Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ବଡ ଖବର ଦେଖନ୍ତୁ ଏହିସବୁ ଜିଲ୍ଲାରେ ଏବେ ପ୍ରବଳ ଛେଚିବ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ପାଣିପାଗକୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ ।
Special report
ଏବେ ପାଣିପାଗ ବିଷୟରେ ଆସିଥିବା ସୂଚନା ଆପଣମାନେ ପାଇପାରିବେ । ଆଗକୁ ବର୍ଷା ଆସିବାକୁ ଯାଉଛି ଆପଣମାନେ ସମସ୍ତେ ସାବଧାନ ହୋଇଯାଆନ୍ତୁ । ବର୍ଷା ଆସିବାକୁ ଯାଉଛି ଆଉ ଏହି ବର୍ଷାରେ ପୁରା ରାଜ୍ୟ ଭିଜିବାକୁ ଯାଉଛି । 
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ପୂର୍ବାନୁମାନ କରିଛି କି ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି କି ବର୍ଷା ପ୍ରବଳ ପରିମାଣରେ ହେବ ଆଉ ସେଥିପାଇଁ ବିରି ଅମଳ କରି ନିଅନ୍ତୁ ଖଳାରୁ ।
Special report
ଏହି କିଛିଦିନ ତଳେ ଶୀତ ସାଙ୍ଗକୁ ବର୍ଷା ହୋଇଥିଲା ଆଉ ଏହା ସମସ୍ତେ ଅନୁଭବ କରିଥିଲେ । ସବୁଆଡେ କୋହଲା ପାଗ ହୋଇଥିଲା । ଅନେକ ଶୀତ ଅନୁଭୂତ ହେଉଥିଲା । ଆଉ ଏବେ ପୁଣି ସେମିତି ହେବାକୁ ଯାଉଛି । 
ଏବେ ଏହି କିଛିଦିନ ହେବ ଖରା ପ୍ରବଳ ହେଉଥିଲା । ଆଉ ଏହି ଖରା ପାଇଁ ପ୍ରବଳ ଗରମ ହେଉଥିଲା । ଏବେ ଏହି ଗରମ ରୁ ଆଶ୍ୱସ୍ତି ମିଳିଛି । ଏବେ ଗରମରୁ ଲୋକମାନେ ମୁକ୍ତି ପାଇବେ । ବର୍ଷା ଆସିବାକୁ ଯାଉଛି ।
Special report
ଖଳାରେ ଲୋକମାନେ ଅର୍ଥାତ୍ ଚାଷୀମାନେ ବିରି ପକାଇଛନ୍ତି । ଏହି ଖଳାରେ ବିରି ନଷ୍ଟ ହୋଇପାରେ । ସେଥିପାଇଁ ଏହାକୁ ଅମଳ କରି ଦିଅନ୍ତୁ ନହେଲେ ବିରି ନଷ୍ଟ ହୋଇପାରେ । ନହେଲେ ଏହାକୁ ଏକ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ ।
ଆସନ୍ତା ୧୧ ଆଉ ୧୨ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅଭ୍ୟନ୍ତର ଓଡ଼ିଶାରେ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୧୧ ତାରିଖରେ ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ, ମୟୂରଭଞ୍ଜ ଏବଂ ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।