Movie prime

ଅନୁଭବ ଆଉ ଅରିନ୍ଦମ ଙ୍କୁ ନିର୍ବାଚନ ସମୟ ରେ ...ଏମିତି କିଛି କଥା କହିଦେଲେ ସିଦ୍ଧାନ୍ତ, ଯେ ହେଇଗଲା ହଂଗାମା..

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ନିର୍ବାଚନ ପାଖେଇ ଆସିଲାଣି। ସେଥିପାଇଁ ଏବେ ନିର୍ବାଚନ ମଇଦାନ ମଧ୍ୟ ସରଗରମ ହେବାରେ ଲାଗିଲାଣି। ନିର୍ବାଚନ ପାଇଁ ସମସ୍ତ ପ୍ରତିଦ୍ବନ୍ଦୀ ଦଳ ନିଜ ନିଜ ଦଳ ପାଇଁ ପ୍ରଚାର କରିବା ମଧ୍ୟ ଆରମ୍ଭ କରି ଦେଲେଣି।
ଏହାରି ମଧ୍ୟରେ ଅନେକ ନେତାମାନେ ମଧ୍ୟ ଯେଉଁ ଦଳ ରେ ଥିଲେ ସେହି ଦଳ ପରିବର୍ତ୍ତନ କରି ଅନ୍ୟ ଦଳରେ ମିଶୁଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
Gh
ସେଥି ମଧ୍ୟରୁ ସିଦ୍ଧାନ୍ତ ମହାପାତ୍ର ଅନ୍ୟତମ ଅଟନ୍ତି। ସେ ଏକ ବରିଷ୍ଠ କଳାକାର ସହ ଖୁବ ଭଲ ନେତା ମଧ୍ୟ। ପୂର୍ବରୁ ସେ ଅନେକ ବର୍ଷ ଧରି ବିଜେଡ଼ି ଦଳର ନେତା ଭାବରେ ଥିଲେ। ମାତ୍ର ଏବେ ସେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି।
ଆଉ ଆମେ ଏବେ ଆପଣଙ୍କୁ ତାଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ କହିବାକୁ ଯାଉଛୁ। ସେ କହିଥିଲେ କି ଜୀବନ ରୂପକ ଏହି ରଙ୍ଗ ମଞ୍ଚରେ ସମସ୍ତେ ଏଠି ଅଭିନେତା ଓ ଅଭିନେତ୍ରୀ ଅଟନ୍ତି।
ସେ କହିଥିଲେ କି ଯଦି ଅଭିନୟରୁ ଆସି ଜଣେ ଲୋକ ରାଜନେତା ହୋଇ ପାରୁଛି ତେବେ ଜଣେ ରାଜନୀତି ରୁ ଆସି ମଧ୍ୟ ଅଭିନେତା ହୋଇ ପାରିବ। ଅନୁଭବ ମହାନ୍ତି ଙ୍କ କଥାକୁ ନେଇ ସେ କହିଥିଲେ କି ଯେତେବେଳେ ଅସମ୍ମାନ ଓ ଅସ୍ମିତ ହେବାକୁ ପଡେ
Hh
ସେତେବେଳେ ତାହା ଅସହ୍ୟ ହୋଇ ପଡେ ସେଥିପାଇଁ ଅନୁଭବ ମହାନ୍ତି ବିଜୁ ଜନତା ଦଳ ଛାଡିଥିବା କଥା ସେ କହିଥିଲେ। ସେ ଏହା ମଧ୍ୟ ଆଶା କରୁଛନ୍ତି କି ଭାରତୀୟ ଜନତା ଦଳ ରେ ଅନୁଭବ ମହାନ୍ତି ଙ୍କ ଭବିଷ୍ୟତ ଅଛି।
ସବୁ ସିନେ ଷ୍ଟାର ମାନେ ଏବେ ବିଜେପି ରେ ଯୋଗ ଦେଇ ସାରିଛନ୍ତି। ଏଭଳି କି ଅରିନ୍ଦମ ରାୟ ମଧ୍ୟ ବିଜେପି ରେ ଯୋଗ ଦେଇ ସାରିଛନ୍ତି। ସେଥିପାଇଁ ଆଗକୁ ରାଜ୍ଯ ରାଜନୀତି ର ମହୋଲ ଅନେକ ସରଗରମ ହେବାକୁ ଯାଉଛି।
କାରଣ ବିଜେଡ଼ି ର ଅନେକ ହେବି ୱେଟ ନେତାମାନେ ମଧ୍ୟ ବିଜେପି ରେ ଯୋଗ ଦେଇ ସାରିଛନ୍ତି ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.