Movie prime

ଧନ୍ୟ ଶିକ୍ଷା ବ୍ୟବସ୍ଥା ଆଉ ସେ ଶିକ୍ଷକ ମାନଙ୍କୁ...ଛାତ୍ରୀ ପରୀକ୍ଷା ଖାତା ରେ ଲେଖିଲେ ଡାଲମା ଡାଲମା, ସଲାଟ୍ ସଲାଟ୍

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେଉଚି।ତାହା ହେଉଚି କିଛି ଝିଅ ମାନେ ଜୋର୍ ରେ ଜୋର୍ ରେ ଚିତ୍କାର କରି ଡ଼ାଲମା ଡାଲମା,ସାଲାଡ଼ ସାଲାଡ଼, ଦହି ବାଇଗଣ ଦହି ବାଇଗଣ।
Special report
କିଛି ଲୋକ ମାନେ ଏହାକୁ ନିନ୍ଦା କରିଛନ୍ତି।କହିଛନ୍ତି କି କଲେଜ୍ ରେ ପାଠ ପଢୁଥିବା ଏହି ପିଲା ମାନେ ନିଜ ଶିକ୍ଷା ସଂସ୍କୃତି କୁ ଭୁଲି ଗଲେଣି।କେବଳ ନିଜ ଇଚ୍ଛା କୁ ପୂରଣ କରିବା ପାଇଁ ଏଭଳି କାମ କରି ଦେଉଛନ୍ତି ଯାହାକୁ ନେଇ ତାଙ୍କୁ ଖୁବ୍ ନିନ୍ଦା କରା ଯାଉଚି।
ପୁଣି ଥରେ ଆଜି ଏହି ଡ଼ାଇଲଗ କୁ ନେଇ ଚର୍ଚ୍ଚା ହେଉଚି।ପରୀକ୍ଷା ଖାତା ରେ ଉତ୍ତର ଲେଖିବା ବଦଳ ରେ ଜଣେ ପିଲା ଡାଲମା ଡାଲମା ସାଲାଡ଼ ସାଲାଡ଼ ଦହି ବାଇଗଣ ଦହି ବାଇଗଣ ଲେଖି ଚର୍ଚ୍ଚା ରେ ଆସିଛନ୍ତି।ଆପଣ ମାନଙ୍କୁ ଏହାକୁ ନେଇ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।
ଆଜିର ପିଲା ମାନେ ସବୁ କିଛି ଭୁଲି ଯାଇଛନ୍ତି।ପିଲା ଙ୍କ ପ୍ରଶ୍ନ ଖାତା ର ଉତ୍ତର ମଧ୍ୟ ବଦଳି ଗଲାଣି।ପ୍ରଶ୍ନ ସ୍ଥାନ ରେ ସେହି ପ୍ରଶ୍ନ ଅଛି।ହେଲେ ଉତ୍ତର ନାହିଁ।ତେବେ ଆପଣ ମାନେ ଭାବନ୍ତୁ ଏଥିପାଇଁ ଦାୟୀ କିଏ।ସେହି ପିଲା ମାନେ ନା ଏକ ସମାଜ।
Special report
ଏ ସମାଜ କୁ ପରିବର୍ତ୍ତନ କରିବା ପାଇଁ ସମସ୍ତେ ଚାହୁଁ ଛନ୍ତି।ଆଜିର ପିଲା କାଲି ର ଭବିଷ୍ୟତ।ଏହି ଭିଡିଓ ଦେଖି ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଚି।ଏହି ପରୀକ୍ଷା ଖାତା କୁ ଯିଏ ଦେଖୁଚି ତାହାର ସେହି ଭିଡିଓ କଥା ମନେ ପଡ଼ି ଯାଉଛି।
କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଚର୍ଚ୍ଚା କୁ ଆସି ଥିଲା।କିଛି ଝିଅ ମାନେ ଧାଡ଼ି ରେ ଠିଆ ହୋଇ ଡାଲମା ଡାଲମା ସାଲାଡ଼ ସାଲାଡ଼ ଦହି ବାଇଗଣ ଦହି ବାଇଗଣ ବୋଲି କହି ଥିଲେ।ସେହି ଛୋଟ ପିଲା ଟି ବୋଧ ହୁଏ ଏହି ଭିଡ଼ିଓ କୁ ଦେଖି ଦେଇ ଥିଲା।
ସେଥିପାଇଁ ପରୀକ୍ଷା ଖାତା ରେ ଉତ୍ତର ସ୍ଥାନ ରେ ଏଭଳି କଥା ଲେଖି ଦେଇଚି।ପ୍ରଥମେ ପ୍ରଶ୍ନ ଆସି ଥିଲା କି ଭାରତୀୟ ସଂସ୍କୃତି ବିଷୟ ରେ।ହେଲେ ଏହାର ଉତ୍ତର ରେ ପାମ୍ପଡ଼ ପାମ୍ପଡ ଲେଖା ହୋଇ ଥିଲା।
ଏହାକୁ ଦେଖି କିଛି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ପିଲା ମାନେ ବର୍ତ୍ତମାନ ସମୟ ରେ ଖରାପ ଆଡ଼କୁ ଯାଉଛନ୍ତି।ତେବେ ଏଥିପାଇଁ ଦାୟୀ କିଏ ବୋଲି ଆପଣ ମାନେ କୁହନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.