Movie prime

କହୁ କହୁ ଏମିତି କହିଦେଲେ ପାଣ୍ଡିଆନ.. ନବୀନ ବାବୁ ଆମ ମୁଖିଆ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜୁ ଜନତା ଦଳ ର ନେତା ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ହେବା ସହିତ ଏବେ ବିଜେଡି ଦଳ ରେ ପ୍ରବେଶ କରୁଛନ୍ତି।
ଆମେ ଆଜି ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ସେ ଗଜପତି ଜିଲ୍ଲା ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ବିଜୁ ଜନତା ଦଳ କୁ ଭୋଟ ଦେବା ପାଇଁ ଲୋକ ଙ୍କୁ କହିଥିଲେ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ବହୁତ ସାହାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ।
Gh
ସୂଚନା ଅନୁସାରେ ଭି କେ ପାଣ୍ଡିଆନ ଏବେ ନିର୍ବାଚନ ପ୍ରଚାର ରେ ଯାଉଛନ୍ତି। ଗତ କାଲି ସେ ନିଜ ଭାଷଣ ରେ କହି ଥିଲେ କି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶା ବାସୀ ଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି।କିଭଳି ଆମ ସୁରକ୍ଷିତ ହୋଇ ରହିବେ ତାହା ଉପରେ ଗୁରୁତ୍ବ ଦେଉଛନ୍ତି।
ବର୍ତ୍ତମାନ ସମୟ ରେ ଓଡ଼ିଶା ର ଅନେକ ଉନ୍ନତି ହୋଇଛି।ଆମ ସମସ୍ତଙ୍କ ପିଲା ମାନେ ଅଛନ୍ତି।ସେମାନେ କିଭଳି ଭଲ ଶିକ୍ଷା ପାଇ ପାରିବେ ସେଥିପାଇଁ ମୁଖ୍ୟ ମନ୍ତ୍ରୀ ସବୁବେଳେ ଚେଷ୍ଟା କରି ଥାଆନ୍ତି।
କେବଳ ଶିକ୍ଷା ନୁହେଁ ଚିକିତ୍ସା କ୍ଷେତ୍ର ରେ ଆମ ରାଜ୍ୟ ର ବିକାଶ ହୋଇଚି।ମୁଖ୍ୟ ମନ୍ତ୍ରୀ ଙ୍କ ଯୋଜନା ଦ୍ବାରା ଆପଣ ମାନେ ଯେ କୌଣସି ସମୟ ରେ ଅସୁସ୍ଥ ଥିଲେ ଡାକ୍ତରଖାନା ରେ ମାଗଣା ରେ ଚିକିତ୍ସା କରାଇ ପାରିବେ
Uh
ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହି।ନିକଟ ରେ ଗଜପତି ଜିଲ୍ଲାରେ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ସେତୁ ତିଆରି ହୋଇ ଥିଲା।ଏଥିରେ ସେ ୧୯ କୋଟି ଟଙ୍କା ଦେଇ ଥିଲେ।ଏହା ଦ୍ବାରା ଆପଣ ମାନଙ୍କ ର ଉନ୍ନତି ହୋଇ ଥିଲା।
ଆପଣ ମାନେ କେବେ ଭୋଟ ଦେବା ରେ ଭୁଲ କରିବେ ନାହି।ମୁଖ୍ୟ ମନ୍ତ୍ରୀ ଜଣେ ସଚ୍ଚୋଟ ଲୋକ।କେବେ ହେଲେ ସେ ନିଜ ପାଇଁ କିଛି ବି କରି ନାହାନ୍ତି।
କେବଳ ଲୋକ ଙ୍କ ଭଲ ପାଇଁ କାମ କରି ଚାଲିଛନ୍ତି।ଆଗକୁ ମଧ୍ୟ କରିବେ।ତେବେ ଆପଣ ମାନେ ଏଥର ମଧ୍ୟ ତାଙ୍କୁ ଜିତାଇବେ ବୋଲି ଆମର ଆଶା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.