Movie prime

ପନ୍ଦର ବର୍ଷ ରେ ମତେ ସେ ତିନି ତିନି ଥର ସେ ଗର୍ଭବତୀ କରିଦେଇଚି..

 
Special Report
,ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ସହିତ କିଭଳି ଘଟଣା ମାନ ଘଟୁଛି।କିଛି ପୁରୁଷ ମାନେ ଝିଅ ମାନଙ୍କୁ ପ୍ରେମ କରି ପୁଣି ଛାଡି ଦେଉଛନ୍ତି।
Special Report
ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ମହିଳା ତାଙ୍କ ପ୍ରେମିକ ଙ୍କ ବିରୋଧ ରେ ଥାନା ରେ ଗତ କାଲି ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ପ୍ରେମିକ ତାଙ୍କୁ ଧୋକା ଦେଇଛି।
ସୂଚନା ଅନୁସାରେ ମହିଳା ଜଣକ ଦୀର୍ଘ ୧୫ ବର୍ଷ ଧରି ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ।ଯୁବକ ଜଣକ ଇଞ୍ଜିନିୟର ଥିଲେ।ବହୁତ ଟଙ୍କା ରୋଜଗାର କରନ୍ତି।ତାଙ୍କ ପ୍ରେମ ସମ୍ପର୍କ ର ୧୫ ବର୍ଷ ଭିତରେ ସେମାନେ ଅନେକ ଥର ହୋଟେଲ ରୁମ୍ କୁ ଯାଇ ଛନ୍ତି।
ସେଠାରେ ଉଭୟ ଯୁବକ ଓ ଯୁବତୀ ଶା-ରୀ-ରି-କ ସମ୍ପର୍କ ରଖିଛନ୍ତି।ବେଳେବେଳେ ମହିଳା ଙ୍କ ଇଚ୍ଛା ନ ଥିଲେ ମଧ୍ୟ ଯୁବକ ଜଣକ ଜୋର୍ ଜବରଦସ୍ତି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖନ୍ତି।
Special Report
ଏପରି ଅନେକ ଥର ମହିଳା ଜଣକ ଗ-ର୍ଭ-ବ-ତୀ ହୋଇଛନ୍ତି।ଓ ତାଙ୍କ ପ୍ରେମିକ ତାଙ୍କୁ ମେଡିକାଲ ନେଇ ପିଲା କୁ ନଷ୍ଟ କରି ଦେଇଥିଲେ।ତିନି ମାସର ଗ-ର୍ଭ-ବ-ତୀ କୁ ସେ ନଷ୍ଟ କରିଛନ୍ତି।
ହେଲେ ବର୍ତ୍ତମାନ ସେହି ଯୁବକ ଜଣକ ବିବାହ କରିବା ପାଇଁ ରାଜି ହେଉ ନାହାନ୍ତି।ସେଥିପାଇଁ ମହିଳା ଜଣକ ଥାନାରେ ତାଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରେମିକ କୁ ଖୁବ୍ ଶୀଘ୍ର ଦଣ୍ଡ ଦିଆ ଯାଉ।ତାଙ୍କୁ ନ୍ୟାୟ ମିଳୁ।ଅନେକ ଥର ସେ ପୋଲିସ ଥାନା ରେ ଅଭିଯୋଗ କରିଛନ୍ତି।ହେଲେ ପୋଲିସ ମାନେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି।
ତାଙ୍କ ପ୍ରେମିକ କିଛି ଅର୍ଥ ଦେଇ ପୋଲିସ ମାନଙ୍କ ପାଟି କୁ ବନ୍ଦ କରି ଦେଉଛନ୍ତି।ଏଭଳି କିଛି ଗଣ ମାଧ୍ୟମ ଆଗରେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ଯୁବତୀ ଜଣକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.