Movie prime

ରାଗିଗଲେ ମୋଦୀ : ଅମିତ୍ ଶାହା ଆଉ ଯୋଗୀ ଙ୍କ ସହ କଲେ ଆଲୋଚନା ! ବହୁତ୍ ଉଡୁଛି ପାକିସ୍ତାନ, ଏଥର ଘରେ ପଶି ମାର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜମ୍ମୁ କାଶ୍ମୀର ର ପୁଞ୍ଚ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ପାଞ୍ଚ ଜଣ ସୈନ୍ୟ ଙ୍କୁ ଆମେ ହରାଇ ବସିଛୁ।
ଯାହାକି ନିଶ୍ଚିତ ଭାବରେ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ଆଉ ଏହାର ପ୍ରତିଶୋଧ ନେବା ମଧ୍ୟ ନିହାତି ଜରୁରୀ ଅଟେ। କାରଣ ଏଭଳି ନକଲେ ସେମାନେ ଆମକୁ ଦୁର୍ବଳ ଭାବିବେ ଓ ଏଭଳି ବାରମ୍ବାର ମଧ୍ୟ ଆକ୍ରମଣ କରି ଚାଲିବେ।
Special report
ଭାରତ ମଧ୍ୟ ଏବେ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ଅଟେ। ଭାରତ ଏବେ ଇଟା ର ଜବାବ ପଥରରେ ଦେବ ଓ ରକ୍ତ ବଦଳରେ ସେତିକି ମାତ୍ରାରେ ରକ୍ତ ମଧ୍ଯ ବୁହାଇବ।
ସେଥିପାଇଁ ଏବେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି ଆମ ଯବାନ ମାନେ। ସେଥିପାଇଁ ଏବେ ଆତଙ୍କବାଦୀ ମାନଙ୍କୁ ସମୁଳେ ବିନାଶ କରିବା ପାଇଁ ମଧ୍ୟ ସେମାନେ ଶପଥ ନେଇଛନ୍ତି। ଏଥିପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇ ସାରିଛି।
ଘନ ଘନ ବୈଠକ ବସିବା ସହ ଏବେ ଏଥିପାଇଁ ଜୋରଦାର ଯୋଜନା କରିବାରେ ଲାଗି ପଡିଛନ୍ତି ଭାରତୀୟ ସୈନ୍ୟ ମାନେ। କେବେ କେଉଁ ଦିନ ଓ କିଭଳି ଭାବରେ ଆକ୍ରମଣ ହେବ ସେ ସମ୍ପର୍କରେ ଏବେ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି।
Special Report
ପୁଞ୍ଚ ସେକ୍ଟର ରେ ଆତଙ୍କବାଦୀ ଙ୍କ ଆକ୍ରମଣ ପରେ ପାଞ୍ଚ ଜଣ ଜବାନ ସହିଦ୍ ହେବା ପରେ ବର୍ତ୍ତମାନ ସମୟରେ ଏହି ଯାଞ୍ଚ୍ କୁ ମଧ୍ଯ କଡ଼ାକଡ଼ି କରାଯାଇଛି।
ମିଲିଟାରୀ କମାଣ୍ଡର, BSF,SFC, ପାରା ମିଲିଟାରୀ କମାଣ୍ଡର ଙ୍କୁ ବର୍ତ୍ତମାନ ସମୟରେ ଅଧିକ ସକ୍ରିୟ ମଧ୍ୟ କରାଯାଇଛି। ଡ୍ରୋନ ମାଧ୍ୟମରେ କଡ଼ା ନଜର ମଧ୍ଯ ରଖା ଯାଉଛି। କମ୍ବିଙ୍ଗ ଅପରେସନ କୁ ମଧ୍ୟ ଜୋରଦାର କରାଯାଇଛି।
ଆତଙ୍କବାଦୀ ମାନେ ଆମ ଯବାନ ମାନଙ୍କ ସହ ଏଭଳି କରି ସେମାନେ ତାଙ୍କର ମୃ-ତ୍ୟୁ କୁ ନିମନ୍ତ୍ରଣ କରିଛନ୍ତି। ଆଉ ଖୁବ୍ ଶୀଘ୍ର ମଧ୍ୟ ଭାରତ ଏହାର ପ୍ରତିଶୋଧ ନେବା ପାଇଁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.