Movie prime

ପ୍ରେମ କରିଦେଲା ପାଗଳ ଭାଉଜ ସହ ଖରାପ, ପରେ ସ୍ତ୍ରୀ କୁ ଜୀବନ ରୁ କରିଦେଲା ଶେଷ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଆଜିର ଲୋକ ଙ୍କ ଚିନ୍ତା ଧାରା ବିଷୟ ରେ ଜାଣି ଥିବେ।ଘରେ ଗୋଟିଏ ସ୍ତ୍ରୀ ଥାଉ ଥାଉ ପୁରୁଷ ମାନେ ଅନ୍ୟ ମହିଳା ଙ୍କ ସହିତ ଯାଇ ସମ୍ପର୍କ ରଖୁଛନ୍ତି।ଏହି ଘଟଣା ଟି ଘଟିଛି ଯାଜପୁର ର ମଙ୍ଗଳପୁର ଅଞ୍ଚଳରେ।
Special report
ଏଠାରେ ଜଣେ ସ୍ଵାମୀ କହୁଛନ୍ତି କି ମୋ ସ୍ତ୍ରୀ ମୋତେ ଦେହ ସୁଖ ଦେଇ ପାରୁ ନ ଥିଲା।ସେଥିପାଇଁ ମୁଁ ବାହାର କୁ ଯାଇ ଭାଉଜ ଙ୍କ ଠାରୁ ସବୁ ସୁଖ ପାଇ ଗଲି।
ମୋର ଦୁଇଟି ସନ୍ତାନ ଜନ୍ମ ହେବା ପରେ ମୋ ସ୍ତ୍ରୀ ଆଉ ମୋତେ ଭଲ ଲାଗିଲା ନାହି।ପାଖ ପଡୋଶୀ ଘରେ ଜଣେ ମୋତେ ସବୁ ସୁଖ ଦେଉଥିଲେ।ସେଥିପାଇଁ ମୁଁ ତାଙ୍କ ସହ ମୋର ତୃତୀୟ ସନ୍ତାନ ପାଇଁ ଚେଷ୍ଟା କରୁଥିଲି।
ଏମିତି କିଛି କହିଛନ୍ତି ଯାଜପୁର ଜିଲ୍ଲାର ମଙ୍ଗଳପୁର ଅଞ୍ଚଳର ନୀଳକଣ୍ଠପୁର ଗ୍ରାମ ରେ।ସେହି ଗ୍ରାମ ର ବିକାଶ ମଲ୍ଲିକ ଙ୍କ ପ୍ରେମ ରେ ପଡ଼ି ପ୍ରେମ ବିବାହ କରିଥିଲେ ପ୍ରତିମା।ପ୍ରତିମା ବିକାଶ ଙ୍କୁ ବହୁତ ଭଲ ପାଉ ଥିଲେ।ତାଙ୍କ ର ଦୁଇ ଟି କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା।
Special report
ଏହା ପରେ ବିକାଶ ଙ୍କୁ ଆଉ ପ୍ରତିମା ଭଲ ଲାଗିଲେ ନାହିଁ।ପ୍ରାୟ ପ୍ରତିଦିନ ତାଙ୍କୁ ମାଡ ମାରି ଥିଲେ।ତାଙ୍କୁ ମରି ଯିବାକୁ କହୁଥିଲେ।ତୁ ଆଉ ମୋତେ ଭଲ ଲାଗୁନୁ।ତୁ ମୋତେ ଦେହ ସୁଖ ଦେଇ ପାରୁନୁ।ମୋତେ ଅଲଗା ଝିଅ ମାନେ ସେ ସୁଖ ଦେଉଛନ୍ତି।ତୁ ମରିଯା।ଏମିତି କିଛି କହୁଥିଲା ବିକାଶ।
ବିକାଶ ସେହି ଗ୍ରାମ ର ଅନ୍ୟ ଜଣେ ମହିଳା ଙ୍କ ସହିତ ପ୍ରେମ କରୁଥିଲେ।ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ଏବଂ ତାଙ୍କ ସହିତ ତୃତୀୟ ସନ୍ତାନ କରିବା ପାଇଁ ମଧ୍ୟ ପ୍ଲାନ୍ କରିଥିଲେ।ଏପଟେ ଭୁଲି ଯାଇଥିଲେ ନିଜ ସ୍ତ୍ରୀ ଓ ପିଲା ମାନଙ୍କୁ।
ଏ କଥା ପ୍ରତିମା ଜାଣିବା ପରେ ପ୍ରାୟ ପ୍ରତିଦିନ ତାଙ୍କ ଭିତରେ ଝଗଡ଼ା ଲାଗିଲା।ଏହାକୁ ବିକାଶ ସହି ପାରି ନ ଥିଲେ।ସେ ପ୍ରତିମା କୁ ରାସ୍ତା ରୁ ହଟେଇବା ପାଇଁ ଚେଷ୍ଟା କଲା।ହଟାତ ଦିନେ ଘରେ କେହି ନଥିଲା ବେଳେ ସେ ପ୍ରତିମା ଙ୍କୁ ମାଡ ମାରି ହ-ତ୍ୟା କଲା।ନିଜ ସ୍ତ୍ରୀ କଥା ସେ ଟିକେ ବି ଭାବିଲା ନାହିଁ।
ଏହି ଖବର ଗାଁ ରେ ପ୍ରଚାରିତ ହେଲା।ସମସ୍ତେ ଥାନା ରେ ର ବିଷୟ ରେ ଜଣାଇଲେ।ଥାନା ବାବୁ ଆସି ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇଲେ।ଓ ବିକାଶ କୁ ହାଜତ କୁ ନେଇ କୋର୍ଟ ଚାଲାଣ କଲେ।ସାକ୍ଷୀ ଭାବରେ ତାଙ୍କ ଖୁଡୀ ଙ୍କୁ ନେଇ ଥିଲେ।ସେ ଯାହା ଯାହା ଘଟିଥିଲା ସବୁ ସତ କଥା ପୋଲିସ ଆଗରେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.