହାରି ଦେଇଛି । ଏହି ପିଲାଟିର ବୟସ ୧୫ ବର୍ଷ ।
ତାର ବାପା ଆଉ ମାଆ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଅଟନ୍ତି । ସେ ଘରେ ଏକୁଟିଆ ଥିବା ବେଳେ ଜୀବନ ହାରି ଦେଇଛନ୍ତି । ଏହି ପିଲାଟିର ନାମ ହେଉଛି ପ୍ରଦ୍ୟୁମ୍ନ ରାଉତ । ପିଲାଟିର ବାପାଙ୍କ ନାମ ହେଉଛି ପ୍ରକାଶ ରାଉତ ଆଉ ତାଙ୍କ ମାଙ୍କ ନାମ ହେଉଛି ରଶ୍ମିରେଖା ମହାପାତ୍ର । 
ପ୍ରଦ୍ୟୁମ୍ନ ତାଙ୍କର ଏକମାତ୍ର ପୁଅ ଅଟେ । ତାଙ୍କ ଘର ବାଲିକୁଦା ଅଞ୍ଚଳରେ ହୋଇଥିବା ବେଳେ ପୁଅର ଭବିଷ୍ୟତ ପାଇଁ ସେମାନେ ଜଗତସିଂପୁର ଜିଲ୍ଲା ଗାଲୁପଡ଼ା ଠାରେ ଭଡାଘରେ ରହୁଥିଲେ । ଆଉ ବାପାଙ୍କ ପକେଟରୁ କିଛି ଟଙ୍କା ନେଇଥିଲା ବୋଲି ବାପା ଗାଳି କରିଥିଲେ ।
ଆଉ ଏହାପରେ ଛୋଟ ପିଲାଟି ଚିଠି ଲେଖି ମୃ-ତ୍ୟୁବରଣ କରିଛି । ସେ ଚିଠିରେ ଲେଖି ଦେଇଛି କି ତାର ମରିବା ପାଇଁ କେହି ଦାୟୀ ନୁହନ୍ତି । ଏହାସହ ଆଉ ଲେଖିଛି କି କିଛି ଟଙ୍କା ସେ ଖର୍ଚ୍ଚ କରିଛି ଆଉ ବଳକା ଟଙ୍କା ସେ ରଖି ଦେଇଛି । ଏବେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ନେଇ ପୁରା ପରିବାର ସହ ସ୍ଥାନୀୟ ଲୋକମାନେ ଦୁଃଖିତ ଅଛନ୍ତି ।