Movie prime

ପାଣ୍ଡିଆନ ଙ୍କ କଥା ଶୁଣି ରାଗିଗଲେ ସୁର : ହେ ଯାଅ ମ, ସେ ପାଣ୍ଡିଆନ କୁ କେହି ଭୋଟ ଦେବନି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବିଜେଡି ନେତା ଭି କେ ପାଣ୍ଡିଆନ ଙ୍କୁ।ନିକଟ ରେ ସେ ବିଜୁ ଜନତା ଦଳ ରେ ଯୋଗ ଦାନ କରିଛନ୍ତି।ସେ ଜଣେ ଅଣ ଓଡ଼ିଆ ହୋଇ ମଧ୍ୟ ଓଡ଼ିଶା ମାଟି ରେ ଦୀର୍ଘ ଦିନ ଧରି ରହି ଆସିଛନ୍ତି।
Special report
ସେ ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତି ହୋଇ ଥିଲେ।ଏହା ପରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫ ଟି ସଚିବ ଭାବେ ନିଯୁକ୍ତି ଦେଇଥିଲେ।ଧୀରେ ଧୀରେ କରି ସେ ଏବେ ଓଡ଼ିଶା ର ରାଜନୀତି ରେ ପ୍ରବେଶ କରିଛନ୍ତି।
ଏବେ ଲୋକ ମାନେ କହୁଛନ୍ତି କି ଭି କେ ପାଣ୍ଡିଆନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉତ୍ତରାଧିକାରୀ ହୋଇ ପାରନ୍ତି।ସେ ମୁଖ୍ୟ ମନ୍ତ୍ରୀ ଙ୍କ ସହଯୋଗ ରେ ଏତେ ବାଟ ରେ ଆସି ପହଞ୍ଚି ସାରିଲେଣି।ଆଜି ତାଙ୍କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।
ସେ ବିଜେଡି ଦଳ କୁ ସମାଲୋଚନା କରି ଅନେକ କଥା କହିଛନ୍ତି।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାଙ୍କ କହିବା ମୁତାବକ ବିଜେଡି ଦଳ ର ନେତା ନବୀନ ପଟ୍ଟନାୟକ ଆଉ ଓଡ଼ିଶା ରେ ଜିତି ପାରିବେ ନାହିଁ
Special report
ଏଥର ଓଡ଼ିଶା ର ଲୋକ ମାନେ ସଚେତନ ହେଲେଣି।ସେମାନେ ଆଉ ବିଜେଡି ଉପରେ ଭରଷା ରଖି ପାରୁ ନାହାଁନ୍ତି। ଗତ କାଲି ଭି କେ ପାଣ୍ଡିଆନ ବିଜେଡି ଦଳ ରେ ମିଶିବା ପରେ ଚର୍ଚ୍ଚା ଜୋର୍ ଧରିଛି।
ଓଡ଼ିଆ ଲୋକ ମାନେ ବଡ ସ୍ଵାଭିମାନୀ।ସେମାନେ ଏବେ ନିଜ ସ୍ବାର୍ଥ କୁ ଦେଖିବେ।ସେମାନଙ୍କ ପାଇଁ କଣ ଭଲ କଣ ଖରାପ ସେମାନେ ବୁଝି ସାରିଲେଣି।ଏବେ ତାଙ୍କ ନିଜ ଦଳ ର ଲୋକ ମାନେ ତାଙ୍କୁ ସମର୍ଥନ କରି ନାହାନ୍ତି।
ଆଜି ଯାଏଁ ଓଡ଼ିଶା ର ଯେତେ ସବୁ ଉନ୍ନତି ହୋଇଚି ତାହା କେବଳ ଭି କେ ପାଣ୍ଡିଆନ ଙ୍କ ପାଇଁ।ସେ ମୁଖ୍ୟ ମନ୍ତ୍ରୀ ଙ୍କ ସହିତ ସବୁବେଳେ ରହି ନୂଆ ନୂଆ ଯୋଜନା ପ୍ରସ୍ତୁତ କରନ୍ତି।ଓ ଲୋକ ଙ୍କ ସମ୍ମୁଖ ରେ ସେସବୁ ଉପସ୍ଥାପନା କରନ୍ତି।