Movie prime

ପାଣ୍ଡିଆନ ଙ୍କ ହାତରୁ ଗଲା ସବୁ ସୁବିଧା ସୁଯୋଗ ଆଉ ନବୀନ ନିବାସ ଏବେ ସେ କେବଳ ବିଜେଡି ର ଜଣେ ସାଧାରଣ କର୍ତ୍ତା..

 
Cc
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।୫ ଟି ଅଧ୍ୟକ୍ଷ ପଦ ରୁ ବାହାରିଲେ ଭି କେ ପାଣ୍ଡିଆନ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବିଜୁ ଜନତା ଦଳ ରେ ରହି ସରକାରୀ କ୍ଷମତା କୁ ଉପଭୋଗ କରୁ ଥିଲେ।
ସେ ଭାରତୀୟ ପ୍ରଶାସନିକ ବିଭାଗ ରେ ଚାକିରି କରୁ ଥିଲେ।ହେଲେ ଗତ ନଭେମ୍ବର ମାସ ରେ ସେ ସରକାରୀ ଚାକିରି ରୁ ଇସ୍ତଫା ଦେଇ ସବୁଦିନ ପାଇଁ ରାଜନୀତି ରେ ଯୋଗ ଦେଇ ଥିଲେ।ତେବେ ବର୍ତ୍ତମାନ ଏକ ବଡ ଖବର ଶୁଣିବାକୁ ମିଳୁଛି।
Vg
କୁହା ଯାଉଛି କି ୫ ଟି ଅଧ୍ୟକ୍ଷ ପଦ ରୁ ବାହାର କରା ଯାଇଚି ଭି କେ ପାଣ୍ଡିଆନ ଙ୍କୁ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ।ଗୋଟିଏ ପରେ ଗୋଟିଏ ବିବାଦ ରେ ଛନ୍ଦି ହେଉଛନ୍ତି ଭି କେ ପାଣ୍ଡିଆନ।ଆପଣ ମାନେ ଜାଣି ଥିବେ ଏହା ପୂର୍ବ ରୁ ତାଙ୍କୁ ଓଡ଼ିଶା ରୁ ଅନେକ ଥର ବିରୋଧ କରା ଯାଇଛି।
କିଛି ଦିନ ତଳେ ସରକାରୀ କାମ ରେ ହସ୍ତକ୍ଷେପ କରିବା ଯୋଗୁଁ ଅନେକ ବିବାଦ ଲାଗି ରହିଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି କରି ଥିଲେ।ଏହା ପରେ ଅନେକ ବିବାଦ ଲାଗି ରହିଥିଲା।
ବିଜୁ ଜନତା ଦଳ ର ଅନେକ ନେତା ମନ୍ତ୍ରୀ ମାନେ ଦଳ ଛାଡିବା ଆରମ୍ଭ କରି ଦେଇଛନ୍ତି।ନିର୍ବାଚନ କମିଶନର ଙ୍କ କାର୍ଯ୍ୟାଳୟ ରେ ହସ୍ତକ୍ଷେପ ଫଳ ରେ ତାଙ୍କୁ ତାଙ୍କ ପଦବୀ ରୁ ବାହାର କରା ଯାଇଛି।ବିଜେପି ଦଳ ର ଅଭିଯୋଗ ପରେ ଏଭଳି ଘଟି ଥିବାର ସୂଚନା ରହିଛି।
5ytt
ବିଜେପି ଦଳ ସି ଭିଜିଲ ଆପ ରେ ନିର୍ବାଚନ କମିଶନର ଙ୍କ ପାଖରେ ଅଭିଯୋଗ କରି ଥିଲା।ଏହି ଅଭିଯୋଗ ପରେ ତାଙ୍କୁ ୫ ଟି ଅଧ୍ୟକ୍ଷ ପଦ ରୁ ବାହାର କରି ଦିଆ ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେ ସରକାରୀ ଚାକିରି ଛାଡିବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ ରେ ସେ ବିଜେଡ଼ି ଦଳ ରେ ଯୋଗ ଦେଇ ଥିଲେ।
ଏହା ପରେ ତାଙ୍କୁ ୫ ଟି ଅଧକ୍ଷ ରୂପେ ବଛା ଯାଇ ଥିଲା।ତେବେ ଆଜି ଖବର ଆସିଚି ତାଙ୍କୁ ଏହି ପଦ ରୁ ବାହାର କରି ଦିଆ ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.