Movie prime

ଭାରତୀୟ ସେନ୍ୟ "ଅଭିନନ୍ଦନ" କୁ ଚା ଦେଇ ସତ୍କାର କରିଥିଲା ପାକିସ୍ତାନ , ଆଉ କହୁଛି ଆମକୁ ଏହା ବଦଳ ରେ କାଶ୍ମୀର ଦିଅ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ହେଉଛି ଅହି ନକୁଳ ସମ୍ପର୍କ। ସବୁ ବେଳେ ଭାରତ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ କୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥାଏ।
ଦିନକୁ ଦିନ ମଧ୍ୟ ଭାରତ ପାକିସ୍ତାନ ର ସମ୍ପର୍କ ତିକ୍ତତା ଆଡ଼କୁ ଗତି କରିବାରେ ଲାଗିଛି। ପାକିସ୍ତାନ ମଧ୍ଯ କରିଥିବା ଆତଙ୍କବାଦ ର କଡ଼ା ଜବାବ ସଦା ସର୍ବଦା ଭାରତ ଦେଇ ଆସିଛି। ଆପଣ ମାନେ ଜାଣିଥିବେ କି ୨୬ ଫେବୃୟାରୀ ୨୦୧୯ ରେ ଭାରତ,
ପାକିସ୍ତାନ କରୁଥିବା ଆତଙ୍କବାଦ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେଇଥିଲା। ଯାହାକି ପାକିସ୍ତାନବାସୀ ମାନେ ସ୍ବୀକାର କରି ନଥିଲେ ମାତ୍ର ସେମାନେ ଏହାର ପ୍ରତିଶୋଧ ନେବା ପାଇଁ ଚାହୁଁ ଥିଲେ।
ଏହାପର ଦିନ ପାକିସ୍ତାନ F-16 ଏବଂ JF-17 ପୁଞ୍ଚରେ ଥିବା ବ୍ରିଗ୍ରେଟ ହେଡ କ୍ୱାର୍ଟର କୁ ଟାର୍ଗେଟ କରିଥିଲେ ମାତ୍ର ସେମାନେ ଏଥିରେ ସଫଳ ହୋଇ ପାରି ନଥିଲେ। ଭାରତ ମଧ୍ଯ ଏହା ଜାଣି ପାରି ଏଥି ପ୍ରତି ସତର୍କ ହୋଇ ଯାଇଥିଲା।
Special Report
ଏହାପରେ ଭାରତ ବହୁ ମାତ୍ରାରେ ଯୁଦ୍ଧ ବିମାନ ମଧ୍ୟ ପ୍ରସ୍ତୁତ କରି ରଖିଥିଲା। ସେଥି ମଧ୍ୟରୁ ଏକ ବିମାନ ଅଭିନନ୍ଦ ଭର୍ଥମନ୍ ଙ୍କ ଥିଲା। ଯାହାର ନାମ ଥିଲା MIG-21 ।
ଏହି ବିମାନ ଟି ପାକିସ୍ତାନ କୁ ଉଡାଣ କରୁଥିବା ସମୟରେ ସେଠାରେ ଦୁର୍ଘଟଣା ବଶତଃ ପଡି ଯାଇଥିଲା। ଏହି ସମୟରେ ପାକିସ୍ତାନବାସୀ ମାନେ ତାଙ୍କୁ ବନ୍ଦି କରି ନେଇଥିଲେ। ହେଲେ ଆନ୍ତର୍ଜାତିକ ଚାପ କାରଣରୁ ସେମାନେ ତାଙ୍କ ସହ କିଛି କରି ପାରି ନଥିଲେ।
ଏହାପରେ ସେ ଅଭିନନ୍ଦନ ଙ୍କୁ ଭାରତ କୁ ଛାଡି ଦେଇଥିଲେ। ହେଲେ ପାକିସ୍ତାନ କେବେ ହେଲେ ମଧ୍ୟ ତାର ନିନ୍ଦନୀୟ କାମ କରିବା ଛାଡ଼ି ନାହିଁ। ପାକିସ୍ତାନ ର ସୋସିଆଲ ମିଡିଆରେ ଭାରତକୁ ଅଟ୍ଟହାସ୍ୟ କରି ଅନେକ ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ।
ସେଥି ମଧ୍ୟରୁ ଏକ ଫଟୋ ଥିଲା କି ଅଭିନନ୍ଦନ ଚାହା ପିଉ ଥିଲେ। ଏବେ ଏହି ଘଟଣା କୁ ଅନେକ ଦିନ ବିତି ସାରିଛି ହେଲେ ପାକିସ୍ତାନ ର ପିଏମଏଲ-ଏନ ଅଭିନନ୍ଦନ ଙ୍କୁ ଦିଆ ଯାଇଥିବା ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ କି MIG-21 ଲେଖା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.