Movie prime

ପାଣ୍ଡିଆନ ଙ୍କ ମିଛ ର ହେଇଗଲା ପରଦା ଫାସ ବହୁତ୍ ବଡ ଆକାର ରେ ହାରିଯିବ ବିଜେଡି..

 
Yy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ତେବେ ଏହି ନିର୍ବାଚନ କୁ ନେଇ ସମସ୍ତେ ଅଲଗା ଅଲଗା ମତ ପ୍ରକାଶ କରୁଛନ୍ତି।ତେବେ ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି
ଥିବେ।ସେ ସରକାରୀ କର୍ମ ଚାରି ଥିବା ସମୟ ରେ ଯେତିକି ମିଛ କହୁଥିଲେ ଏବେ ନେତା ହେବା ପରେ ମଧ୍ୟ ସେତିକି ମିଛ କହୁଛନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ସେ କଣ ସବୁ ମିଛ କହିଛନ୍ତି।
Bh
ସୂଚନା ଅନୁସାରେ ସେ କିଛି ଦିନ ତଳେ କହି ଥିଲେ କି ବିରୋଧୀ ମାନେ କହୁଛନ୍ତି କି ବିଜୁ ସ୍ବାସ୍ଥ୍ୟ କାର୍ଡ କୁ ବନ୍ଦ କରି ଦିଆ ଯିବ।ତେବେ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆମେ ସେହି କାର୍ଡ ରେ କେତେ ସୁବିଧା ପାଉଛୁ।ତେବେ ଆପଣ ମାନେ ସେମାନଙ୍କ କଥା ଶୁଣିବେ ନାହିଁ।
ହେଲେ ସତ କଥା ହେଉଛି ବିଜୁ ସ୍ବାସ୍ଥ୍ୟ କାର୍ଡ କୁ ବନ୍ଦ କରିବା ପାଇଁ ବିରୋଧୀ ମାନେ କହି ନ ଥିଲେ।ସେମାନେ ବିଜୁ ସ୍ବାସ୍ଥ୍ୟ କାର୍ଡ ସହିତ ଆୟୁଷ୍ମାନ ଯୋଜନା କୁ ଯୋଡ଼ି ବାକୁ ଚାହୁଁଛନ୍ତି।ଯାହା ଦ୍ଵାରା ଲୋକ ମାନେ ଅଧିକ ସୁବିଧା ପାଇବେ।
ଅନ୍ୟ ପଟେ ଭି କେ ପାଣ୍ଡିଆନ କହି ଥିଲେ କି ଅନ୍ୟ ରାଜ୍ୟ ରେ ଗରିବ ଲୋକ ମାନଙ୍କ ଭତ୍ତା ୩୦୦ ଟଙ୍କା ରହି ଥିବା ବେଳେ ଓଡ଼ିଶା ରେ ଏହା ଏକ ହଜାର ଟଙ୍କା ରହିଛି।।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଏସବୁ ସମ୍ଭବ ହୋଇଛି ବୋଲି ସେ କହି ଥିଲେ।
Jj
ହେଲେ ପ୍ରକୃତ ତଥ୍ୟ ଅନୁସାରେ ଅନ୍ୟ ରାଜ୍ୟ ମାନଙ୍କ ରେ ମାସିକ ସାମାଜିକ ଭତ୍ତା ୧୫୦୦ ଟଙ୍କା ରହିଛି।ତେବେ ଏ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।କଣ ପାଇଁ ଭି କେ ପାଣ୍ଡିଆନ ଏତେ ମିଛ କହୁଛନ୍ତି।
କେବଳ ସେ ନିଜ ଦଳ କୁ ଜିତାଇବା ପାଇଁ ଏପରି ମିଛ କହୁଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆମ ଦେଶ ରେ ସଂସ୍କୃତ ଭାଷା ପାଇଁ ଅଲଗା ବ୍ୟବସ୍ଥା ରହିଛି।
ତେବେ ଭି କେ ପାଣ୍ଡିଆନ ଏ ବିଷୟ ରେ ଏ ଯାଏଁ ଜାଣି ନାହାନ୍ତି ବୋଲି ସମସ୍ତେ କହୁଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.