Movie prime

ଓଡ଼ିଶା କୁ ପଣ୍ଡିଆନ୍ ହାତରେ ନବୀନ ବାବୁ ଲିଜ ରେ ଦେଇ ଦେଇଛନ୍ତି, ସରକାରୀ ଅର୍ଥ ରେ ବୁଲୁଛନ୍ତି ପାଣ୍ଡିଆନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡ଼ିଶାରେ ବର୍ତ୍ତମାନ ସମୟରେ ଚାଲିଛି ଲିଜ ସରକାର। ପାଣ୍ଡିଆନ ଙ୍କୁ ଲିଜ ରେ ସରକାର ଦେଇଛନ୍ତି ନବୀନ ପଟ୍ଟନାୟକ। ଜେଲ ଯିବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ।
Special report
କୋର୍ କମିଟି ମିଟିଂ ପରେ ବିଜେପି ଦେଇଛି ଏଭଳି କିଛି ବିସ୍ପୋରକ ବୟାନ। ବଡ଼ କଥା କହିଦେଇଛନ୍ତି ଜୟ ନାରାୟଣ। ଆଉ ବିରୋଧୀ ଦଳ କଥାରେ କେତେ ସତ୍ୟତା ରହିଛି ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି।
ଆସୁ ଆସୁ ବିଜେଡ଼ି ଉପରେ ବର୍ଷିଛନ୍ତି ଜୟ ନାରାୟଣ। ଅନେକ ଦିନ ଧରି ସେ ମିଡିଆ ଠାରୁ ଦୂରେଇ ରହୁଥିଲେ। ଏବେ କୁହା ଯାଉଛି କି ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନ ଙ୍କୁ ଲିଜ ରେ ସରକାର୍ ଦେଇ ଦେଇଛନ୍ତି।
Special report
ଜଣେ ସଚିବ କୁ ସରକାର ଦେଇ ଗଣତନ୍ତ୍ର କୁ ଉପହାସ କରୁଛନ୍ତି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ। ଖୁବ୍ ଶୀଘ୍ର ଦୁହେଁ ବନ୍ଧା ହେବେ ବୋଲି ବୟାନ ଦେଇଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର।
ସେ କହିଛନ୍ତି କି ଏଥର ଲଢ଼େଇ ଜୋରଦାର ହେବ ଆଉ ଏଥର ନିଶ୍ଚିତ ଭାବରେ ନବୀନ ପଟ୍ଟନାୟକ ମଧ୍ୟ ପଦଚ୍ୟୁତ ହେବେ। ଓଡ଼ିଶା ସରକାର ଙ୍କୁ ବିଭିନ୍ନ ମୁଦ୍ଦା ଉପରେ ଆଟେକ୍ କରିବା ସହ ତୃଣମୂଳ ସ୍ତରରେ ବିଜେପି ନିଜର ପତିଆରା ଜାହିର କରିବାକୁ ନେଇ ହୋଇଛି ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା।
Special report
ମୁଖ୍ୟମନ୍ତ୍ରୀ ଙ୍କ ସଚିବ କିଭଳି ଭାବରେ ସରକାରୀ ହେଲିକପ୍ଟର କୁ ସରକାରୀ କାର୍ଯ୍ୟରେ ଲଗାଉଛନ୍ତି ଓ ବାହାଘର ଭୋଜି ଖାଇବାକୁ ପାଣ୍ଡିଆନ ମଧ୍ୟ ହେଲିକପ୍ଟର ନେଇ ଯାଉଛନ୍ତି।
ଆଉ ଏହି ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା ବିଜେପି। ସେମାନେ କହିଛନ୍ତି କି ମୂଖ୍ୟମନ୍ତ୍ରୀ ଙ୍କ ସଚିବ ବର୍ତ୍ତମାନ୍ ପର୍ଯ୍ୟନ୍ତ ହେଲିକପ୍ଟର ରେ ବୁଲି ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ବୋଲି ଏବେ ଏହା କୁହା ଯାଉଛି।
ଏଭଳି ଅନେକ କଥା ମଧ୍ୟ କୁହା ଯାଇଛି। ତେବେ ଏହି ଘଟଣା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।