Movie prime

ପାଣ୍ଡିଆନ ଙ୍କ ଉପରେ କାଳୀ ମାଡ କରିଥିବା ଭାସ୍କର ଏବେ ବିଜେପି ରୁ ଟିକେଟ ପାଇ ଲଢିବ ନିର୍ବାଚନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାଣ୍ଡିଆନ ଙ୍କୁ କାଳୀ ମାରି ରାତାରାତି ଷ୍ଟାର ହୋଇ ଗଲେ ଭାସ୍କର। କାଳୀ ମାଡ଼ ପାଇଁ ଭାସ୍କର ଙ୍କୁ ଏବେ ପ୍ରଶଂସା କରୁଛି ସାରା ଦେଶ। ଯେତେ ଯାହା ହୋଇ ଗଲେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଲେ ଭାସ୍କର।
Special report
ଏବେ ସବୁଠାରେ କେବଳ ତାଙ୍କରି ସମ୍ପର୍କରେ ହିଁ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଦେଶର ଲୋକ ମାନେ ଏବେ ତାଙ୍କୁ ପ୍ରଶଂସା ରେ ପୋତି ପକାଇଛନ୍ତି।
ଏଭଳି କି ଭାସ୍କର ଙ୍କୁ ନିର୍ବାଚନ ରେ ପାର୍ଥି ହେବା ପାଇଁ ଅନେକ ନିବେଦନ ମଧ୍ୟ କରାଯାଉଛି। ସେ ନିର୍ବାଚନ ଲଢ଼ିଲେ ତାଙ୍କୁ ଜିତାଇବେ ବୋଲି ମଧ୍ୟ ଲୋକ ମାନେ କହୁଛନ୍ତି।
ଓଡ଼ିଶାର 5T ସଚିବ ଭିକେ ପାଣ୍ଡିଆନ ଙ୍କୁ ପୁରୀ ର ସତ୍ୟବାଦୀ ଠାରେ କାଳୀ ମାଡ଼ ହୋଇଥିଲା। ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପହଞ୍ଚି ଥିଲେ ଭିକେ ପାଣ୍ଡିଆନ। ହେଲେ ମଞ୍ଚ ଉପରକୁ ଯିବା ପୂର୍ବରୁ ଘଟିଗଲା ଏଭଳି ଏକ ଅଭାବନୀୟ ଘଟଣା।
ମଞ୍ଚ ଉପରକୁ ଯିବା ସମୟରେ ହିଁ ସିଧା ସଳଖ ଭିକେ ପଣ୍ଡିଆନ ଙ୍କ ମୁହଁ ଉପରକୁ ଭାସ୍କର କରିଥିଲେ କାଳୀ ମାଡ଼। ଖାଲି ସଚିବ ନୁହଁନ୍ତି ସେଠାରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ ଙ୍କ ଉପରେ ମଧ୍ୟ ପଡିଥିଲା ଏହି କାଳୀ।
Special report
ଏଠାରେ ଉପସ୍ଥିତ ଥିବା ଭିନ୍ନ ଭିନ୍ନ ଲୋକ ମାନେ ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ଭାସ୍କର ସାହୁ ଙ୍କ ଏହି ଘଟଣାକୁ କୁ ନେଇ ଆଉ ଏବେ ତାଙ୍କର ପରିଚୟ କୁ ନେଇ ସୃଷ୍ଟି ହେଉଛି ଏବେ ଅନେକ ପ୍ରଶ୍ନ।
କଣ ହୋଇ ପରେ ଏହା ପଛର କାରଣ? ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ? ଏବେ ଏନେଇ ଅନେକ ପ୍ରଶ୍ନ ମଧ୍ଯ ଉଠିଛି। ଏନେଇ ବିଜେପି ସିଧା ସଳଖ ଟାର୍ଗେଟ କରିଛି ବିଜେପି କୁ। ହେଲେ ବିଜେପି ତାର ପ୍ରତିକ୍ରିୟା ରେ ସଫା ସଫା ମନା କରି ଦେଇଛି।
ଏଭଳି ଘୃଣ୍ୟ କାର୍ଯ୍ୟ ତାଙ୍କ ଦଳ କେବେ କରି ପାରିବ ନାହିଁ ବୋଲି ମଧ୍ୟ ସେ ବାରଣ କରି ଦେଇଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.