Movie prime

ପାକିସ୍ତାନକୁ ଏମିତି ଧୋଇଲେ ଏହି ଭାରତୀୟ କାଶ୍ମୀର ଝିଅ ଦେଖି ପାକିସ୍ତାନୀ ସମସ୍ତଙ୍କ ମୁଣ୍ଡ ହେଲା ଟିଣ ଆପଣ ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିପାରିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନକୁ ନେଇ ଆସିଥିବା ଖବର ଜାଣିପାରିବେ ।
Special report
ପାକିସ୍ତାନ ଭାରତକୁ ବଦନାମ୍ କରିବା ପାଇଁ ଅନେକ ପ୍ରକାରର କାମ କରିଥାଏ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । କାଶ୍ମୀରର ଜଣେ ମୁସଲିମ ଝିଅ ଯିଏ କି ପାକିସ୍ତାନକୁ ନେଇ କିଛି କଥା କହିଛନ୍ତି । 
ଏହି ଝିଅଟି ପାକିସ୍ତାନ ବିଷୟରେ ବଡ ଖୁଲାସା କରିଛି । କାଶ୍ମୀର ଝିଅ ହିସାବରେ ସେ ପୁରା ସୁରକ୍ଷିତ ବୋଲି କହିଛନ୍ତି । ଭାରତକୁ ବଦନାମ୍ କରିବା ଛାଡ଼ିଦିଅ । ଏଭଳି କିଛି କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି କାଶ୍ମୀର ଝିଅ ୟାନା ମିତ୍ ।
Special report
ୟାନା କେବଳ ପାକିସ୍ତାନକୁ ଟାର୍ଗେଟ କରି ନାହାନ୍ତି ବରଂ କାଶ୍ମୀରକୁ ଉତ୍ପିଡିତ ବୋଲି କହି ଭାରତକୁ ବଦନାମ୍ କରିଥିବା ନୋବେଲ ବିଜୟିନୀ ମଲାଲା ୟୁସୁଫୁଜାଇଙ୍କ ମୁଖା ମଧ୍ୟ ଖୋଲି ଦେଇଛନ୍ତି ।
ଯାନା ମିର୍ ହେଉଛନ୍ତି ଜଣେ ସାମ୍ବାଦିକା । ଜାମୁ କାଶ୍ମୀରର ସାମ୍ବାଦିକା ଏବଂ ସମାଜସେବୀ ହେଉଛନ୍ତି ୟାନା ମିର୍ । ବ୍ରିଟେନ ସଂସଦରେ ସେ ଯେଉଁ ଭାଷଣ ଦେଇଛନ୍ତି ତାହା ଏବେ ଚର୍ଚ୍ଚାକୁ ଆସିଛି ।
Special report
କାଶ୍ମୀରରେ ମୁସଲମାନମାନଙ୍କ ପ୍ରତି ଅତ୍ୟାଚାର ହେଉଛି ବୋଲି ଅପପ୍ରଚାର କରି ସବୁବେଳେ ଭାରତକୁ ତଳେ ପକାଇବା ପାଇଁ ଉଦ୍ୟମ କରିଥାଏ ପାକିସ୍ତାନ । ଆଉ ଏବେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି କାଶ୍ମୀର ଝିଅ ୟାନା ମିର୍ । 
ୟୁକେ ପାର୍ଲିଆମେଣ୍ଟ ହାଉସ ଅଫ କମନ୍ ପକ୍ଷରୁ ଆୟୋଜିତ ସଂକଳ୍ପ ଦିବସ କାର୍ଯ୍ୟକ୍ରମରେ ୟାନା ମିରଙ୍କୁ ଆମ୍ବାସଟର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ କରି ସେ ଅନେକ କଥା କହିଥିଲେ । ସେ କହିଥିଲେ କି ସେ ମଲାଲା ୟୁସୁଫୁଜାଇ ନୁହେଁ ସେ ତାଙ୍କ ସହ ତୁଳନା କରିବାକୁ ନାପସନ୍ଦ କରିଛନ୍ତି ।
ସେ କାଶ୍ମୀରରେ ଖୁସି ଅଛନ୍ତି । ଆଉ କାଶ୍ମୀର ହେଉଛି ଭାରତର ଏକ ଅଭିନ୍ନ ଅଙ୍ଗ । ସେ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରି ଅନେକ କଥା କହିଛନ୍ତି । ଏବେ ଏହି କଥା ଚର୍ଚ୍ଚାରେ ଅଛି ।