Movie prime

ଯେତେବେଳେ ପାଣ୍ଡିଆନ ଅତିଥି ହୋଇ ଆସନ୍ତି, ବିଜେଡି ର ନେତା ମାନେ ସବୁ ପାଣ୍ଡିଆନ ଙ୍କ ଅତିଥି ସତ୍କାର ରେ ଲାଗି ଯାଆନ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ କଥା ସାମ୍ନାକୁ ଆସିଛି କି ବଡ଼ ବଡ଼ ସମ୍ମିଳନୀ ମାନଙ୍କରେ ବିଜେଡ଼ି ନେତା ମାନେ ତମ୍ବୁ ଟଣା ଠାରୁ ଆରମ୍ଭ କରି ସବୁ କାମ କରୁଛନ୍ତି।
Special report
ଏବେ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଭଳି ଲୋକ , ଯେତେବେଳେ ତାଙ୍କର ବରଗଡ଼ କୁ ଯାଇଥିଲେ 5ଟି ସଚିବ ପାଣ୍ଡିଆନ ସେତେବେଳେ ଖାଇବା ,ଦରି ବିଛେଇବା, ଚୌକି ପକାଇବା, ମାଇକ ବାନ୍ଧିବା ଇତ୍ୟାଦି କରିଥିଲେ।
 ଆଉ ଯଦି ଏତେ ବଡ଼ ସିନିୟର୍ ଲୋକ ମାନେ ଏଭଳି କାମ କରିବେ ତାଙ୍କର ଆତ୍ମ ସମ୍ମାନ ଉପରେ ପ୍ରଶ୍ନ ଉଠୁଛି। ପାଣ୍ଡିଆନ ଙ୍କ ସଭା ରେ ଲୋକ ମାନଙ୍କୁ ଆଣିବା ଦାୟିତ୍ଵ ମଧ୍ୟ ଏବେ ବିଜେଡି ନେତା ମାନଙ୍କ ଦାୟିତ୍ଵ ସେମାନେ ହିଁ
ଏବେ ଏହି କାମରେ ଲାଗି ପଡିଛନ୍ତି। ଆଉ ପ୍ରତ୍ୟେକ ସଭା ରେ ମଧ୍ଯ ଶାଗୁଆ ରଙ୍ଗର ପତାକା ଲଗାଯାଇ ସଭା କରା ଯାଉଛି। ସେଥିରୁ ଜଣା ପଡୁଛି କି ତାହା ହେଉଛି ବିଜେଡ଼ି କାର୍ଯ୍ୟକ୍ରମ।
Special report
ଏହି ସମ୍ପର୍କରେ ଜଣେ ବରିଷ୍ଠ ନେତା କହିଛନ୍ତି କି ସେହି କାର୍ଯ୍ୟକ୍ରମ କୁ ଯିବା ମାତ୍ରେ ହିଁ ପାଣ୍ଡିଆନ ନିଶ୍ଚିତ ଭାବରେ ସସ୍ପେଣ୍ଡ ହେବା ଉଚିତ।ଯଦି ସେ ସଭା କୁ ଲୋକ ମାନଙ୍କୁ ସରକାରୀ ଲୋକ ମାନେ ଆଣୁ ଥିବେ
ତେବେ ତାହା ମଧ୍ୟ ହେଉଛି ସଂପୂର୍ଣ୍ଣ ଭାବରେ ବେଆଇନ। ଏବେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ଯାଜପୁର ରେ ଟଙ୍କା ବଣ୍ଟା ଚାଲିଛି। ମିଟିଂ କୁ ଆସିଲେ ଟଙ୍କା ଖାଇବା ଗାଡ଼ି ଭଡ଼ା ଏହି ତିନୋଟି ଜିନିଷ ମିଳୁଛି।
ଏଭଳି ବିରୋଧୀ ଦଳ ର ଜଣେ ବରିଷ୍ଠ ନେତା ତାଙ୍କର ସାକ୍ଷାତକାର ରେ ଅନେକ କଥା କହିଛନ୍ତି। ଆଉ ସେ ସବୁ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣଙ୍କୁ ଏହି କଥା ଶୁଣି ସାରିବା ପରେ କେତେଦୂର ଠିକ୍ ଓ କେତେଦୂର ଭୁଲ ଲାଗୁଛି ତାହା ଆପଣ ଆମକୁ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.