Movie prime

ହାରାମି ପାକିସ୍ତାନ ରବୀନା ଆଉ ମାଧୁରୀ ଙ୍କୁ ଜବରଦସ୍ତି ଉଠେଇ ନେଇ କରି ଥାଆନ୍ତା ମୁସଲିମ ଯୁବକ ଙ୍କ ସହ ବିବାହ ଆଉ ତାପରେ ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ ହେଉଛନ୍ତି ରବୀନା ଟଣ୍ଡନ ଓ ମାଧୁରୀ ଦୀକ୍ଷିତ। ହେଲେ ଏହୀ ଦୁଇ ଅଭିନେତ୍ରୀ ଙ୍କୁ ପାକିସ୍ତାନ ନେବା ପାଇଁ ଚାହୁଁ ଥିଲା।
Special report
ଆଉ ପାକିସ୍ତାନର ଏହି ଡିମାଣ୍ଡ ର ଉଚିତ ଜବାବ ମଧ୍ଯ ଦେଇଥିଲା ଭାରତ।୯୦ ଦଶକର ଖୁବ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ରବୀନା ଟଣ୍ଡନ। ଆଜି ମଧ୍ୟ ରବିନା ଓ ମଧିରୀ ଙ୍କ ସୁନ୍ଦରତା ଲୋକ ମାନଙ୍କ ମନରେ ରହିଛି।
ଆଜି ମଧ୍ୟ ଦୁହିଁଙ୍କର ସମାନ ଭାବରେ ପ୍ରଶଂସକ ମାନେ ମଧ୍ୟ ରହିଛନ୍ତି। ଟିପ ଟିପ ବର୍ଷା ପାନି ଭଳି ଗୀତରେ ରବିନା ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ସମୟରେ ସେ ଜଣେ ଖୁବ ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟ ଥିଲେ।
କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ଯ ଅଭିନେତ୍ରୀ ଙ୍କର ଥିଲେ ଲକ୍ଷ ଲକ୍ଷ ଫ୍ୟାନ ମାନେ। ଥରେ ପାକିସ୍ତାନ ଭାରତିୟ ସୈନ୍ୟ ଙ୍କ ଶବ ବଦଳରେ ରବିନା ଓ ମାଧୁରୀ ଙ୍କୁ ମାଗିଥିଲେ।
Special report
୧୯୯୯ ରେ ହେଇଥିବା ଏହି କାର୍ଗିଲ ଯୁଦ୍ଧ ରେ ଏହି ଘଟଣା ଘଟିଥିଲା। କାରଣ ଏହି ଯୁଦ୍ଧ ରେ ଅନେକ ଭାରତୀୟ ସେନା ସହିଦ ହୋଇ ଯାଇଥିଲେ । ଆଉ ପରେ ଭାରତ ମଧ୍ୟ ପାକିସ୍ତାନ କୁ ତାର ସୈନ୍ୟ ମାନଙ୍କର ଶବ ମାଗିଥିଲେ।
ହେଲେ ଶବ ବଦଳରେ ସେ ରବିନା ଓ ମାଧୁରୀ ଙ୍କୁ ଦେବା ପାଇଁ ଦାବୀ କରିଥିଲେ। ତେବେ ଏଥିରୁ ହିଁ ଜଣା ପଡ଼ି ଯାଉଛି କି ରବିନା ଓ ମାଧୁରୀ ଙ୍କ ଚାହିଦା ସେହି ସମୟରେ କିଭଳି ଭାବରେ ଥିଲା।
କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ଯ ସେମାନଙ୍କ ସଂପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଥିଲା। ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ମଧ୍ଯ ରବିନା ଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ।
ଯାହା ଫଳରେ କି ଭାରତୀୟ ସେନା ଏହାର ଫାଇଦା ଉଠାଇ ଥିଲା। ଭାରତ ପାକିସ୍ତାନ କୁ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା ଆଉ ସେଥିରେ ଲେଖା ଥିଲା କି ରବିନା ଙ୍କ ତରଫ ରୁ ନୱାଜ ଙ୍କ ପାଇଁ ଏକ ଉପହାର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.