Movie prime

ପୋଲସରା ରେ ପାଣ୍ଡିଆନ ଙ୍କୁ ତୀବ୍ର ବିରୋଧ କଲେ ସାଧାରଣ ଲୋକେ, କହିଲେ ଦିନେ ନାଇଁ କାଳେ ନାଇଁ ଆଉ ନିର୍ବାଚନ ପାଖେଇ ଆସିଲା ବୋଲି ଆସିଗଲେ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ରାଜନୀତି ବିଷୟ ରେ ଆପଣ ମାନେ ଅଳ୍ପ ବହୁତ ଜାଣି ଥିବେ।ରାଜନୀତି ରେ ବିଭିନ୍ନ ଦଳ ସବୁବେଳେ ପରସ୍ପର କୁ ବିରୋଧ କରି ଥାନ୍ତି।ଭି କେ ପାଣ୍ଡିଆନ ଙ୍କ ବିରୋଧ ରେ ଏବେ ରାଜନୀତି ଖୁବ୍ ଚାଲିଛି।ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ।
Special report
ସେ ମୁଖ୍ୟମନ୍ତ୍ରୀ ଙ୍କ ସ୍ଥାନ ରେ ବିଭିନ୍ନ ସମୟ ରେ ବିଭିନ୍ନ ଜିଲ୍ଲା କୁ ଗ୍ରସ୍ତ କରି ନୂଆ ନୂଆ ବିକାଶ ମୂଳକ କାର୍ଯ୍ୟକ୍ରମ ହାତ କୁ ନେଉଛନ୍ତି।ଆଉ କିଛି କ୍ଷେତ୍ର ରେ ବିକାଶ ମଧ୍ୟ କରୁଛନ୍ତି।ଏବେ ସୋସିଆଲ ମିଡ଼ିଆ ରେ ତାଙ୍କୁ ଖୁବ୍ ବିରୋଧ କରା ଯାଉଚି।
ଏହି କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା କୁ ଗ୍ରସ୍ତ କରିଥିଲେ।ସେଠାରେ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହାକୁ ଦେଖିବା ପାଇଁ ବିଜେଡି ନିଲମ୍ବିତ ପ୍ରଦୀପ ନାୟକ ଆସି ଥିଲେ।ହେଲେ ତାଙ୍କୁ ସଭା କୁ ଆସିବା ପାଇଁ ଦିଆ ଯାଇ ନ ଥିଲା।
Special report
ତାଙ୍କ ଗାଡ଼ି କୁ ଅଟକାଇ ତାଙ୍କ ଉପର କୁ ଅଣ୍ଡା ଓ ପଥର ମାଡ କରା ଯାଇଥିଲା।ଏହା ପରେ ସେ ସନ୍ଧ୍ୟା ରେ ଏକ ପ୍ରେସ ମୀଟ ଡକାଇ ଥିଲେ।ଓ ଏଠାରେ ସେ ସରକାର ଙ୍କ ବିରୋଧ ରେ ଅନେକ ମନ୍ତବ୍ୟ ଦେଇଥିଲେ।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Special report
ଏହା ପରେ ପୋଲସରା ଗ୍ରାମ ପଞ୍ଚାୟତ ରେ ମଧ୍ୟ ଭି କେ ପାଣ୍ଡିଆନ ଙ୍କୁ ଖୁବ୍ ବିରୋଧ କରା ଯାଇଥିଲା।ପୋଲସରା ଅଞ୍ଚଳ ର ବିଧାୟକ ଙ୍କୁ ସେମାନେ ହଟାଇବା ପାଇଁ ସେମାନେ ରାସ୍ତା ରେ ଆନ୍ଦୋଳନ କରିଥିଲେ।ସେଠାରେ ଏହି କିଛି ଦିନ ତଳେ ଏକ ଗ-ଣ-ଦୁ-ଷ୍କ-ର୍ମ ହୋଇ ଥିଲା।
Special report
ଏଥିରେ ବିଧାୟକ ଅଛନ୍ତି ବୋଲି ସୂଚନା ମିଳୁଚି।ସେଥିପାଇଁ ଲୋକ ମାନେ ସେଠାରେ ଆନ୍ଦୋଳନ ଚଳାଇ ଛନ୍ତି।ସେମାନଙ୍କ କହିବା ଅନୁସାରେ ଭି କେ ପାଣ୍ଡିଆନ ସବୁଆଡେ ବୁଲି ଅନେକ।ବିକାଶ ମୂଳକ କାର୍ଯ୍ୟ କ୍ରମ କରୁଛନ୍ତି।
କିନ୍ତୁ ତାଙ୍କ ଅଞ୍ଚଳ ରେ ଏସବୁ କିଛି ବି ହେଉ ନାହିଁ।ଲୋକେ ଏବେ ବି ଦାଦନ ଖଟିବାକୁ ଯାଇଛନ୍ତି।ରାସ୍ତା ର ଅଭାବ,ଜଳ ର ଅଭାବ ଦେଖା ଦେଇଛି।ତେବେ ଏ ସରକାର ଥିଲେ କିଛି ଲାଭ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.