Movie prime

କିଏ ଭରୁଛି ବାବୁ ପାଣ୍ଡିଆନ ଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ, ଥରକେ ଏତେ ଟଙ୍କା ଉଡେଇ ଦେଉଛନ୍ତି ବୁଲିବାରେ , ଦାମ ଜାଣିଲେ ମୁଣ୍ଡ ରେ ହାତ ଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି କି କାହା ଟଙ୍କା ରେ ବିମାନ ଉଡୁଛନ୍ତି ପାଣ୍ଡିଆନ? କିଏ ଦେଉଛି ପାଣ୍ଡିଆନ ଙ୍କ ବିମାନ ଭଡ଼ା?
Special report
ଯେବେଠୁ ପାଣ୍ଡିଆନ ଘନ ଘନ ବିମାନ ବା ହେଲିକପ୍ଟର ରେ ଉଡ଼ୁଛନ୍ତି ସେବଠୁ ବାଣିଜ୍ୟ ଓ ପରିବହନ ବିଭାଗ ବିନା ଟେଣ୍ଡର ରେ ବିମାନ ପରିବହନରେ ଆଣୁଛନ୍ତି।5T ସଚିବ ଙ୍କ ପାଇଁ ଏବେ 5T ନୀତି କୁ ପାଳନ କରାଯାଉନି ବୋଲି ମଧ୍ୟ କୁହା ଯାଉଛି।
5T ସଚିବ ଙ୍କ ବିମାନ ଉଡାଣ ରେ ମଧ୍ୟ ଏବେ ଅନେକ ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି। ପାଣ୍ଡିଆନ ଙ୍କ ହେଲିକପ୍ଟର ଯାତ୍ରା କୁ ନେଇ ପରିବହନ ବିଭାଗ କୁ ପ୍ରଶ୍ନ କରାଯାଇଛି ହେଲେ ସେପରି କିଛି ତଥ୍ୟ ନାହିଁ ବୋଲି କୁହା ଯାଇଛି।
ଯଦି ପରିବହନ ବିଭାଗ ନିକଟରେ ହେଲିକପ୍ଟର ଭଡ଼ା ସମ୍ପର୍କିତ ଉତ୍ତର ନାହିଁ ତେବେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଯେଉଁ ବିମାନର ବ୍ଯବହାର କରୁଛନ୍ତି ତାହାର ଭଡ଼ା କିଏ ଦଉଛି।
Special report
ସେଥିପାଇଁ ଏବେ ପ୍ରଶ୍ନ ଉଠିଛି କି ଯଦି ପରିବହନ ବିଭାଗ ପାଣ୍ଡିଆନ ଙ୍କ ଜିଲ୍ଲା ଗସ୍ତ ପାଇଁ ଭଡା ଦେଉ ନାହିଁ ।ତେବେ ଜିଲ୍ଲା ଗ୍ରସ୍ତ ଓ ଅନ୍ୟାନ୍ୟ ଗସ୍ତ ପାଇଁ ଯେଉଁ ହେଲିକପ୍ଟର ର ବ୍ୟବହାର କରାଯାଇଛି
 ତାହା କେଉଁ ବିଦ୍ୟାଳୟ ର କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଉ ନାହିଁ ତ? ନା କେହି ବ୍ୟକ୍ତି ଓ ସଂସ୍ଥା ଏହି ବିମାନ ଭଡ଼ା ଦେଉଛନ୍ତି। ସେଥିପାଇଁ କୁହା ଯାଇଛି କି ଭିକେ ପାଣ୍ଡିଆନ ନିଜ ଅର୍ଥରେ ହିଁ ଏହି ବିମାନରେ ସେ ବୁଲୁ ଛନ୍ତି।
ପୂର୍ବରୁ ଏହା କୁହା ଯାଇଥିଲା କି ମୁଖ୍ୟମନ୍ତ୍ରୀ ଙ୍କ ସଚିବ କୁ ଜିଲ୍ଲା ଗ୍ରସ୍ତ ପାଇଁ କୌଣସି ପ୍ରକାରର ଲିଖିତ ଭାବରେ ନିର୍ଦ୍ଦେଶ ନଥିଲା। ଏଥିପାଇଁ ମଧ୍ୟ ପାଣ୍ଡିଆନ ଙ୍କ ଜିଲ୍ଲା ଗ୍ରସ୍ତ ପାଇଁ ହେଲିକପ୍ଟର ର ବ୍ୟବସ୍ଥା କୌଣସି ସଂସ୍ଥା କୁ ଦିଆଯାଇ ନଥିଲା।
ତେଣୁ ପାଣ୍ଡିଆନ ଓ ଅନ୍ୟ କର୍ମଚାରୀ ମାନେ କିପରି ବିମାନରେ ଯାଉଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.