Movie prime

ପାଣ୍ଡିଆନ ଙ୍କ 5T ବ୍ୟାଗ ଆଉ ୧୦୦୦ ଟଙ୍କା ପାଇ ମହିଳା ଖୁସ,ଯାହା ବି ହେଇଯାଉ ଆମେ ଏଥର ନବୀନ ଙ୍କୁ ଭୋଟ ଦେବୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ର ମାହୋଲ ବର୍ତ୍ତମାନ ସମୟରେ ସରଗରମ ହୋଇ ରହିଛି। ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସେତେ ନେତା ମାନେ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି।
Special report
ତାଙ୍କର ଏକମାତ୍ର ଲକ୍ଷ କି କିଭଳି ଭାବରେ ସେମାନେ ଲୋକ ମାନଙ୍କ ଭଲ ପାଇବା ପାଇ ପାରିବେ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ତାଙ୍କର ପ୍ରୟାସ ଜାରୀ ରଖିଛନ୍ତି।
ଆପଣ ମାନେ ଜାଣିଥିବେ କି ଏବେ ନୂଆ ଓଡ଼ିଶା ଓ ନବୀନ ଓଡ଼ିଶାର ଚର୍ଚ୍ଚା ଚାରିଆଡେ ଖୁବ ହେବାରେ ଲାଗିଛି। ରାଜ୍ଯ ସରକାର ମଧ୍ୟ ଲୋକ ମାନଙ୍କ ଅସୁବିଧା କୁ ନଜର ରେ ରଖି ଅନେକ ଯୋଜନା ମାନ ଆଣିଛନ୍ତି।
ଏଭଳି କି ଏବେ ଲୋକ ମାନଙ୍କୁ ଆଉ ଏକ ସୁବିଧା ଯୋଗାଇ ଦିଆ ଯାଉଛି। ରାସନ କାର୍ଡ ଥିବା ହିତାଧୀକାରୀ ମାନଙ୍କୁ ଗୋଟେ ୧୦ କିଗ୍ରା ଓ ଗୋଟେ ୨୦ କିଗ୍ରା ଚାଉଳ ନେବା ପାଇଁ ବ୍ୟାଗ ପ୍ରଦାନ କରିଛନ୍ତି।
Special report
ଏଥି ସହ ଲୋକ ମାନଙ୍କୁ ଚଳିବା ପାଇଁ ଅସୁବିଧା ହେଉଥିବା କାରଣରୁ ତାଙ୍କୁ ୧ ହଜାର ଟଙ୍କା ଲେଖାଏଁ ସେ ପ୍ରଦାନ ମଧ୍ୟ କରୁଛନ୍ତି। ଏଥିପାଇଁ ଦୁଇ ଦୁଇଟି ବ୍ୟାଗ ସହ ୧ ହଜାର ଟଙ୍କା ନେଇ ଲୋକ ମାନେ ଖୁବ ଖୁସୀ ଅଛନ୍ତି।
ପ୍ଲାଷ୍ଟିକ ର ବର୍ଜନ ପାଇଁ ଏହି ଝୋଟ ତିଆରି ମଜବୁତ ବ୍ୟାଗ ଦିଆ ଯାଉଛି। ଏହାକୁ ନେଇ ଲୋକମାନେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ନମ୍ବର୍ ୱାନ ମୁଖ୍ୟମନ୍ତ୍ରୀ ,
ସେଥିପାଇଁ ସେ ଗରୀବ ଲୋକ ମାନଙ୍କ ଦୁଃଖ ବୁଝି ପାରି ତାଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଏହା ଦ୍ବାରା ମଧ୍ଯ ସେ ବିଶେଷ ଭାବରେ ଲାଭବାନ ହୋଇ ପାରିବେ।
ନବୀନ ପଟ୍ଟନାୟକ ଏବେ ଲୋକ ମାନଙ୍କ ମନ ଜିତି ସାରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଝୋଟ ବ୍ୟାଗ ଓ ୧ ହଜାର ଟଙ୍କା ପ୍ରଦାନକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.