Movie prime

ଲୋକ ପ୍ରୀୟତା ରେ ନବୀନ ଙ୍କ ପରେ ପାଣ୍ଡିଆନ।ପାଣ୍ଡିଆନ୍ କୁ ଦେଖି ଚୋର ଭଳିଆ ଲୁଚି ଯାଉଛନ୍ତି ବିରୋଧୀ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେଉଁ ଅଫିସର୍ ଙ୍କ ଲକ୍ଷ ହେଉଛି ଓଡିଶାର ବିକାଶ ଓ ଯାହାଙ୍କ ଇଚ୍ଛା ହେଉଛି ଓଡ଼ିଶାର ଲୋକ ମାନଙ୍କର ସ୍ବାର୍ଥ। ତାଙ୍କର ନିଜ କ୍ଷମତା ପାଇଁ ଆଦୌ ଲୋଭ ନାହିଁ କି ଏହା ପଛରେ ତାଙ୍କର କିଛି ସ୍ବାର୍ଥ ମଧ୍ୟ ନାହିଁ।
Special report
ସେ ହେଉଛନ୍ତି ଏଭଳି ଏକ ବ୍ୟକ୍ତିତ୍ଵ ଯାହା ଆଗରେ ଫିକା ପଡ଼ିଯାଏ ବିରୋଧୀ ଦଳର ସବୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ସେଥିପାଇଁ ରୂପାନ୍ତରଣ କାର୍ଯ୍ୟରେ ବାଧା ଦେବା ଓ ଏହି କାର୍ଯ୍ରୁ ନିବୃତ କରିବା ପାଇଁ,
ବିରୋଧୀ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ସବୁ କିଛି ତାଙ୍କ ଆଗରେ ଫେଲ୍ ମାରିଛି। ତାଙ୍କର ସେବା ଓ କାର୍ଯ୍ୟ ଆଗରେ ଫିକା ପଡ଼ି ଯାଇଛି ବିରୋଧୀ ଙ୍କ ସବୁ ବିରୋଧ।
ଓଡ଼ିଶାର କୋଟି କୋଟି ଜନ ସାଧାରଣ ଙ୍କ ଭଲ ପାଇବା ଆଗରେ ହାତ ଗଣତି ଏହି କେତୋଟି ବିରୋଧୀ ଙ୍କ ବିରୋଧ କଣ ସତରେ ଅଟକାଇ ପାରିବ? ଏଥିପାଇଁ ସେ ସର୍ବଦା କୁହନ୍ତି କି ସେ ଲୋକ ମାନଙ୍କ ପାଖକୁ ଯିବେ। ତେଣିକି ତାଙ୍କୁ ଅଣ୍ଡା ମାଡ଼, କାଳୀ ମାଡ଼ କି ଗୁଳି ମାଡ଼ ହେଉ।
Special report
ହେଲେ ଲୋକଙ୍କ ପାଖକୁ ଯିବା ପାଇଁ ତାଙ୍କୁ କେହି ହେଲେ ମଧ୍ୟ ଅଟକାଇ ପାରିବେ ନାହିଁ। ଆଜ୍ଞା ହଁ ପାଣ୍ଡିଆନ ଙ୍କୁ ଦେଖି ଅସହିଷ୍ଣୁ ହୋଇ ପଡ଼ୁଛନ୍ତି ବିକାଶ ବିରୋଧୀ। ଚକ୍ରାନ୍ତକାରୀ ଙ୍କୁ ଶାଣିତ ଜବାବ ଦେଲେ ୫ ଟି ଚେୟାରମେନ।
ସେ କହିଥିଲେ କି ଲୋକଙ୍କ ପାଖକୁ ଯିବା ପାଇଁ ତାଙ୍କ କେହି ଅଟକାଇ ପାରିବେ ନାହିଁ। ପାଣ୍ଡିଆନ ଙ୍କୁ ଓଡ଼ିଶାର ରୂପାନ୍ତରଣ ର ସାରଥୀ ବୋଲି କୁହା ଯାଇଥାଏ। ତାଙ୍କୁ ପାଖରେ ଦେଖିଲେ ଆତ୍ମ ବିଭୋର ହୋଇ ଯାଆନ୍ତି ସଧାରଣ ଜନତା।
ଏହି ୫ ଟି ଚେୟାର ମ୍ୟାନ ଙ୍କ ସମ୍ପର୍କରେ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ଜନ ସେବା ଦେଖି ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଗଞ୍ଜାମ ଏକ ସଭାରେ ଯେତେବେଳେ ସେ ଉଦବୋଧନ ହେଉଥିଲେ
ସେତେବେଳେ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଅଣ୍ଡା ମାଡ଼ କରିଥିଲେ। ହେଲେ ତାହା ତାଙ୍କୁ ପ୍ରଭାବିତ କରି ନଥିଲା। ସେହି ହସହସ ମୁହଁରେ ହିଁ ସେ ହାତ ମିଶାଇ ଥିଲେ ଓ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ।