Movie prime

ବିଜେଡି ଛାଡି ବିଜେପିରେ ଯୋଗ ଦେବେ ଅନୁଭବ ମହାନ୍ତି!! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

 
Nj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ବିଜେଡିର ଆଉ ଜଣେ ବଡ଼ ଚେହେରା ଦଳ ଛାଡ଼ିବାକୁ ଯାଉଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବିଜେଡି ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ଦଳ ଛାଡ଼ିବା ନେଇ ଯଦିଓ ଅନୁଭବଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ, କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା। ବିଜେଡି ଛାଡ଼ିବା ପରେ ବିଜେପିରେ ଯୋଗଦେଇପାରନ୍ତି ଅନୁଭବ।
୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିଥିବା ଅନୁଭବ ଗତ କିଛି ବର୍ଷ ଧରି ରାଜନୀତିରେ ସେତେଟା ସକ୍ରିୟ ରହୁନଥିବା ଦେଖିବାକୁ ମିଳିଛି। ବିଶେଷକରି ପାରିବାରିକ କଳହ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ନାହିଁ।
Vb
ଏମିତିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାର ନଜିର ଆସିନାହିଁ । ତେବେ ଅନୁଭବ ମହାନ୍ତି ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି।
ନିକଟରେ ମଧ୍ୟ ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଆଗାମୀ ଦିନରେ ନିଜ କଣ୍ଠରେ ହନୁମାନ ଚାଳିଷା ଗାଉଥିବାର ଦେଖିବାକୁ ମିଳିବ । କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ ଭର୍ତ୍ତୃହରି ମହତାବ ।
ଆଗାମୀ ଦିନରେ ସେ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଯଦି ଅନୁଭବ ଓ ଭର୍ତ୍ତୃହରି ବିଜେପିରେ ସାମିଲ ହୁଅନ୍ତି, ତାହେଲେ ଦୁହେଁ କେଉଁ ଆସନରୁ ଲଢ଼ିବେ ତାକୁ ନେଇ ଚର୍ଚ୍ଚା।