Movie prime

ପୁଟିନ କହିଲେ ପାକିସ୍ତାନ ବହୁତ୍ ଉଡୁଛି ,ଭାରତ ଯଦି ରାଜି ହେବ, ଆମେ ପାକିସ୍ତାନ କୁ ବି ମାଟି ରେ ମିଶେଇ ଦେବୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଯୁଦ୍ଧ। ୟୁକ୍ରେନ ର ବିଭିନ୍ନ ମାର୍ଗରେ ପଶି ଉଭୟ ଆକାଶ ମାର୍ଗ ଓ ସ୍ଥଳ ଭାଗ ରେ ଗୁଳି ଓ ବୋମା ବର୍ଷା କରୁଛି ଋଷ୍ ସେନା।
ରାଷ୍ଟ୍ରପତି ପୁଟିନ ଙ୍କ ନିର୍ଦ୍ଦେଶ କ୍ରମେ ୟୁକ୍ରେନ ର ରାଜଧାନୀ କିବ ପର୍ଯ୍ୟନ୍ତ ପହଞ୍ଚି ସାରିଛି ୟୁକ୍ରେନ ର ମିଶାଇଲ। ୟୁକ୍ରେନ ଉପରେ ଏଭଳି ଆକ୍ରମଣ କୁ ନେଇ ବିଶ୍ଵ ସମୁଦାୟ ୟୁକ୍ରେନ ଉପରେ କଟକଣା ଲଗାଇଛି ସତ ହେଲେ,
ଏଥିରେ ରାଷ୍ଟ୍ରପତି ପୁଟିନ ଙ୍କୁ କିଛି ବି ଫରକ୍ ପଡୁ ନଥିବା ସ୍ପଷ୍ଟ ହୋଇଛି। ୟୁକ୍ରେନ ଉପରେ ପୁନର୍ବାର ସାମରିକ ଆକ୍ରମଣ କରି ନିଜର ଶକ୍ତି ସାରା ବିଶ୍ଵ କୁ ଦେଖାଇଛନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ।
ଆମେରିକା ଓ ନାଟୋ ର ଚେତାବନୀ ସତ୍ତ୍ୱେ ମଧ୍ୟ ସେ ଏହା ଆଦେଶ ଦେଇ ଏବେ ପ୍ରମାଣ କରି ଦେଇଛନ୍ତି କି କାହାର ମଧ୍ୟ ନାଲି ଆଖିକୁ ସେ ଡରନ୍ତି ନାହିଁ। ଆଉ ପାଶ୍ଚାତ୍ୟ ଦେଶକୁ ସେ ଏହା ଚେତାଇ ଦେଇଛନ୍ତି କି,
ସେ ହେଉଛନ୍ତି ଇଉରୋପ ର ରାଜା। ଗତ ଦୁଇ ଦଶନ୍ଧି ମଧ୍ୟରେ ଚାରି ଥର ସୈନ୍ୟ ଆକ୍ରମଣ କରିଛି ଋଷିଆ। ଏହା ପୂର୍ବରୁ ଜର୍ଜିଆ ଓ କ୍ରାମିୟା ଉପରେ ଆକ୍ରମଣ କରି ନିଜର ଶକ୍ତି ଦେଖାଇଛନ୍ତି ପୁଟିନ।
ଏହାର ସବୁଠାରୁ ବଡ଼ କାରଣ ହେଉଛି ସେ ଇଉରୋପ ର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲି ତାଙ୍କର ଶକ୍ତି ଦେଖାଇବାକୁ ଚାହୁଁ ଛନ୍ତି। ଏବେ ମଧ୍ୟ ସେ ସାରା ବିଶ୍ବ କୁ ଦେଖାଉଛନ୍ତି ଏକଛତ୍ରବାଦ ଶାସନର ପରାକ୍ରମ।
୭ ଅକ୍ଟୋବର ୧୫୫୨ ରେ ସୋଭିଏତ ର ଲେଲିନ ଗ୍ରାଣ୍ଡ ରେ ହୋଇଥିଲା ପୁଟିନ ଙ୍କ ଜନ୍ମ। ସେ ହେଉଛନ୍ତି ତାଙ୍କର ବାପା ମାଆ ଙ୍କ ତୃତୀୟ ସନ୍ତାନ। ତାଙ୍କର ଦୁଇ ବଡ଼ ଭାଇ ଙ୍କ ମୃ-ତ୍ୟୁ ପିଲା ଦିନରେ ହିଁ ହୋଇ ଯାଇଥିଲା।
ଏହାପରେ ସେ ବଡ଼ ହୋଇ ଗୁପ୍ତଚର ହେବା ପରେ ହୋଇଥିଲେ ଋଷିଆ ର ରାଷ୍ଟ୍ରପତି। ଆଉ ସେ ଏନେକ ସଂଘର୍ଷ କଲା ପରେ ମଧ୍ୟ ଆଜି ସେ ଏହି ସ୍ଥାନରେ ଆସି ପହଞ୍ଚି ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.