Movie prime

Pandian ଙ୍କୁ ସୁରକ୍ଷା ଦେବେ ମା କଟକ ଚଣ୍ଡୀ : ସକାଳୁ ସକାଳୁ ଦର୍ଶନ କରି ମା ଙ୍କ ନେଲେ ଆଶୀର୍ବାଦ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଭଲ ଭାବେ ଭି କେ ପାଣ୍ଡିଆନ ଙ୍କୁ ଜାଣି ଥିବେ।ସେ ଆଗରୁ ଭାରତୀୟ ପ୍ରଶାସନିକ ସେବା ରେ ଚାକିରି କରିଥିଲେ।ପରେ ସେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ପାଇ ଥିଲେ।
Special Report
ମୁଖ୍ୟ ମନ୍ତ୍ରୀ ଙ୍କ ପରାମର୍ଶ ରେ ସେ ଓଡ଼ିଶା ର ବିଭିନ୍ନ ଜିଲ୍ଲା କୁ ଗ୍ରସ୍ତ କରୁଥିଲେ।ଏବେ ସେ ବିଜେଡି ଦଳ ର ଜଣେ ନେତା ରୂପେ ପରିଚିତ।ସେ ନିଜ କାର୍ଯ୍ୟ ବଳ ରେ ଏବେ ସମସ୍ତଙ୍କ ନିକଟ ରେ ଏବେ ପରିଚିତ ହୋଇ ଛନ୍ତି।
ଆଜି ସେ ସାରା ଓଡ଼ିଶା ର ଲୋକ ଙ୍କ ନିକଟ ରେ ପରିଚିତ।ତାଙ୍କ କାର୍ଯ୍ୟ ଦକ୍ଷତା କୁ ଦେଖି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏତେ ବଡ ପଦବୀ ଦେଇଛନ୍ତି।ପୁରୀ ଜଗନ୍ନାଥ ମନ୍ଦିର କୁ ଉନ୍ନତି କରିବା ପାଇଁ ତାଙ୍କ ର ଭୂମିକା ରହିଛି।
ଓଡ଼ିଶା ର ବିଭିନ୍ନ ଜିଲ୍ଲା କୁ ସେ ଏବେ ଗ୍ରସ୍ତ କରି ଲୋକଙ୍କ ପାଇଁ କାମ କରୁଛନ୍ତି।କିଛି ଲୋକ ମାନେ ତାଙ୍କୁ ବିରୋଧ କରୁଥିବା ବେଳେ କିଛି ଲୋକ ମାନେ ତାଙ୍କୁ ସମର୍ଥନ କରିଛନ୍ତି।
Special Report
ଏବେ ସେ ଓଡ଼ିଶା ର ଘରେ ଘରେ ପରିଚିତ।ସେ ଆଜି କଟକ ଜିଲ୍ଲା ରେ ଥିବା ମା କଟକ ଚଣ୍ଡୀ ଙ୍କ ମନ୍ଦିର କୁ ଯାଇ ଥିଲେ।ସେଠାରେ ତାଙ୍କର ସ୍ଵାଗତ କରା ଯାଇ ଥିଲା।ମନ୍ଦିର ଭିତରେ ମା ଙ୍କୁ ଦର୍ଶନ କରିବା ସହିତ ଦୀପ ଜଳାଇ ଥିଲେ।
ଏହା ପରେ ମନ୍ଦିର ପୂଜକ ମାନଙ୍କ ସହିତ କିଛି ସମୟ କଥା ହୋଇ ଥିଲେ।ମା ଙ୍କ ଠାରୁ ଆଶିଷ ନେଇ ସେ ମନ୍ଦିର ଚାରିପାଖ ରେ ବୁଲି ଥିଲେ।ଓ ମନ୍ଦିର ରେ ହୋଇ ଥିବା ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ।
ଏହା ପରେ ଆଉ କିପରି ମନ୍ଦିର ର ଉନ୍ନତି ହୋଇ ପାରିବ ସେ ବିଷୟ ରେ ଲୋକ ଙ୍କ ସହିତ କଥା ହୋଇ ଥିଲେ।ମନ୍ଦିର ର ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ବିଷୟ ରେ
ସମସ୍ତ ଙ୍କ ସହିତ ଆଲୋଚନା କରିଥିଲେ।ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।ଓ ଆଶା କରୁଛନ୍ତି କି ଆଗକୁ ଓଡ଼ିଶା ର ଆହୁରି ଅଧିକ ଉନ୍ନତି ହେବ।