Movie prime

ପାଣ୍ଡିଆନ୍ ଙ୍କ ସହ ହସି ହସି ବସ୍ ରେ ଯାତ୍ରା କଲେ ନବୀନ, ଆଉ ନୂଆ ଯୋଜନା ର କଲେ ଶୁଭାରମ୍ଭ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଲକାନଗିରି ରୁ ଶୁଭାରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୬ ଟି ବସ ଏହି ଯୋଜନାରେ ଗଡୁଛି।
ଏହି ଯୋଜନାର ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ମଧ୍ଯ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି କି ମାଲକାନଗିରି ତାଙ୍କ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ କାରଣ ସେ ଟଙ୍କିକିଆ ଚାଉଳ ଦେବା ମଧ୍ୟ ଏଠାରୁ ଆରମ୍ଭ କରିଥିଲେ।
ଆଉ ଏଥିପାଇଁ ମଧ୍ୟ ସେ ବେଶ ଖୁସୀ ଥିବାର ମଧ୍ୟ କହିଛନ୍ତି। ସେ କହିଛନ୍ତି କି ଅର୍ଥନୀତି କୁ ଏହା ମଜଭୁତ କରିବା ସହ ଗାଁ ଗାଁ ରେ ମଧ୍ୟ ସମୃଦ୍ଧି କରିବ। ଏହି ଯୋଜନାରେ ମଧ୍ୟ ଏକ ହଜାର ରୁ ଅଧିକ ବସ ମଧ୍ୟ ମିଳିବ।
Special report
ଏଥି ସହ ୧୧ ଟି ପଞ୍ଚାୟତ କୁ ମଧ୍ୟ ବସ ସେବା ଯୋଗାଇ ଦିଆ ଯିବ। ଆଜିଠାରୁ ପଞ୍ଚାୟତ ରେ ବିକାଶର ଧାରା ଆରମ୍ଭ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଆଉ ଏହାକୁ ନେଇ ଲୋକମାନେ ମଧ୍ୟ ଖୁସୀ ଅଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ କି ଏହି ଯୋଜନା ହେଉଛି ବିକାଶର ଆଧାର। ଏହି ଯୋଜନା ଘରେ ଘରେ ଖୁସୀ ମଧ୍ୟ ଆଣିବ।୨୦୦ କୋଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସବୁ ଦିଗ କୁ ଦୃଷ୍ଟି ରଖି ଲୋକ ମାନଙ୍କ ଉନ୍ନତୀ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଏହି ଲକ୍ଷ୍ମୀ ବସ ଯୋଜନା ମଧ୍ୟ ଲୋକ ମାନଙ୍କ ପାଇଁ ବେଶ ଲାଭଦାୟକ ମଧ୍ୟ ହେବ।
ଯାହାକୁ ନେଇ ଲୋକମାନେ ମଧ୍ୟ ବେଶ ସୁବିଧାରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରି ପାରିବେ। ଆଉ ତାଙ୍କର ଅଧିକ ପଇସା ମଧ୍ୟ ଖର୍ଚ୍ଚ ହେବ ନାହିଁ। ସେଥିପାଇଁ ଏହି ଯୋଜନା କୁ ଅନେକ କ୍ଷେତ୍ରରେ ଲୋକମାନେ ସମର୍ଥନ ମଧ୍ଯ କରିଛନ୍ତି।
ତେବେ ଆପଣ ମାନେ ସରକାର ଙ୍କ ଏହି ଯୋଜନା ପ୍ରତି କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଆଦୌ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.